Oct 23, 2023, 11:38 IST

ନିଜ ଭଉଣୀ ଙ୍କ ଅନୁରୋଧ କ୍ରମେ ନିଜ ଭଣଜା ଙ୍କୁ ଚାକିରି ଦେଲେ ଅମ୍ବାନୀ, ଆଉ ଦରମା ୨୪ କୋଟି ରୁ ଆରମ୍ଭ... ଲୋକେ କହିଲେ ୱାହ ମାମୁ ହେବ ତ ଏମିତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସବୁଠାରୁ ଅଧିକା ଦରମା ନିଅନ୍ତି ଧିରୁ ଭାଇଙ୍କ ଭଣଜା। ରିଲିଆନ୍ସ ରେ ସବୁଠାରୁ ଅଧିକ ଦରମା ନିଅନ୍ତି ଏହି କର୍ମଚାରୀ ଜଣକ। ସେ ଏକ ବର୍ଷ କୁ ୨୪ କୋଟି ଟଙ୍କା ଦରମା ପାଇ ଥାଆନ୍ତି।
ରିଳିଆନ୍ସ କମ୍ପାନୀ କୁ ଏବେ ମୁକେଶ ଅମ୍ବାନୀ ସମ୍ଭାଳିଛନ୍ତି ବୋଲି ଏକଥା ସମସ୍ତେ ମଧ୍ୟ ଜାଣିଛନ୍ତି। ମୁକେଶ, ଆକାଶ, ଅନନ୍ତ ଓ ଇଶା ଏହି କମ୍ପାନୀ କୁ ପରିଚାଳନା କରୁଥିବାର ଜାଣିବାକୁ ମିଳିଛି।
ବାପା ଙ୍କ ସହ ତିନି ପିଲା ମଧ୍ଯ ବ୍ୟବସାୟ କୁ ବେଶ ସୁଚାର ଭାବରେ ଆଗକୁ ବଢ଼ଉଛନ୍ତି। ହେଲେ ଏମାନଙ୍କ ବ୍ୟତୀତ ମୁକେଶ ଙ୍କ ଦୁଇ ଜଣ ସମ୍ପର୍କୀୟ ତାଙ୍କର ଡାହାଣ ହାତ ଭାବରେ କାର୍ଯ୍ୟ କରି ଥାଆନ୍ତି।
ସେମାନେ ହେଉଛନ୍ତି ମୁକେଶ ଙ୍କ ପିଉସୀ ତ୍ରିଲୋଚନ ବେଦୀ ଙ୍କ ଦୁଇ ପୁଅ ହିତଲ ମେଶ୍ୱାନି ଓ ନିଖିଲ ମେଶ୍ୱାନି। ଏମାନଙ୍କ ରସିକ ଲାଲ ମେଶ୍ୱାନି ଙ୍କୁ ମୁକେଶ ଗୁରୁ ଭାବରେ ମଧ୍ୟ ମାନି ଥାଆନ୍ତି।
Special report
ଉଭୟ ହିତଲ ଓ ନିଖିଲ ରିଲିଆନ୍ସ ରେ ସବୁଠାରୁ ଅଧିକ ବେତନ ପାଉଥିବା କର୍ମଚାରୀ ଅଟନ୍ତି। ଏମାନଙ୍କ ଦରମା ମୁକେଶ ଅମ୍ବାନୀ ଙ୍କ ଠାରୁ ମଧ୍ୟ ବହୁତ ଅଧିକ। ରିଲିଆନ୍ସ ର ପେଟ୍ରୋକେମିକାଲ ଓ ରିଫାଇନୀଙ୍ଗ କୁ ଆଗକୁ ନେବାରେ ଏହି ଦୁଇ ଭାଇ ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛନ୍ତି।
ମୁକେଶ ବର୍ଷକୁ ୧୫ କୋଟି ବେତନ ପାଉ ଥିବା ବେଳେ ସେମାନେ ବର୍ଷ କୁ ୨୪ କୋଟି ଟଙ୍କା ମଧ୍ୟ ବେତନ ପାଇ ଥାଆନ୍ତି ବୋଲି ଜଣା ପଡିଛି।
ହେଲେ କରୋନା ମହାମାରୀ ପାଇଁ ସେ ବର୍ତ୍ତମାନ୍ ପର୍ଯ୍ୟନ୍ତ ମୁକେଶ କୌଣସି ବେତନ ପାଆନ୍ତି ନାହିଁ ବୋଲି ତାହା ଶୁଣିବାକୁ ମିଳିଛି। ସର୍ବଦା ନିଜର ବିଳାଶ ପୂର୍ଣ୍ଣ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ରହି ଥାଆନ୍ତି ମୁକେଶ ଅମ୍ବାନୀ ଏବଂ ତାଙ୍କର ପରିବାର ଲୋକେ।
ତେବେ ଆପଣ ମାନେ ମଧ୍ୟ ତାଙ୍କର ବିଳାସ ପୂର୍ଣ୍ଣ ଜୀବନ ସମ୍ପର୍କରେ ଅନେକ ଖବର ଶୁଣିବାକୁ ପାଇଥିବେ। ତେବେ ଏହା ସମ୍ପର୍କରେ ଆପଣ ମାନେ କଣ କହିବେ ତାହା ଆପଣ ଆମକୁ ଜଣାଇବାକୁ ଭୁଲି ଯିବେ ନାହିଁ।

Advertisement