Jul 16, 2023, 10:35 IST

ଆପତ୍ତିଜନକ ପାନୀୟ ପିଇବାରେ କେଉଁ ରାଜ୍ୟ ପ୍ରଥମ, ଓଡ଼ିଶା ର ସ୍ଥାନ ଜାଣିଲେ ଆପଣ ବି ମୁଣ୍ଡ ରେ ହାତ ଦେବେ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜିକାଲି ପିଲା ଠାରୁ ବୁଢ଼ା ସମସ୍ତେ ଖୁବ ମଦ୍ୟପାନ କରୁଛନ୍ତି।କାରଣ ମଦ୍ୟପାନ ବିନା ତାଙ୍କର ଜୀବନକୁ ସେମାନେ ବୃଥା ବୋଲି ମନେ କରୁଛନ୍ତି।
Special report
ମଧ୍ୟ ଏକ ଏଭଳି ନିଶା ହୋଇଥାଏ ଯାହାକୁ ଛାଡ଼ିବା ବହୁତ୍ କଷ୍ଟକର ହୋଇଥାଏ। ଲୋକମାନେ ଜାଣିଛନ୍ତି କି ମଦ ଦେହ ପ୍ରତି ଖୁବ୍ କ୍ଷତିକାରକ ଅଟେ କିନ୍ତୁ ଏହା ପରେ ମଧ୍ୟ ସେମାନେ ମଦ୍ୟପାନ କରିବାକୁ ପଛ ଘୁଂଚା ଦେଉ ନାହାଁନ୍ତି।
ଭାରତରେ ଥିବା ୯୫ ପ୍ରତିଶତ ଲୋକ ପ୍ରାୟତଃ ମଦ୍ୟପାନ କରୁଛନ୍ତି। ଏକ ରିପୋର୍ଟ୍ ଅନୁସାରେ ଏହି ଲିଷ୍ଟ ରେ ୧୮ ରୁ ୪୯ ବର୍ଷ ପର୍ଯ୍ୟନ୍ତ ପୁଋଷ ଓ ମହିଳା ଅଧିକ ସଂଖ୍ୟାରେ ଅଛନ୍ତି।
Special report
ତେବେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କି ଏହି ରିପୋର୍ଟ ଅନୁସାରେ କେଉଁ ରାଜ୍ୟରେ ଅଧିକ ମଦ୍ୟପାନ କରାଯାଇ ଥାଏ। ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ କେରଳରେ ବିକ୍ରୀ ହୋଇଥିବା ମଦ ହେଉଛି ୪୫ ପ୍ରତିଶତ।
ହେଲେ ଆମେ ଆପଣଙ୍କୁ ଜଣାଇବୁ ଜେଉଁ ରାଜ୍ୟରେ ଅତ୍ୟଧିକ ମଦ ପିଉଛନ୍ତି।ସର୍ବାଧିକ ମଦ୍ୟପାନ କରୁଥିବା ରାଜ୍ୟମାନଙ୍କ ମଧ୍ୟରେ ଛତିଶଗଡର ନାମ ସର୍ବ ପ୍ରଥମେ ରହିଛି। ଛତିଶଗଡରେ ପ୍ରାୟ ୩ କୋଟି ରହିଛି।
ଏହି ରାଜ୍ୟରେ ପ୍ରାୟ ୩୫.୬ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି। ଏହି ତାଲିକାରେ ତ୍ରିପୁରା ଦ୍ୱିତୀୟ ସ୍ଥାନରେ ରହିଛି। ତ୍ରିପୁରାରେ ୩୪.୭ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି। ସେଥିମଧ୍ୟରୁ ୧୩.୭ ପ୍ରତିଶତ ଲୋକ ପ୍ରତ୍ୟେକ ଦିନ ଖୁବ ମଦ୍ୟପାନ କରନ୍ତି।
Special report
ତୃତୀୟ ସ୍ଥାନରେ ରହିଛି ଆନ୍ଧ୍ରପ୍ରଦେଶ। ଆଉ ଏଠାରେ ପ୍ରାୟ ୩୪.୫ ପ୍ରତିଶତ ଲୋକ ନିୟମିତ ଭାବରେ ମଦ୍ୟପାନ କରନ୍ତି। ଏହି ତାଲିକାରେ ପଞ୍ଜାବ ଚତୁର୍ଥ ସ୍ଥାନରେ ରହିଛି।
ଏହି ରାଜ୍ୟରେ ଜନସଂଖ୍ୟା ମଧ୍ୟ ରୁ ପଞ୍ଜାବରେ ୨୮.୫ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି।ଏଭଳି ଅନେକ ରାଜ୍ୟ ରହିଛନ୍ତି ଯେଉଁ ମାନେ କି ଖୁବ୍ ମଦ୍ୟପାନ କରୁଛନ୍ତି।କାରଣ ଦେଶରେ ପ୍ରାୟ ୯୫% ଲୋକ ଏବେ ଏଭଳି ଭାବରେ ମଦ୍ୟପାନ କରୁଛନ୍ତି।

Advertisement