ନମସ୍କାର ପାଠକ ବନ୍ଧୁ।ଆଗକୁ ନିର୍ବାଚନ ରହିଛି।ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ଦିନ ଗଣିବା ଆରମ୍ଭ କଲେଣି।ଏ ବର୍ଷ କିଏ ନିର୍ବାଚନ ଜୀତିବ ବୋଲି ମଧ୍ୟ କୁହା ହେଲାଣି।ଓଡ଼ିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଲାଣି।

ଆପଣ ମାନେ ସମସ୍ତେ ଜାଣି ଥିବେ ସେ ହେଉଛନ୍ତି ଜଣେ ଜନ ପ୍ରିୟ ନେତା।ଓଡ଼ିଶା ବାସୀ ତାଙ୍କୁ ଖୁବ୍ ଭଲ ପାଆନ୍ତି।ତାଙ୍କ କାମ କୁ ବହୁତ ପସନ୍ଦ କରନ୍ତି।ଆଉ ସମସ୍ତେ ଚାହାଁନ୍ତି ନବୀନ ବାବୁ ତାଙ୍କ ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ଲଢ଼ନ୍ତୁ।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଇଛି।
ସୂଚନା ଅନୁସାରେ ନିକଟ ରେ ବିଜେଡି ଦଳ ର ନେତା ଶଶୀ ଭୂଷଣ ବେହେରା ଏବେ ମୁହଁ ଖୋଲିଛନ୍ତି। ତାଙ୍କ କହିବା ଅନୁଯାୟୀ ପୁରୀ ବାସି ଇଚ୍ଛା କରିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ରୁ ନିର୍ବାଚନ ଲଢନ୍ତୁ।ସମସ୍ତେ ମୁଖ୍ୟ ମନ୍ତ୍ରୀ ଙ୍କୁ ବହୁତ ଭଲ ପାଆନ୍ତି।

ଓ ନିର୍ବାଚନ ରେ ଜିତାଇବେ ବୋଲି ମଧ୍ୟ କହିଛନ୍ତି।ହେଲେ ଏଇଟା ତାଙ୍କର ଖୁବ୍ ବ୍ୟକ୍ତି ଗତ ମାମଲା।ସେ ଯଦି ଇଚ୍ଛା କରିବେ ତେବେ ପୁରୀ ରେ ନିର୍ବାଚନ ଲଢ଼ିବେ।କାହାରି କିଛି ଏଥିରେ କହିବାର ନାହିଁ।
ଆପଣ ସମସ୍ତେ ଦେଖିଥିବେ ପୁରୀ ବାସୀ ନବୀନ ବାବୁ ଙ୍କୁ କେତେ ଭଲ ପାଆନ୍ତି।ସେଥିପାଇଁ ସେମାନେ ଚାହୁଁଛନ୍ତି ନବୀନ ବାବୁ ତାଙ୍କର ସେଠି ଜିତନ୍ତୁ।ତାଙ୍କ ସ୍ଥାନ ର ଉନ୍ନତି ପାଇଁ ସେମାନେ ଏପରି ଚାହୁଁ ଛନ୍ତି।ନବୀନ ବାବୁ ଶେଷ ରେ ଠିକ୍ ନିଷ୍ପତି ନେବେ।
ସେ ଦଳ ର ଏକ ନମ୍ବର।ତାଙ୍କ କଥା ଅନୁଯାୟୀ ସବୁ କିଛି ଠିକ୍ ରୂପେ ହେବ।ଆପଣ ମାନେ ଏବେ ଠାରୁ ଏପରି ହୁଅନ୍ତି ନାହିଁ ବୋଲି ଶଶି ଭୂଷଣ ବେହେରା କହିଛନ୍ତି।ଲୋକ ଙ୍କ ଭଲ ପାଇଁ ସେମାନେ ସବୁବେଳେ କିଛି ନା କିଛି କାର୍ଯ୍ୟ କରୁଛନ୍ତି।
ଆଗକୁ ଆହୁରି ନବୀନ ବାବୁ ଲୋକ ଙ୍କ ଭଲ ପାଇଁ କାର୍ଯ୍ୟ କରିବେ।ଏବେ ଦେଖିବାକୁ ବାକି ରହିଲା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ତାଙ୍କ ନିଷ୍ପତି ଶୁଣାଉ ଅଛନ୍ତି।ଓ କେଉଁ ଠାରୁ ସେ ନିର୍ବାଚନ ଲଢ଼ୁଛନ୍ତି।