Updated: Nov 22, 2023, 11:09 IST

ନିଜ ପ୍ରେମ କୁ ନ ପାଇବା ରୁ ଶେଷରେ ହେଲା ଏମିତି, ଦୁଇଜଣ ଯାକ ଏକା ସାଙ୍ଗ ରେ ଦେଇ ଦେଲେ ଜୀବନ

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଏବେ ସମାଜ ରେ କିଭଳି ଘଟଣା ମାନ ଘଟୁଛି।ନିଜ ପ୍ରେମ କୁ ବଞ୍ଚାଇ ରଖିବା ପାଇଁ ଦୁଇ ପ୍ରେମୀ ଯୁଗଳ ସବୁଦିନ ଅଫେରା ରାଇଜ କୁ ଚାଲି ଯିବାକୁ ନିଷ୍ପତି ନେଇଥିଲେ।
Special Report
ଯୁବକ ଜଣକ ଦୁନିଆ ଛାଡି ଚାଲି ଯାଇଥିବା ବେଳେ ଯୁବତୀ ଜଣକ ଏବେ ମୃତ୍ୟୁ ସହିତ ସଂଗ୍ରାମ ଚଳାଇଛନ୍ତି।ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ରେ।ସେହି ଜିଲ୍ଲାର ଗୋବିନ୍ଦପୁର ଗାଁ ର କାହ୍ନୁ ଚରଣ ମହାପାତ୍ର ଓ ତାଙ୍କ ପ୍ରେମିକା ଏଭଳି କାଣ୍ଡ ଘଟାଇଛନ୍ତି।
ସୂଚନା ଅନୁସାରେ କାହ୍ନୁ ଚରଣ ଓ ତାଙ୍କ ପ୍ରେମିକା ଘଟଣା ଦିନ ଏକ ଆମ୍ବ ଗଛରେ ରଶି ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି।ସେମାନଙ୍କ ପରିବାର ଲୋକେ ସେମାନଙ୍କ ପ୍ରେମ କୁ ବୁଝି ପାରିଲେ ନାହିଁ।ଶେଷ ରେ ଉଭୟ ସବୁଦିନ ପାଇଁ ଏକାଠି ରହିବା ପାଇଁ ଆ-ତ୍ମ-ହ-ତ୍ୟା ର ନିଷ୍ପତି ନେଲେ।
Special Report
ଗାଁ ରେ ଥିବା ବଡ ଆମ୍ବ ଗଛ ରେ ଉଭୟ ରଶି ଲଗାଇ ଦେଇଥିଲେ।ଏହା ପରେ ଗାଁ ର କିଛି ଲୋକ ମାନେ ସକାଳୁ ସେମାନଙ୍କୁ ଉଦ୍ଧାର କରିଥିଲେ।ପ୍ରେମିକ କାହ୍ନୁ ଚରଣ ଙ୍କ ର ଘଟଣା ସ୍ଥଳ ରେ ମୃ-ତ୍ୟୁ ହୋଇ ଥିଲା।
ଓ ପ୍ରେମିକା ଜଣକ ଏବେ ଗୁରୁତର ସହିତ ହସ୍ପିଟାଲ ରେ ଭର୍ତି ଅଛନ୍ତି।ତାଙ୍କର ଅବସ୍ଥା ଏବେ ସଙ୍କଟାପନ୍ନ ଅଛି।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛି।ଘଟଣା ର ଅଧିକ ରୁ ଅଧିକ ତଦନ୍ତ କରିବା ପାଇଁ କୁହା ଯାଇଛି।
ପ୍ରେମିକା ଙ୍କ ର ପରିବାର ଲୋକେ ଏ ବିଷୟରେ କିଛି ବି ମୁହଁ ଖୋଲି ନାହାନ୍ତି।ଗାଁ ର କିଛି ଲୋକ ମାନେ କହୁଛନ୍ତି କି ତାଙ୍କ ପ୍ରେମ କୁ ପରିବାର ଲୋକେ ବୁଝି ପାରିଲେ ନାହିଁ।ସେଥିପାଇଁ ସେମାନେ ଏଭଳି କରିଛନ୍ତି।
ଅନ୍ୟପଟେ କାହ୍ନୁ ଚରଣ ଙ୍କ ପରିବାର ଲୋକେ ଏ ସଂପର୍କ ରେ ମୁହଁ ଖୋଲିଛନ୍ତି।ତାଙ୍କ କହିବା ଅନୁଯାୟୀ ଯୁବତୀ ଓ ଯୁବକ ପରସ୍ପର କୁ ଅନେକ ଦିନ ଧରି ପ୍ରେମ କରି ଆସୁଥିଲେ।ହେଲେ ଯୁବତୀ ଙ୍କ ପରିବାର ଲୋକେ ଏହାକୁ ନେଇ ଅନେକ ସମସ୍ୟା ସୃଷ୍ଟି କରିଥିଲେ।ଯାହା ଫଳ ରେ ସେମାନେ ମୃ-ତ୍ୟୁ କୁ ବାଛି ନେଇ ଥିଲେ।

Advertisement