ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଙ୍କୁ ଭଲ ଭାବେ ଜାଣି ଥିବେ।ସେ ଏବେ ସାରା ଓଡ଼ିଶା ରେ ସମସ୍ତଙ୍କ ର ପ୍ରିୟ ହୋଇ ଯାଇଛନ୍ତି।ଆଜି ତାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା କରା ଯାଉଚି।
ନିକଟ ରେ ସେ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଖାଦ୍ୟ ବାଣ୍ଟୁ ଥିଲେ।ଯାହାକୁ ଦେଖି ସମସ୍ତେ ଖୁବ୍ ଖୁସି ହୋଇ ଯାଇ ଥିଲେ।ରାଣୀ ପଣ୍ଡା ସବୁବେଳେ ନିଜ କାମ ପାଇଁ ଲୋକ ଙ୍କ ନିକଟରେ ପରିଚିତ ହୋଇଛନ୍ତି।ସେ ଖଣ୍ଡଗିରି ଠାରେ ଲୋକ ମାନଙ୍କୁ ଖାଦ୍ୟ ବାଣ୍ଟୁ ଥିଲେ।
ସୂଚନା ଅନୁସାରେ ରାଣୀ ପଣ୍ଡା ଗତ କାଲି ନିଜ ହାତରେ ପରସୀ ଦେଇଛନ୍ତି ଖାଦ୍ୟ। ଥରେ ସେ କହି ଥିଲେ ଦର୍ଶକ ମାନେ ହେଉଛନ୍ତି ମୋ ପାଇଁ ଭଗବାନ।ସେ ମୋ ପାଇଁ ସବୁକିଛି କରି ପାରିବେ।ମୁଁ ତାଙ୍କୁ ସବୁବେଳେ ବହୁତ ଭଲ ପାଏ।
ଆଜି ସେ ତାଙ୍କରି ପାଇଁ ଖାଦ୍ୟ ଯୋଗାଇ ଦେଉଛନ୍ତି।ଆଜି ହାଜର ହଜାର ସଂଖ୍ୟା ରେ ଲୋକ ମାନେ ଖାଇବା ପାଇଁ ତାଙ୍କ ପାଖକୁ ଚାଲି ଆସୁଛନ୍ତି।ସେ ମଧ୍ୟ ନିଜ ହାତ ରେ ତାଙ୍କୁ ଖାଦ୍ୟ ଦେଉଛନ୍ତି।ଏହାକୁ ଦେଖି ସମସ୍ତଙ୍କ ଆଖିରେ ଲୁହ ଆସି ଯାଉଚି।
ଏଥିରେ ରାଣୀ ପଣ୍ଡା ବହୁତ ଖୁସି ଅଛନ୍ତି।ଆପଣ ମାନେ ଜାଣି ଥିବେ ଏବେ ପ୍ରସିଦ୍ଧ ଖଣ୍ଡଗିରି ଠାରେ ମେଳା ହେଉ ଅଛି।ଏହି ମେଳା ରେ ରାଣୀ ପଣ୍ଡା ଲୋକ ମାନଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି।ଏଥିରେ ଅନେକ ଲୋକ ତାଙ୍କ ପାଖକୁ ଆସୁଛନ୍ତି।
ତାଙ୍କର ଏହି ଭଲ କାମ ରେ ତାଙ୍କୁ ସାହାର୍ଯ୍ୟ କରୁଛନ୍ତି।ଏଠାରେ ବିଭିନ୍ନ ପ୍ରକାର ଯାତ୍ରା ପଡ଼ି ଅଛି।ହେଲେ ଲୋକ ମାନେ ଅଧିକ ଦେଖିବା ପାଇଁ ଯାଉଛନ୍ତି ରାଣୀ ପଣ୍ଡା ଙ୍କୁ ଖଣ୍ଡଗିରି ମନା ଯାତ୍ରା।ଏହା ଲୋକ ମାନଙ୍କୁ ଖୁବ୍ ପସନ୍ଦ ଆସିଚି।
ଏହି ଯାତ୍ରା ଟି ରାଣୀ ପଣ୍ଡା ଙ୍କ ଜୀବନ ର ବାସ୍ତବ ଘଟଣା କୁ ନେଇ ପ୍ରସ୍ତୁତ ହୋଇଚି।ଏହାକୁ ଲୋକ ମାନେ ଖୁବ ପସନ୍ଦ କରି ଥିବାର ନଜର ଆସି ଥିଲେ।ଏଥିରେ ରାଣୀ ପଣ୍ଡା ବହୁତ ଖୁସି ହୋଇ ଯାଇ ଥିଲେ।
ଓ କହି ଥିଲେ ଦର୍ଶକ ହେଉଛନ୍ତି ମୋ ଭଗବାନ।ମୁଁ ତାଙ୍କୁ ଖାଇବାକୁ ଦେବି।ଓ ଶେଷ ରେ ସେ ସେହି ଭଳି କରି ଥିଲେ।ସମସ୍ତଙ୍କୁ ଖାଦ୍ୟ ବାଣ୍ଟୁ ଥିବାର ନଜର ଆସି ଥିଲେ।