Feb 26, 2024, 08:56 IST

ନିଜ ପୁଅ କୁ ଧରି ଆମେରିକା ବୁଲିଗଲେ ବିରାଟ.. ଲୋକେ କହିଲେ ହଁ ମ ପଇସା ଅଛି ବୁଲିଲେ...

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଅନୁଷ୍କା ଶର୍ମା ଓ ବିରାଟ କୋହଲି ହେଉଛନ୍ତି ସାରା ଭାରତ ନୁହେଁ ବରଂ ବିଶ୍ଵର ଏକ ଚର୍ଚ୍ଚିତ ଚେହେରା। ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ମଧ୍ୟ ରହିଛି। ସେଥିପାଇଁ ସମସ୍ତେ ତାଙ୍କୁ ବେଶ ଭଲ ଭାବରେ ମଧ୍ୟ ଜାଣନ୍ତି।
ଆଜି ଏହି ଦମ୍ପତ୍ତି ଙ୍କୁ ସମସ୍ତେ ଖୁବ୍ ପସନ୍ଦ ମଧ୍ୟ କରନ୍ତି। ତାଙ୍କର ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମଧ୍ୟ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେବାର ଦେଖା ଯାଇଥାଏ।
Special report
ଏବେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ପୁଣି ଥରେ ପିତାମାତା ହେବାର ସୁଯୋଗ ପାଇଛନ୍ତି। ଅନୁଷ୍କା ଶର୍ମା ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି। ସେଥିପାଇଁ ତାଙ୍କର ଏକାଧିକ ଫ୍ୟାନ ମାନେ ତାଙ୍କୁ ଏଥିପାଇଁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।
ହେଲେ କୁହା ଯାଉଛି କି ଅନୁଷ୍କା ଶର୍ମା ତାଙ୍କର ପୁଅ କୁ ଭାରତରେ ନୁହେଁ ବରଂ ତାଙ୍କୁ ବିଦେଶରେ ଜନ୍ମ ଦେଇଛନ୍ତି। ହେଲେ ସେ ବିଦେଶରେ କଣ ପାଇଁ ତାଙ୍କର ଶିଶୁ ପୁତ୍ର କୁ ଜନ୍ମ ଦେଲେ ସେ ନେଇ ଏବେ ଚର୍ଚ୍ଚା ହେବାରେ ଲାଗିଛି।
ତେବେ ଆପଣ ମାନେ ଜାଣିଥିବେ କି ଉଭୟଙ୍କ ଆଗରୁ ଏକ କନ୍ୟା ସନ୍ତାନ ମଧ୍ୟ ଅଛି ଯାହାର ନାମ ହେଉଛି ଭମିକା। ହେଲେ ସେମାନେ ଆଜି ପର୍ଯ୍ୟନ୍ତ ଭମିକା ର ମୁହଁ ଆଦୌ ଦେଖାଇ ନାହାଁନ୍ତି।
Special report
ତାଙ୍କର ସମସ୍ତ ପ୍ରଶଂସକ ମାନେ ତାଙ୍କର ଝିଅ ଭମିକା ଙ୍କ ମୁହଁ ଦେଖିବାକୁ ଚାହାଁନ୍ତି। ହେଲେ ବିଦେଶ ରେ ଅକାୟ ଜନ୍ମ ହେବାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ କରିଛନ୍ତି।
ଅନୁଷ୍କା ବିଦେଶରେ ତାଙ୍କର ପୁତ୍ର ସନ୍ତାନ କୁ ଜନ୍ମ ଦେବାର କାରଣ ହେଉଛି ସେ ଏହାକୁ ବ୍ୟକ୍ତିଗତ ରଖିବାକୁ ଚାହୁଁ ଥିଲେ। ସେଥିପାଇଁ ସେ ଏହି ଜନ ଗହଳି ପୂର୍ଣ୍ଣ ଦୁନିଆ ରୁ ଦୂରେଇ ରହିବାକୁ ଚାହୁଁ ଥିଲେ।
ସେଥିପାଇଁ ସେ ଗୋପନୀୟ ଭାବରେ ନିଜ ସନ୍ତାନ କୁ ବିଦେଶରେ ଜନ୍ମ ଦେଇଥିଲେ। ତେବେ ଅନୁଷ୍କା ଓ ବିରାଟ ଙ୍କ କଥା ଶୁଣିବା ପରେ ଆପଣଙ୍କୁ କିଭଳି ଲାଗୁଛି ଓ ଆପଣ କେତେ ଖୁସୀ ଅଛନ୍ତି ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement