Apr 9, 2024, 10:37 IST

ଷଣ୍ଢ ଭଳି ଶକ୍ତିଶାଳୀ ଖଲି ଙ୍କ ସ୍ତ୍ରୀ ନୁହନ୍ତି କମ ସୁନ୍ଦର ଏଇ ଝିଅ ସେଇ ଯିଏ ଖଲି ଙ୍କ ଷଣ୍ଢ ଭଳି ଦେହକୁ ସମ୍ଭାଳି ଦେଇଚି

Vv

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ମହାନ କୁସ୍ତି ଖେଳାଳୀ ଦ ଗ୍ରେଟ୍ ଖଲି ଙ୍କ ସମ୍ପର୍କରେ ବେଶ ଭଲ ଭାବରେ ଜାଣିଥିବେ। ତାଙ୍କୁ ଆଜି ସମସ୍ତେ ଜାଣନ୍ତି ସେ ଘରେ ଘରେ ବେଶ ଭଲ ଭାବରେ ମଧ୍ୟ ପରିଚିତ ଅଟନ୍ତି।
ସେ ପୂର୍ବରୁ ଜଣେ ପୋଲିସ ଅଫିସର ଥିବା ବେଳେ ଏହା ପରେ ସେ କୁସ୍ତି ରେ ଯୋଗ ଦେଇଥିଲେ। ଏହାପରେ ସେ ମଧ୍ୟ WWE ଖେଳିବାର ସୁଯୋଗ ମଧ୍ୟ ପାଇଥିଲେ।
Vv
ଏହାପରେ ସେ ଏକ ଖୁବ ବଡ ଷ୍ଟାର ହୋଇ ଯାଇଥିଲେ। ତାଙ୍କ ପାଇଁ ଭାରତ ମଧ୍ୟ ଖୁବ ଗର୍ବିତ ଅଟେ। କାରଣ ସେ ହେଉଛନ୍ତି ଭାରତର ଏକ ଅମୂଲ୍ୟ ପ୍ରତିଭା। ହେଲେ ବର୍ତ୍ତମାନ୍ ସେ ଗଣମାଧ୍ୟମରେ ଖୁବ ଚର୍ଚ୍ଚାରେ ରହିଛନ୍ତି।
କୁହା ଯାଇଛି କି ଖଲି ଙ୍କ ପତ୍ନୀ ଦେଖିବା ପାଇଁ ଖୁବ୍ ସୁନ୍ଦର ଅଟନ୍ତି। ସେ ଦେଖିବା ପାଇଁ କେଉଁ ଅପସରା ଙ୍କ ଠାରୁ ମଧ୍ୟ କମ୍ ନୁହଁନ୍ତି। ଖଲି ଙ୍କୁ ଅନେକ ରିଲ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଏହାକୁ ମଧ୍ୟ ଦର୍ଶକ ମାନେ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି। ଖଲି ଙ୍କ ପତ୍ନୀ ଙ୍କ ନାମ ହେଉଛି ହରମିନ୍ଦର୍ କୌର। ସେ ଦେଖିବା ପାଇଁ କୌଣସି ଅପସରା ଙ୍କ ଠାରୁ ମଧ୍ୟ କମ୍ ନାହାଁନ୍ତି।
Gh
ତାଙ୍କ ସମ୍ମୁଖରେ ଅପସରା ମାନେ ମଧ୍ୟ ସଂପୂର୍ଣ୍ଣ ଭାବରେ ଫିକା ପଡିଯିବେ। ତାଙ୍କର ସୁନ୍ଦରତା ଆଦୌ କୌଣସି ହେଲେ ମଧ୍ଯ ତୁଳନା ନାହିଁ। ଏବେ ତାଙ୍କର ଅନେକ ସବୁ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ଯାହାକୁ ଦେଖିବା ପରେ ଲୋକମାନେ ମଧ୍ଯ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଇଛନ୍ତି। ଖଲି ଙ୍କ ପତ୍ନୀ ଜଣେ ଶାନ୍ତ ପ୍ରକୃତିର ମହିଳା ଅଟନ୍ତି। ସେ ଖଲି ଙ୍କୁ ମଧ୍ୟ ଖୁବ ଭଲ ପାଆନ୍ତି ବୋଲି ଜଣା ପଡ଼ିଛି। ଖଲି ଙ୍କ ଏକ ସାନ ଝିଅ ମଧ୍ୟ ରହିଛି ସେ ମଧ୍ୟ ଦେଖିବା ପାଇଁ ଖୁବ୍ ସୁନ୍ଦର୍ ଅଟେ।
ଖଲି ତାଙ୍କ ଛୋଟ ପରିବାର ସହିତ ବହୁତ ଖୁସି ଏବଂ ସରଳ ଜୀବନ ଅତିବାହିତ କରୁଛନ୍ତି ଏବଂ ସମସ୍ତେ ବହୁତ ଖୁସି ଅଛନ୍ତି |ଆଉ ଏବେ ଏହି ଫଟୋ ସୋସିଆଲ ମିଡ଼ିଆ ରେ ଭାଇରାଲ୍ ହେଉଛି।

Advertisement