ନମସ୍କାର ପାଠକ ବନ୍ଧୁ।ଆସିଲା ବଡ ଖବର ପୁଣି ଥରେ ବନ୍ଦ ହେଲା କାର ଖାନା।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଗତ କିଛି ଦିନ ହେବ ନେହା ପାଣିଗ୍ରାହୀ ଓ ତାଙ୍କ ସାନ ଯା ରଶ୍ମିତା ପାଣିଗ୍ରାହୀ ଙ୍କ କାର ଖାନା ଭୋଜନାଳୟ କୁ ନେଇ ସବୁଠାରେ ଚର୍ଚ୍ଚା କରା ଯାଉଛି।
କିଛି ଦିନ ତଳେ ସେମାନଙ୍କ ର ପ୍ରଥମ ଦୋକାନ ବନ୍ଦ ହୋଇ ଯାଇ ଥିଲା।ଏବେ ସେମାନେ ତାଙ୍କର ଦ୍ୱିତୀୟ ଦୋକାନ ଖୋଲିଥିଲେ।ଲୋକ ମାନେ ତାଙ୍କ ଖାଇବାକୁ ଖୁବ୍ ପସନ୍ଦ କରୁଥିଲେ।ଦିନ ରାତି ଦୋକାନ ଭିତରେ ଭିଡ ଜମୁଥିଲା।
ହେଲେ ଏବେ ପୁଣି ଥରେ ଗୋଟିଏ ବଡ ସମସ୍ୟା ସେମାନଙ୍କ ପାଇଁ ସୃଷ୍ଟି ହୋଇଛି।ଯାହା ଫଳ ରେ ତାଙ୍କ ଦୋକାନ କୁ ବନ୍ଦ କରି ଦିଆ ଯାଇଚି।ଯାହାକୁ ନେଇ ଏବେ ସବୁଠାରେ ଖୁବ୍ ଚର୍ଚ୍ଚା କରା ଯାଉଛି।ସୂଚନା ଅନୁସାରେ ଆଜି ସକାଳୁ ନେହା ପାଣିଗ୍ରାହୀ ଙ୍କ କାର ଖାନା ଟି ବନ୍ଦ ରହିଛି।
ଅନେକ ଲୋକ ଖାଇବାକୁ ଆସି ଥିଲେ।ହେଲେ ଦୋକାନ ବନ୍ଦ ଥିବା ଦେଖି ଫେରି ପଳାଇ ଥିଲେ।କୁହା ଯାଉଚି କି ବି ଏମ ସି ସେମାନଙ୍କୁ ଏକ ଚିଠି ପଠାଇ ଥିଲା।ସେଥିରେ ଲେଖା ଥିଲା କି ଏହି ଦୋକାନ ର ମାଲିକ ଜଣକ ଦୋକାନ ର କାଗଜ ପତ୍ର ଏ ଯାଏଁ ପଠାଇ ନାହାନ୍ତି।
ଓ ଦ୍ୱିତୀୟ ରେ ଲେଖା ହେଇଛି କି ଦୋକାନ ପାଇଁ ଯେଉଁ ଭଡ଼ା ରହିଛି ତାହା ଏ ଯାଏଁ ଦୋକାନ ମାଲିକ ଦେଇ ନାହାନ୍ତି।ସେହିପରି ଅନ୍ୟ କଥା ଟି ହେଉଚି ଦୋକାନ ମାଲିକ ଆଜି ଯାଏଁ ପ୍ରତିଦିନ ର ଭଡ଼ା ମଧ୍ୟ କ୍ଲିୟର କରି ନାହାନ୍ତି।
ସେଥିପାଇଁ ସେହି ସ୍ଥାନ ରେ କୌଣସି ପ୍ରକାର ଦୋକାନ କରା ଯାଇ ପାରିବ ନାହିଁ ବୋଲି ବି ଏମ ସି ଆଦେଶ ଦେଇଛନ୍ତି।ସେହି ଆଦେଶ କୁ ମାନି ନେହା ପାଣିଗ୍ରାହୀ ଓ ତାଙ୍କ ବଡ ଯା ରଶ୍ମିତା ପାଣିଗ୍ରାହୀ ଦୋକାନ କୁ ବନ୍ଦ କରି ଦେଇଛନ୍ତି।
ତେଣୁ ଅନେକ ଲୋକ ଏହି ସ୍ଥାନ କୁ ଆସି ଫେରି ଯାଇଛନ୍ତି।ଆଗରୁ ନେହା କହି ଥିଲେ କି ଏହି ସ୍ଥାନ ରେ ସେ ତାଙ୍କ ର ଅତି ଜଣା ଶୁଣା ଲୋକ ଠାରୁ ନେଇଛନ୍ତି।ଏଠାରେ ଆଉ କିଛି ବି ଅସୁବିଧା ହେବ ନାହିଁ।
ହେଲେ ପୁଣି ଥରେ ତାଙ୍କ ଦୋକାନ କୁ ବନ୍ଦ କରି ଦିଆ ଯାଇଚି।ଯାହାକୁ ନେଇ ପୁଣି ଠାରେ ଚର୍ଚ୍ଚା କରା ଯାଉଚି।ଏବେ ଦେଖିବାକୁ ବାକି ରହିଲା କେବେ ପୁଣି ଥରେ ଏହି ଦୋକାନ ଟି ଖୋଲୁଛି।