Nov 24, 2023, 08:16 IST

ଦେଖନ୍ତୁ ନୂଆ ଢଙ୍ଗରେ ସାମିଙ୍କୁ ପଏଣ୍ଟ କଲେ ସ୍ତ୍ରୀ ଦେଖନ୍ତୁ ସାମ୍ନାକୁ ଆସିଲା ଏହି ଦୃଶ୍ୟ ସାମିଙ୍କୁ ପଏଣ୍ଟ କରି କଲେ ନାଗିନ ଡ୍ୟାନ୍ସ

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବିଶ୍ଵକପ ଫାଇନାଲ ମ୍ୟାଚ ପୂର୍ବରୁ ସମସ୍ତେ ଭାବୁଥିଲେ ମହମ୍ମଦ ସାମୀ ପୁଣି ବୋଲିଂ ରେ କାମ କରିବେ। ଆଉ ଭାରତକୁ ମ୍ୟାଚ୍ ଜିତିବାରେ ପ୍ରମୁଖ ଭୂମିକା ନେବେ। ହେଲେ ସାମିଙ୍କ ପତ୍ନୀ ହସିନ୍ ଜହାଁ କିନ୍ତୁ ପୂର୍ବରୁ ଇଙ୍ଗିତ କରିସାରିଥିଲେ।
Special Report
ଯାହାକି ସମସ୍ତଙ୍କର ସବୁଦିନ ସମାନ ଯାଏନି। ବିଶ୍ଵକପ ର ତିନୋଟି ମ୍ୟାଚ୍ ଯେତେବେଳେ ସାମି ଚମତ୍କାର ବୋଲିଂ କରି ବିପକ୍ଷ ଦଳକୁ ଚକିତ କରାଇଥିଲେ, ସେତେବେଳେ ସମସ୍ତେ ତାଙ୍କର ସଫଳତା ଦେଖି ପତ୍ନୀ ହସିନ୍ ଜହାଁ ଏବେ ଅନୁତାପ କରୁଥିବେ ବୋଲି କହିବାକୁ ଲାଗିଲେ। 
ଯାହାକୁ ନେଇ ହସିନ କିନ୍ତୁ କହିଥିଲେ ଯେ ସମସ୍ତଙ୍କର ସବୁଦିନ ଏକାଭଳି ହେବ ନାହିଁ। ଆଉ ଫାଇନାଲ ରେ ଭାରତକୁ ହରାଇ ଅଷ୍ଟ୍ରେଲିଆ ବିଶ୍ୱକପ୍ ନେଇଯିବା ପରେ ନିଜ ସ୍ୱାମୀକୁ ପୁଣି ଥରେ ଟାର୍ଗେଟ କରିବା ଆରମ୍ଭ କରି ଦେଇଛନ୍ତି ହସିନ।
Special Report
ତେବେ ବନ୍ଧୁଗଣ ସମସ୍ତେ ଜାଣିଛନ୍ତି ମଡେଲ ଆଉ ଅଭିନେତ୍ରୀ ଭାବେ କାମ କରିଥିବା ହସିନ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରୁହନ୍ତି। ସେ ଆଉ ଶାମି ସମ୍ପର୍କରେ ସ୍ଵାମୀ ସ୍ତ୍ରୀ କିନ୍ତୁ ଏବେ ଉଭୟ ଅଲଗା ରହୁଛନ୍ତି। ଶାମି ଆଉ ହସିନ ଙ୍କ ଗୋଟିଏ ଝିଅ ମଧ୍ୟ ରହିଛି। 
ଯିଏ କି ଏବେ ନିଜ ମାଆଙ୍କ ପାଖରେ ରହୁଛନ୍ତି। ତେବେ ହସିନ ସବୁବେଳେ ସୋସିଆଲ ମିଡିଆରେ ନିଜର ଭିଡିଓ ଅପଲୋଡ଼ କରିବା ସହ ଲୋକଙ୍କ ମନରଞ୍ଜନ କରିଥାନ୍ତି। ଆଉ ଏବେ ମଧ୍ୟ ସେ ନିଜର ଭିଡିଓ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି
Special Report
ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି। ଶ୍ରୀଦେବୀଙ୍କ ଅଭିନୀତ ସୁପରହିଟ ସିନେମା ନାଗିନାର ସ୍ବର୍ଗତ ଲତା ମଙ୍ଗେଶ୍ୱର୍ ଗାଇଥିବା ଗୀତ 'ମେ ତେରୀ ଦୁଷ୍ମନ୍, ଦୁଷ୍ମନ ତୁ ମେରା' ରେ ଅଭିନୟ କରିଛନ୍ତି ହସିନ। 
Special Report
ଆଉ ଏହି ଗୀତରେ ଗୀତରେ ସେ ନିଜ ସ୍ଵାମୀ ମହମ୍ମଦ ସାମୀଙ୍କୁ ଇଙ୍ଗିତ କରି ନିଜର ସ୍ବାମୀଙ୍କୁ ଶତ୍ରୁ ବୋଲି କହିଥିବାର ଚର୍ଚ୍ଚା ହେଉଛି। ଏହି ଭିଡିଓ ଦେଖୁଥିବା ସୋସିଆଲ ମିଡ଼ିଆ ୟୁଜରସ୍ କହିବା ଅନୁସାରେ ହସିନ ଏହି ଭିଡିଓ ଶାମିଙ୍କ ଉଦ୍ଧେଶ୍ୟ ରେ ହିଁ ବନାଇଛନ୍ତି
ଆଉ ତାଙ୍କର ଶତ୍ରୁ ବୋଲି ମଧ୍ୟ ଇଙ୍ଗିତ କରିଛନ୍ତି। ଆଉ ହସିନ୍ ଜହାଁ ଙ୍କ ଜବରଦସ୍ତ ଅଭିନୟ ଦେଖି ସମସ୍ତେ କହୁଛନ୍ତି, ସାମୀଙ୍କ ପ୍ରତି ତାଙ୍କର ରାଗ ଜାହିର କରି ଏହି ଭିଡିଓ ଛାଡିଛନ୍ତି ହସିନ।

Advertisement