Nov 27, 2023, 11:16 IST

ନିର୍ମମ ଭାବରେ କାଟି ଦେଇଥିଲା ପ୍ରେମିକାର ୩୧ ଖଣ୍ଡ ଶରୀର ଦେଖନ୍ତୁ ସାମ୍ନାକୁ ଆସିଲା ଆତ୍ମା ଧରା ପକେଇ ଦେଲା ସବୁ ଖେଳ

Special report

ନମସ୍କାର ପାଠକ ବନ୍ଧୁ।ପ୍ରେମ ହେଉଛି ଏକ ପବିତ୍ର ବନ୍ଧନ।ହେଲେ ବର୍ତ୍ତମାନ ସମୟ ରେ ଏହି ପ୍ରେମ କୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି।ଯାହାକୁ ପ୍ରେମ କରୁଥିଲେ ତାକୁ ହିଁ ଶେଷ ରେ ରକ୍ତ ରେ ଭିଜାଇ ଦେଇଛନ୍ତି ଜଣେ ଯୁବକ।
Special report
ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରେ।ସେଠାରେ ଜଣେ ଯୁବତୀଙ୍କ ଶରୀର କୁ ୩୧ ଖଣ୍ଡ କରା ଯାଇ ମାଟି ରେ ପୋତି ଦିଆ ଯାଇଛି।ତାଙ୍କ ପରିବାର ଲୋକେ ଏ ସବୁ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ।
ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲାର ମୁରମଧି ଗାଁ ର ଚନ୍ଦ୍ରଶେଖର ରାଉତ ନାମକ ଜଣେ ବ୍ୟକ୍ତି ଲୀଳାବତୀ ନାମକ ଜଣେ ଯୁବତୀ ଙ୍କୁ ପ୍ରେମ କରୁଥିଲେ।ଚନ୍ଦ୍ର ଶେଖର ଆଗରୁ ବିବାହିତ ଥିଲେ ବୋଲି କାହାକୁ କହି ନ ଥିଲେ।
Special report
ହେଲେ ତାଙ୍କ ପତ୍ନୀ ଲୀଳାବତୀ ଙ୍କ ବିଷୟ ରେ ସବୁ କିଛି ଜାଣି ଦେଇଥିଲେ।ସେ ଓ ତାଙ୍କ ସ୍ଵାମୀ ଙ୍କ ମଧ୍ୟରେ ସବୁ ଦିନ କଳହ ଲାଗି ରହିଲା।ଅନ୍ୟ ପଟେ ଲୀଳାବତୀ ଚନ୍ଦ୍ର ଶେଖର ଙ୍କୁ ବିବାହ କରିବା ପାଇଁ ଇଚ୍ଛା କରିଥିଲେ।
ତେଣୁ ଶେଷ ରେ ବାଧ୍ୟ ହୋଇ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ଉଭୟ ମିଶି ଲୀଳାବତୀ ଙ୍କୁ ଜୀବନ ରୁ ମାରି ଦେଲେ।ସେମାନେ ଲୀଳାବତୀ ଙ୍କୁ ମାରି ସାରିଲା ପରେ ତାଙ୍କ ମୃ-ତ ଦେହ କୁ ଜଙ୍ଗଲ କୁ
Special report
ନେଇ ୩୧ ଖଣ୍ଡ କରାଇ ଦେଇଥିଲେ।ଏହା ପରେ ତାଙ୍କୁ ସେହି ଜଙ୍ଗଲ ମାଟି ରେ ପୋତି ଦେଇଥିଲେ।ସ୍ଵାମୀ ସ୍ତ୍ରୀ ଉଭୟ ଭାବି ଥିଲେ ଏ କଥାକୁ କେହି ଜାଣି ପାରିବେ ନାହିଁ।
Special report
ଏହାକୁ ନେଇ ଲୀଳାବତୀ ଙ୍କ ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିଲେ।ଏହି ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ କରିଥିଲା।
ଏବଂ ଚନ୍ଦ୍ର ଶେଖର ଓ ତାଙ୍କ ପତ୍ନୀ ଙ୍କୁ ପଚରା ଉଚରା ପରେ ଜଣା ପଡି ଥିଲା କି ଉଭୟ ମିଶି ଲୀଳାବତୀ ଙ୍କ ହ-ତ୍ୟା କରିଛନ୍ତି।ଏବେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisement