Apr 11, 2024, 09:11 IST

ଏଣିକି ଯେଉଁ ପୋ-ଲି-ସ ବାଲା ହାତରେ ଟାଟୁ ରହିବ.. ସେମାନଙ୍କୁ ଚାକିରି ରୁ ଗୋଟେ ଥରେ ବିଦା କରାଯିବ..

Bbb

ନମସ୍କାର ପାଠକ ବନ୍ଧୁ।ପାଠକ ବନ୍ଧୁ ଆପଣ ମାନେ ଜାଣି ଥିବେ ପୋଲିସ ମାନେ ସବୁବେଳେ ଲୋକ ଙ୍କ ଭଲ ପାଇଁ କାମ କରନ୍ତି।ସେମାନେ ନିଜ ଜୀବନ କୁ ଖାତିର ନ କରି ଅନ୍ୟ ମାନଙ୍କ ଜୀବନ ବଞ୍ଚାଇ ଥାଆନ୍ତି।ତେବେ ସେମାନଙ୍କୁ ନେଇ ଅନେକ ଥର ଅନେକ ଭିଡିଓ ଭାଇରାଲ ହୋଇ ଥାଏ।
ଏବେ ପୁଣି ଥରେ ପୋଲିସ ବିଭାଗ ରେ ଏକ ନୂଆ ନିୟମ ଆସି ଯାଇଚି।ଏହା ପୂର୍ବ ରୁ ଏଭଳି କୌଣସି ପ୍ରକାର ନିୟମ କରା ଯାଇ ନ ଥିଲା।ଆଜି ଓଡିଶା କମିଶନରେଟ ପୋଲିସ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି।
Hh
ସୂଚନା ଅନୁସାରେ ଆଜି ସକାଳୁ ପୋଲିସ ବିଭାଗ ତରଫ ରୁ ଏକ ନୂଆ ନିୟମ କରା ଯାଇଚି।ପୋଲିସ ବିଭାଗ ପକ୍ଷରୁ ଯେଉଁ ମାନେ ଚାକିରି କରିଛନ୍ତି ସେମାନେ ଆଉ ହାତ ରେ କି ଶରୀର ର କୌଣସି ଅଙ୍ଗ ରେ ଟାଟୁ କରି ପାରିବେ ନାହିଁ।ସମସ୍ତଙ୍କ ର ଏକ ସ୍ବତନ୍ତ୍ର ୟୁନିଫର୍ମ ଥାଏ।
ସେମାନେ ସେହି ୟୁନିଫର୍ମ କୁ ପିନ୍ଧି କୌଣସି ପ୍ରକାର ଟାଟୁ କରି ପାରିବେ ନାହିଁ ବୋଲି କୁହା ଯାଇଛି।ବିଶେଷ କରି ହାତ ଗୋଡ ରେ ଏହା ଯେପରି ଦେଖା ଯିବ ନାହିଁ।ସେମାନେ ଶରୀର ର ଯେଉଁ ଅଙ୍ଗ ଗୁଡ଼ିକ ଦେଖାଯାଉ ନାହିଁ ସେଠାରେ ତାହା କରି ପାରିବେ।
Hj
ଯେଉଁ ମାନେ ବର୍ତ୍ତମାନ ସୁଦ୍ଧା ଅନେକ ଟାଟୁ କରିଛନ୍ତି ସେମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଚି ଯେ ଆଗାମୀ ୧୫ ଦିନ।ମଧ୍ୟ ରେ ତାହାକୁ ଲିଭାଇବା ପାଇଁ।ଯେଉଁ ପୋଲିସ ମାନେ ବିଭାଗୀୟ ନିଷ୍ପତି କୁ ଅବମାନନା କରିବେ ସେମାନଙ୍କୁ ପୋଲିସ ବିଭାଗ ତରଫ ରୁ ଦଣ୍ଡ ଦିଆ ଯିବାର ବ୍ୟବସ୍ଥା ରହିଛି।
ବର୍ତ୍ତମାନ୍ ସମୟ ରେ ଯେଉଁ ମାନେ ପୋଲିସ ବିଭାଗ ରେ ଚାକିରି କରିବାକୁ ଚାହୁଁଛନ୍ତି ସେମାନେ ଏଥିପାଇଁ ଆଗୁଆ ସଚେତନ ହୋଇ ଯାଆନ୍ତୁ।ଯଦି କରିଛନ୍ତି ଟାଟୁ ତେବେ ତାହାକୁ ଲିଭାଇ ଦିଅନ୍ତୁ।
ଏଭଳି ଅନେକ ପୋଲିସ ମାନେ ହାତ ରେ ଟାଟୁ କରିଛନ୍ତି।ଏ କଥା ପ୍ରଚାର ହେବା ପରେ ସମସ୍ତଙ୍କ ମନ ରେ ଏବେ ଚିନ୍ତା ରହିଛି।ପୋଲିସ ବିଭାଗ ର ଏଭଳି ନିଷ୍ପତି କୁ କିଛି ଲୋକ ସମର୍ଥନ କରୁ ଥିବା ବେଳେ କିଛି ଲୋକ ବିରୋଧ କରିଛନ୍ତି।

Advertisement