Dec 11, 2023, 11:21 IST

ନିଜ ବିରୁଦ୍ଧରେ ପାଇଥିବା ଅପମାନ କୁ ଭୁଲି ପାରିଲେନି ପ୍ରଯୋଜକ ଜ୍ୟୋତି.. ଦେଲେ ୧୦କୋଟି ର ମାନହାନି କେସ

Special Report

ନମସ୍କାର ପାଠକ ବନ୍ଧୁ।ଓଲିଉଡ ର ବିବାଦ ଦିନ ଦିନ ବଢ଼ିବାରେ ଲାଗିଛି।ଥମିବାର ନାଁ ନେଉ ନାହିଁ।ପ୍ରଯୋଜିକା ସନଲିସା ଙ୍କ ପ୍ରଥା ଫିଲ୍ମ ଟି କୁ ନେଇ ବିବାଦ ଆରମ୍ଭ ହୋଇ ଥିଲା।ଏହି ଫିଲ୍ମ ଟି କୁ କିଛି ବ୍ୟକ୍ତି ମାନେ ହଲ ରେ ବନ୍ଦ କରି ଦିଆ ଯାଇଥିଲା।
Special Report
ଏହା ପରେ ସେ ଏଥିପାଇଁ ଥାନା ର ଦ୍ବାରସ୍ଥ ହୋଇ ଥିଲେ।ଅଭିନେତା ମନୋଜ ମିଶ୍ର ଓ ଟୁଟୁ ନାୟକ ଙ୍କ ବିରୋଧ ରେ ଥାନା ରେ ସେ ଅଭିଯୋଗ କରି ଥିଲେ।ପରେ ଗୋଟିଏ ୱାଟସ ଅଫ୍ ଚ୍ୟାଟିଂ କୁ ନେଇ ସେ ସୋସିଆଲ ମିଡ଼ିଆ ରେ ଦେଖାଇ ଥିଲେ।
ସେ ସେଥିରେ ଅନେକ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ନେଇ କହିଥିଲେ।ପରେ ତାଙ୍କୁ ପ୍ରଯୋଜକ ଟୁଟୁ ନାୟକ ସେ ଗ୍ରୁପ ରୁ ବାହାର କରି ଦେଇଥିଲେ।ସନଲିସା ଏଥିରେ ବହୁତ ରାଗି ଯାଇଥିଲେ।ସେ ଗଣ ମାଧ୍ୟମ ଆଗରେ ସବୁ କିଛି କହିଥିଲେ।
ଟୁଟୁ ନାୟକ ଓ ପ୍ରଯୋଜକ ଜ୍ୟୋତି ରଞ୍ଜନ ଙ୍କ ବିରୋଧ ରେ ଖରାପ କଥା କହିଥିଲେ।ହେଲେ ଏହି ଝଗଡ଼ା ରେ ପ୍ରଯୋଜକ ଜ୍ୟୋତି ରଞ୍ଜନ ଙ୍କ ର କୌଣସି ସମ୍ପର୍କ ନ ଥିଲା।ତେଣୁ ସେ ଏବେ ସନଲିସା ଙ୍କ ବିରୋଧ ରେ ଥାନା ରେ ଅଭିଯୋଗ କରିଛନ୍ତି।
Special Report
ତାଙ୍କ ବିରୋଧ ରେ ସନଲିସା କଣ ପାଇଁ ଏପରି କହି ଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି।ଏହା ପରେ ସନ ଲିସା ଆଉ ଏକ ବିବାଦ ରେ ଫସି ଯାଇଛନ୍ତି।
ଏହି ଅଭିଯୋଗ ତାଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛନ୍ତି।ଏଥିରେ ସନଲିସା ଓ ତାଙ୍କ ସ୍ଵାମୀ ପ୍ରଣବ ଜେଡ ଙ୍କ ବିରୋଧ ରେ ଅଭିଯୋଗ ହୋଇଚି।୧୦ ଲକ୍ଷ ଟଙ୍କା ର ମାନହାନି ମୋକଦ୍ଦମା କରା ଯାଇଛି।
ଯାହାକୁ ନେଇ ଏବେ ଚିନ୍ତା ରେ ଅଛନ୍ତି ପ୍ରଯୋଜିକା ସନଲିସା।ଏବେ କୋର୍ଟ ତରଫ ରୁ ତାଙ୍କୁ ଏକ ନୋଟିସ ଦିଆ ଯାଇଛି।ଓ ସେଥିରେ କୁହା ଯାଇଛି ଯେ ସାନଲିସା ଜ୍ୟୋତି ରଞ୍ଜନ ଙ୍କ ବିରୋଧ ରେ କୌଣସି ମନ୍ତବ୍ୟ ଦେଇ ପାରିବେ ନାହିଁ।ଏବେ ଦେଖିବାକୁ ବାକି ରହିଲା ଏହି ଘଟଣା ଟି ଆଗକୁ କେଉଁ ମୋଡ ନେଉଛି।

Advertisement