Oct 29, 2023, 11:11 IST

ଲସି ନିଶା ଦେଇ ଯୁବତୀ କୁ ଧର୍ଷଣ କରିଦେଲା ଦୋକାନୀ.... ବେହୋଶ ହୋଇଗଲା ଯୁବତୀ..

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଯେଉଁ ମାନେ ନାବାଳିକା ଙ୍କୁ କରିଥିଲେ ଦୁ-ଷ୍କ-ର୍ମ ଏବେ ଜଣକୁ ଜଣକୁ କୋର୍ଟ ଫାଶୀ ଦେବା ପାଇଁ ଯାଉଛନ୍ତି। ପୂର୍ବରୁ କଲେଜ୍ ପଢୁଆ ଏହି ନାବାଳିକା ଜଣକୁ ମାଡିବସି ଦୁ-ଷ୍କ-ର୍ମ କରିଥିଲେ।
ଆଉ ଏହାପରେ ସେମାନେ ଖସି ମଧ୍ଯ ଯାଇଥିଲେ। ହେଲେ ଏବେ ତାଙ୍କୁ ଧରି ପକାଇଛି ପୋଲିସ। ଆଉ ସେହି ଅଭିଯୁକ୍ତ ମାନଙ୍କୁ ବୋଧ ହୁଏ ଏବେ ଫାଶୀ ରେ ଝୁଲାଇବା ପାଇଁ ଯାଉଛି ପୋଲିସ।
ନାବାଳିକା ଝିଅକୁ ସମ୍ବର୍ଦ୍ଧନା ସଭା ପରେ ବୁଲେଇ ନେବାକୁ କହି ଅଭିଯୁକ୍ତ ତାଙ୍କୁ କୋଲ୍ଟ ଡ୍ରିଙ୍କ ରେ ନିଶା ମିଶାଇ ଦେଇ ଦେଇଥିଲେ। ଏହାପରେ ସେମାନେ ନାବାଳିକା ଝିଅଟିକୁ ମଧ୍ଯ ଦୁ-ଷ୍କ-ର୍ମ କରିଥିଲେ।
Special report
ଏପଟେ ଝିଅଟି କିଛି ଜାଣି ପାରି ନଥିବା ବେଳେ ଜଣକ ପରେ ଜଣେ ତାଙ୍କୁ ଦୁ-ଷ୍କ-ର୍ମ କରି ଚାଲିଥିଲେ। ଆଉ ତାଙ୍କର ମନ ଶାନ୍ତି ହେବା ପରେ ସେମାନେ ଝିଅ ଟିକୁ ଉଲଗ୍ନ ଅବସ୍ଥାରେ ଛାଡ଼ି ଚାଲି ମଧ୍ୟ ଯାଇଥିଲେ।
ହେଲେ ସେହି ଅଭିଯୁକ୍ତ ମାନେ ବେଶୀ ଦିନ ପୋଲିସ୍ ନଜର ରୁ ବଞ୍ଚି ପାରି ନଥିଲେ। ଶେଷରେ ସେ ରାକ୍ଷସ ମାନଙ୍କୁ କୁକୁର ଭଳି ଗୋଡ଼ାଇ ଗୋଡ଼ାଇ ଧରିଥିଲା ପୋଲିସ। ଆଉ ଏବେ କୋର୍ଟ ମଧ୍ୟ ଜଣକ ପରେ ଜଣକୁ ଦେଇ ପାରେ ଫାଶୀ।
ଏଭଳି ଘଟଣା ଘଟି ଯାଇଛି କେନ୍ଦ୍ରାପଡ଼ାର ଜିଲ୍ଲା ଲୋକନାଥ ବିଦ୍ୟାଳୟରେ ପାଠ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀ। ଏହାପରେ ଛାତ୍ରୀ ଜଣକ ନ୍ୟାୟ ପାଇଁ ପୋଲିସ ର ଦ୍ବାରସ୍ଥ ମଧ୍ଯ ହୋଇଥିଲେ।
ଆଉ ସେ ଦୋଷୀ ମାନଙ୍କୁ ଦଣ୍ଡ ଦେବା ପାଇଁ ନିବେଦନ ମଧ୍ଯ କରିଥିଲେ। ଏବେ ତାଙ୍କୁ ପୋଲିସ ଧରି ନେବା ସହ କୋର୍ଟ ମଧ୍ୟ ଚାଲାଣ କରିଛି।
ଏବେ ଦେଖିବାକୁ ବାକି ରହିଲା ଘଟଣା ଆଗକୁ କେଉଁ ମୋଡ଼ ନେଉଛି ଆଉ ଅଭିଯୁକ୍ତ ଙ୍କୁ କେଉଁ ଦଣ୍ଡ ମିଳିବାକୁ ଯାଉଛି। ତେବେ ଆପଣଙ୍କୁ ଏହା କଣ ଲାଗୁଛି କି ଦୋଷୀଙ୍କୁ କେଉଁ ଦଣ୍ଡ ମିଳିବ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement