Feb 1, 2024, 08:56 IST

୬୬ ବର୍ଷର କ୍ରିକେଟର ନିଜଠାରୁ ସାନ ୨୮ ବର୍ଷର ଝିଅକୁ କଲେ ବିବାହ ଦେଖନ୍ତୁ ଏବେ ଏବେ ଆସିଲା ସବୁଠୁ ବଡ଼ ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିବା ସହ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ଜଣେ କ୍ରିକେଟରଙ୍କୁ ନେଇ କିଛି ଖବର ଆସିଛି
Special report
ଯାହା ଆପଣମାନେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏବେ ଚାଲିଛି ବିବାହ ଋତୁ । ଅନେକ ଲୋକ ଏବେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଏହି କ୍ରିକେଟର ଜଣକ ଦ୍ଵିତୀୟ ବିବାହ ପାଇଁ ତାଙ୍କ ସ୍ତ୍ରୀ ଠାରୁ ଅନୁମତି ନେଲେ । 
ଏହି କ୍ରିକେଟର ଜଣକ ନିଜ ଠାରୁ ୨୮ ବର୍ଷର ସାନ ଝିଅକୁ ବିବାହ କରିଲେ । ଏହି କ୍ରିକେଟର ଜଣକ ବିବାହ ପରେ ହନିମୁନ ଯିବା ପାଇଁ କୋଚ ପଦବୀରୁ ଇସ୍ତଫା ନେଇ ଯାଇଛନ୍ତି । ୬୬ ବର୍ଷ ବୟସରେ ଏହି କ୍ରିକେଟର ଜଣକ ପୁଣି ନୂଆ ସଂସାର ଗଢିଲେ ।
Special report
ବିବାହର ଋତୁ ଚାଲିଥିବା ବେଳେ ଏଥିରୁ କେମିତି ବାଦ୍ ପଡି ଥାଆନ୍ତେ ଏହି ଭାରତୀୟ କ୍ରିକେଟର ଜଣକ । କ୍ରିକେଟର ଜଣକ ପୂର୍ବରୁ ବିବାହ କରିଥିଲେ ଆଉ ପୁଣି ସେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । 
ଗୋଟିଏ ବିବାହ ପରେ ଦ୍ଵିତୀୟ ବିବାହ ଆଇନ୍ ଅନୁଯାୟୀ ଅପରାଧ । ସେଥିପାଇଁ ଏହି କ୍ରିକେଟର ଜଣକ ତାଙ୍କ ପ୍ରଥମ ସ୍ତ୍ରୀ ଠାରୁ ଅନୁମତି ନେଇଥିଲେ । ସ୍ବାମୀୀଙ୍କର ଏଭଳି ଅନୁରୋଧ ଦେଖି ସ୍ତ୍ରୀ ଜଣକ ସ୍ବାମୀଙ୍କୁ ମନା କରି ପାରିନଥିଲେ ।
Special report
ଆଉ ଏହାପରେ ସେ ତାଙ୍କୁ ଦ୍ଵିତୀୟ ବିବାହ କରିବା ପାଇଁ ଅନୁମତି ଦେଇ ଦେଇଥିଲେ । ଏହି ଖବର ପାଇବା ପରେ ସେ ଖୁସି ହୋଇ ଯାଇଥିଲେ । ଏହାପରେ ସେ ବିବାହ କରିଥିଲେ । ନିଜ ଠାରୁ ୨୮ ବର୍ଷ ସାନ ଝିଅକୁ ସେ ବିବାହ କରିଛନ୍ତି ।
ସେ ରୀତିନୀତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଆଉ ଏବେ ତାଙ୍କର ଫଟୋ ସାମ୍ନାକୁ ଆସିଛି । ଦୁହେଁ ସାଙ୍ଗ ହୋଇ କେକ ମଧ୍ୟ କାଟିଛନ୍ତି । କିମ୍ବଦନ୍ତୀ କ୍ରିକେଟର ଅରୁଣ ଲାଲଙ୍କୁ ନେଇ ଏହି ଖବର ଆସିଛି । ସେ ଭାରତର ଜଣେ ଭଲ କ୍ରିକେଟର । ସେ ତାଙ୍କ ଆନ୍ତର୍ଜାତୀୟ କ୍ୟରିଅରରେ ଶତକ ରନ କରି ନାହାଁନ୍ତି ।
ସେ ବିବାହକୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି । ସେ ହନିମୁନ ପାଳନ କରିବା ପାଇଁ କୋଚ ପଦବୀରୁ ଇସ୍ତଫା ନେଇଛନ୍ତି । ତାଙ୍କର ପ୍ରଥମ ପତ୍ନୀ ହେଉଛନ୍ତି ରୀନା । କିଛି ବର୍ଷ ତଳେ ତାଙ୍କର ଛାଡ଼ପତ୍ର ହୋଇଥିଲା । ଆଉ ଏବେ ସେ ଦ୍ଵିତୀୟ ବିବାହ କରିଛନ୍ତି ।

Advertisement