ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ରାଜସ୍ଥାନ ରେ ଏବେ ନିର୍ବାଚନ ଶେଷ ହୋଇଛି।ହେଲେ ଏହି ନିର୍ବାଚନ କୁ ନେଇ ଏବେ ଅନେକ ବିବାଦ ଦେଖା ଦେଇଛି।
ସେଠାରେ ଜଣେ ବ୍ୟକ୍ତି ଙ୍କୁ ମାରି ଦିଆ ଯାଇଛି।ସେ ହେଉଛନ୍ତି ରାଜପୁତ ଦଳ ର ସୁଖବିନ୍ଦର ସିଂ।ତାଙ୍କୁ ଗୁଳି ମାରି ହତ୍ୟା କରା ଯାଇଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତାଙ୍କ ଶବ କୁ ପୋଷ୍ଟ ମର୍ଟମ୍ ପାଇଁ ପଠାଇ ଥିଲେ।
ସୂଚନା ଅନୁସାରେ ରାଜସ୍ଥାନ ରେ ଗତ କିଛି ଦିନ ତଳେ ନିର୍ବାଚନ ହୋଇ ଥିଲା।ଏହି ନିର୍ବାଚନ ପାଇଁ ସେଠାରେ ଅନେକ ରାଜନୈତିକ ଦଳ ମଧ୍ୟ ରେ କଳହ ଲାଗି ରହିଥିଲା।
ଏବେ ସେଠାରେ ରାଜପୁତ ଦଳ ର ନେତା ତଥା ସୁଖ ବିନ୍ଦର ସିଂହ ଙ୍କୁ ଗୁଳି ଫୁଟାଇ ହ-ତ୍ୟା କରା ଯାଇଛି।ସେ ଘରେ ବସି ଥିଲେ।ଏହି ସମୟ ରେ କିଛି ଅଜଣା ବ୍ୟକ୍ତି ମାନେ ଜଗୁଆଳି ମାନଙ୍କୁ ତାଙ୍କ ବନ୍ଧୁ କହି ତାଙ୍କ ନିକଟକୁ ଆସି ଥିଲେ।
ସେମାନେ ତାଙ୍କ ସହିତ ଅନେକ ସମୟ ଧରି କଥା ହୋଇ ଥିଲେ।ଏହା ପରେ ତାଙ୍କ ସହିତ ଝଗଡ଼ା ଜୋର୍ ରେ ହୋଇ ଥିଲା।ସେହି ଦୁର୍ବୃତ୍ତ ମାନେ ତାଙ୍କୁ ଗୁଳି ଫୁଟାଇ ଦେଇ ଥିଲେ।ତାଙ୍କ ଛାତି କୁ ପ୍ରଥମେ ଗୁଳି ମାରି ଥିଲେ।
ଏହା ପରେ ତାଙ୍କ ପେଟ କୁ ମାରି ଥିଲେ।ଘଟଣା ସ୍ଥଳ ରେ ତାଙ୍କର ମୃତ୍ୟୁ ହୋଇ ଥିଲା।ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରା ଯାଇଥିଲା।
ଡାକ୍ତର ସେଠାରେ ତାଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି।ଏହା ପରେ ପୋଲିସ ଘଟଣା ସମ୍ପର୍କ ରେ ତଦନ୍ତ କରିବା ଆରମ୍ଭ କରିଛନ୍ତି।ଅଭିଯୁକ୍ତ ଏବେ ଫେରାର ଅଛନ୍ତି।ଖୁବ୍ ଶୀଘ୍ର ସେମାନଙ୍କୁ ଧରା ଯାଇ ଜେଲ କୁ ପଠାଇ ଦିଆ ଯିବ ବୋଲି କୁହା ଯାଉଛି।