Dec 30, 2023, 11:54 IST

ହେ ଭଗବାନ ନୂଆ ବର୍ଷ ପହିଲି ଦିନ ରୁ ଘଟିଲା ଭୟାବହ ଦୁର୍ଘଟଣା: ଟ୍ରକ୍ ଧକ୍କା ରେ ରାସ୍ତା ଉପରେ ଗଲା ଜୀବନ

Special Report

ନମସ୍କାର ପାଠକ ବନ୍ଧୁ।ନୂଆ ବର୍ଷ ନ ଆରମ୍ଭ ହେଇ ନାହିଁ।ହେଲେ ତା ପୂର୍ବ ରୁ ଚାଲି ଯାଇଚି ଦୂହିଁ ଙ୍କ ଜୀବନ।ଦୁଇଟି ଟ୍ରକ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ଯୁବକ ଙ୍କ ଜୀବନ ଚାଲି ଯାଇଛି।ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ରାଜ ରାସ୍ତା ରେ।
Special Report
ସେଠାରେ ଆଜି ସକାଳୁ ଏପରି କିଛି ଘଟଣା ଘଟିଛି।ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ଦୁଇ ଜଣ ଯୁବକ ବାଇକ ଯୋଗେ ଆଜି ସକାଳେ କେଉଁ ଆଡ଼େ ଯାଉ ଥିଲେ।କିଏ ଜାଣିଥିଲା ତାଙ୍କ ସହିତ ଏପରି କିଛି ଘଟଣା ଘଟିବ।କୁହୁଡି ଯୋଗୁଁ ଏହି ଦୁଇ ବାଇକ୍ ଚାଳକ ଙ୍କୁ ରାସ୍ତା ଠିକ୍ ରୂପେ ଦେଖା ଯାଇ ନ ଥିଲା।
ସୂଚନା ଅନୁସାରେ ଦୁଇ ବାଇକ୍ ଚାଳକ ସକାଳୁ କାମ ରେ ବାହାରି ଯାଇଥିଲେ।ଆଉ ଦୁଇ ଦିନ ରହିଲା ନୂଆ ବର୍ଷ ସମସ୍ତେ ବହୁତ ଖୁସି ଥିଲେ।ହେଲେ ଏହି ସମୟ ରେ ଏଭଳି ଏକ ଦୁଃଖଦ ଘଟଣା ଘଟିବ ବୋଲି କେହି ଆଶା କରି ନ ଥିଲେ।
ଦୁଇଟି ଦଶ ଚକିଆ ଟ୍ରକ ପରସ୍ପର ସହିତ ବାଡେଇ ହୋଇ ଥିଲା।ସେହି ପଟେ ଯୁବକ ଜଣକ ଯାଉଥିଲେ।ସେ ମଧ୍ୟ ଟ୍ରକ୍ ରେ ନେଇ ଗାଡ଼ି କୁ ପିଟି ଦେଇଥିଲେ।ଲୋକ ମାନେ ସକାଳୁ ସେହି ଟ୍ରକ୍ ଦୁଇଟି କୁ ଦେଖିଥିଲେ।ହେଲେ ଦୁଇ ଜଣ ଯୁବକ ସେଠାରେ ପଡ଼ି ଛନ୍ତି ବୋଲି ସେମାନେ ଦେଖି ନ ଥିଲେ।
Special Report
ଦୁଇ ଜଣ ଙ୍କ ମୁଣ୍ଡ ଗାଡ଼ି ଚକା ତଳେ ପଶି ଯାଇଥିଲା।
ତାଙ୍କୁ ସଙ୍ଗେ ସଙ୍ଗେ କଲହରି ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଥିଲା।ଡାକ୍ତର ସେଠାରେ ତାଙ୍କୁ ମୃ-ତ ବୋଲି ଘୋଷଣା କରିଥିଲେ।କିନ୍ତୁ ଘଟଣା ସ୍ଥଳ ରୁ ଦୁଇ ଟ୍ରକ୍ ଡ୍ରାଇଭର ଫେରାର ଅଛନ୍ତି।
ଗାଁ ର ଲୋକ ମାନେ ସଙ୍ଗେ ସଙ୍ଗେ ନିକଟସ୍ଥ ଥାନା କୁ ଖବର ଦେଇଥିଲେ।ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା।ଏହା ପରେ ଶବ ବ୍ୟବଚ୍ଛେଦ କରା ଯାଇଥିଲା।ଦୁଇ ଜଣ ଙ୍କ ଶବ କୁ ଦେଖି ସମସ୍ତ ଙ୍କ ଆଖି ରେ ଲୁହ ଭରି ଯାଇଚି।
କୁହୁଡି ଥିବାରୁ ରାସ୍ତା ରେ ଭଲ ଦେଖା ଯାଉ ନ ଥିଲେ ଠିକ୍ ଏହି ସମୟରେ ଟ୍ରକ୍ ଦୁଇଟି ପିଟି ହୋଇ ଯାଇଥିଲା।ଏବେ ଦୁଇ ଯୁବକ ଙ୍କ ପରିବାର ଲୋକେ କାନ୍ଦି କାନ୍ଦି ଚେତା ଶୂନ୍ୟ ହୋଇ ଯାଉଛନ୍ତି।ତାଙ୍କ ପୁଅ ଙ୍କୁ ସେ ସବୁଦିନ ପାଇଁ ହରାଇ ଦେଇଛନ୍ତି।
ଯୁବକ ଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇ ଥିଲା।ପୋଲିସ ଏବେ ଘଟଣା ର ତଦନ୍ତ ଆରମ୍ଭ କରିଛି।ଏବେ ଦେଖିବାକୁ ବାକି ରହିଲା ସେହି ଦୁଇ ଟ୍ରକ୍ ଡ୍ରାଇଭର କେବେ ପୋଲିସ ହାତ ରେ ଧରା ପଡ଼ୁଛନ୍ତି।ଓ ଯୁବକ ଙ୍କ ପରିବାର କୁ ଆର୍ଥିକ ସହାୟତା ମିଳୁଚି।

Advertisement