Dec 4, 2023, 10:09 IST

ନିର୍ବାଚନ ପାଖେଇ ଆଉ ଆଉ ନବୀନ ଙ୍କୁ ପୁଣି ହେଲା ଓଡ଼ିଶା ବାସି ଙ୍କ ଚିନ୍ତା : ବାହାର କଲେ ଜାଗା ମିଶନ, ଏଣିକି ମିଳିବ ଜାଗା ବଦଳ ରେ ଋଣ

Special Report

ନମସ୍କାର ପାଠକ ବନ୍ଧୁ।ସରକାର ଗରିବ ଲୋକ ମାନଙ୍କ ସୁବିଧା ପାଇଁ ପୁଣି ଏକ ଯୋଜନା ଆରମ୍ଭ କରିବାକୁ ଯାଇଛନ୍ତି।ବସ୍ତି ବାସିନ୍ଦା ଙ୍କ ପାଇଁ କିଛି ନୂଆ ନିୟମ କରା ଯାଇଚି।ସରକାରୀ ଜମି ରେ ବସ୍ତି ବାସିନ୍ଦା ମାନେ ସେମାନଙ୍କ ଅଧିକାର ପାଇ ପାରିବେ।
Special Report
ସେମାନେ ଆଉ ଜମି ପାଇଁ କାହା ପାଖରେ ହାତ ପତେଇବେ ନାହିଁ।ସରକାରୀ ଜମି କୁ ସେମାନେ ଇଚ୍ଛା କଲେ ବନ୍ଧା ପକାଇ ପାରିବେ।ଏହା ଦ୍ବାରା ଗରିବ ଲୋକ ମାନଙ୍କୁ ସେମାନଙ୍କ ନିଜ ଜମି ମିଳି ପାରିବ।ସେମାନେ ଏବେ ସୁଖ ଶାନ୍ତି ରେ ରହି ପାରିବେ।
ଜମି କୁ ପରବର୍ତ୍ତୀ ପିଢ଼ି ପାଇଁ ହସ୍ତାନ୍ତର କରି ପାରିବେ।ଗୃହ ନିର୍ମାଣ ପାଇଁ କରି ପାରିବେ ବ୍ୟାଙ୍କ ଋଣ।ହେଲେ ଏହି ଜମି କୁ କାହାରି କୁ ବିକ୍ରୀ କରି ପାରିବେ ନାହିଁ। ଏବଂ ଜମି ପରବର୍ତୀ ପିଢ଼ି ତଥା ତାଙ୍କ ପୁଅ ଝିଅ ମଧ୍ୟ ବ୍ୟବହାର କରି ପାରିବେ।
Special report
ଯେଉଁ ମାନଙ୍କ ର ଘର ଜମି ଯାଇ ସେମାନେ ଏହି ଯୋଜନା ରୁ ଲାଭବାନ ହୋଇ ପାରିବେ।ଏହାକୁ ପରିଚାଳନା କରିବା ପାଇଁ ରାଜସ୍ବ ବିଭାଗ ତଥା ଓଡ଼ିଶା ସର୍ଭେ ଓ ସେଟେଲମେଣ୍ଟ ବ୍ୟବସ୍ଥା ୧୯୬୧କୁ ସାମାନ୍ୟ ପରିବର୍ତ୍ତନ କରା ଯାଇଚି।
ଏହା ଦ୍ବାରା ଓଡ଼ିଶା ବସ୍ତି ବାସିନ୍ଦା ଜମି ଅଧିଗ୍ରହଣ ଆଇନ ୨୦୧୭ ଏବଂ ଓଡ଼ିଶା ମୁନିସପାଲଟି ଆଇନ ୨୦୨୨ ଅନୁସାରେ ଓଡ଼ିଶା ବାସୀ ଙ୍କୁ ଜମି ପ୍ରଦାନ କରା ଯିବ।ଏହା ଦ୍ବାରା ସେମାନେ ଏହାକୁ ଠିକ୍ ରୂପେ ବ୍ୟବହାର କରି ପାରିବେ।
ସେମାନେ ଜମି କୁ ନେଇ ଆଉ କୌଣସି ସମସ୍ୟା ର ସମ୍ମୁଖୀନ ହେବେ ନାହିଁ।ସେମାନେ ଦରକାର ସମୟ ରେ ଏହି ଜମି କୁ ବନ୍ଧା ପକାଇ ପାରିବେ। ଏବଂ ଘର କରିବା ପାଇଁ ଏହି ଜମି କୁ ବନ୍ଧା ପକାଇ ଋଣ ଆଣି ପାରିବେ।
ଏହା ପରେ ସେମାନେ ସେଠାରେ ଘର ମଧ୍ୟ କରି ପାରିବେ।ଏହି ଜମି କୁ ସେମାନଙ୍କ ପୁଅ ଝିଅ ମାନଂକ ପାଇଁ ସଂଗ୍ରହ କରି ରଖି ପାରିବେ।ସରକାର ଙ୍କ ଏଭଳି ଯୋଜନାରେ ଲୋକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।

Advertisement