ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଗୁଡିକ ସୋସିଆଲ ମିଡିଆରେ ଜାଣିବାକୁ ପାଉଥିବେ।

ଆଉ ଏସବୁ ଘଟଣା ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ଅତି ସହଜରେ ଦେଖି ପାରୁଛନ୍ତି। ଆମ ସମାଜରେ ଆଜିକାଲି ପ୍ରେ-ମ ବ୍ୟାପାରକୁ ନେଇ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟକଳାପ ଘଟୁଛି।
ବନ୍ଧୁଗଣ ସୋସିଆଲ ମିଡ଼ିଆର ଯୁବପିଢି ଏନେଇ ପ୍ରକାରର କାରନାମା କରିବାକୁ ଉଦ୍ୟମ କରୁଛନ୍ତି। ଯାହାଦ୍ୱାରା ସେମାନେ ଚର୍ଚ୍ଚାକୁ ଆସୁଛନ୍ତି। ବନ୍ଧୁଗଣ ଦିନକୁ ଦିନ ଦୁନିଆ ପରିବର୍ତ୍ତନ ହେବାରେ ଲାଗିଛି।

ଏହାସହ ମନୁଷ୍ୟ ଦିନକୁ ଦିନ ନିଜ ସ୍ବାର୍ଥରେ ଅନ୍ଧ ହୋଇ ସ୍ୱାର୍ଥପର ହେବାରେ ଲାଗିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି। ନୂଆବର୍ଷ ପାଇଁ ଦୁଇସାଙ୍ଗ ମିଶି ଯାଇଥିଲେ ବଣକୁ ଭୋଜି କରି।
ଭୋଜି ସରିବା ପରେ ଗୋଟିଏ ଝିଅ ଘରକୁ ଏକାକୀ ଫେରିବା ସମୟରେ ଦୁଇଜଣ ଯୁବକ ଆଉ ଜଣେ ନାବାଳକ ଏହି ତିନିଜଣ ମିଶି ଗ-ଣ-ଦୁ-ଷ୍କ-ର୍ମ ଝିଅଟିକୁ କରିଥିଲେ। ଏଭଳି ଘଟଣା ଦେଖିବାକୁ ମିଳିଛି

ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ କୋମନା ଥାନା ଅଞ୍ଚଳରେ ଦୁଇଜଣ ନାବାଳିକା ବଣକୁ ଭୋଜି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ଝିଅ ଘରକୁ ଚାଲି ଆସିଥିଲା। କିନ୍ତୁ ଏହି ଝିଅର ସାଙ୍ଗକୁ ତିନିଜଣ ମିଶି ବ-ଳା-ତ୍କା-ର କରିଥିଲେ। ଆଉ ସେହି ଝିଅକୁ ଓଢଣି ବାନ୍ଧି ବଣରେ ପକେଇ ଦେଇଥିଲେ।
ଆଉ ସେହି ଜାଗା ଦେଇ କିଛି ଗାଁ ଲୋକେ କାମରେ ଯାଇଥିଲେ ଝିଅର ଚିତ୍କାର ଶୁଣି ତା ପାଖକୁ ଯାଇଥିଲେ। ଆଉ ଝିଅଟିକୁ ଚିହ୍ନି ପାରି ଗାଁ ଲୋକେ ଝିଅର ପରିବାର ଲୋକଙ୍କୁ ସବୁକଥା ଜଣାଇଥିଲେ।
ଆଉ ତା'ପରେ ପରିବାର ଲୋକେ ଝିଅକୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ। ପରିବାର ଲୋକେ କୋମନା ଥାନାରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଆଉ ପୋଲିସ ଏବେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି।