Updated: Feb 16, 2024, 19:10 IST

ନିଜ ବେଡରୁମ୍ ଭିତରେ ସ୍ବାମୀଙ୍କୁ ମାରି ୧୦ ଫୁଟ ଗାତ ଖୋଳି ପୋତିଦେଲେ ସ୍ତ୍ରୀ ଦେଖନ୍ତୁ ଘଟାଇଲେ କେତେବଡ କାଣ୍ଡ

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲିର ସ୍ତ୍ରୀ ଏଭଳି ନିର୍ଲଜ୍ଜ ଆଉ ନିନ୍ଦନୀୟ କାମ କରିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପିଶାଚ ସ୍ତ୍ରୀ ଜଣଙ୍କର ନାରକୀୟ କାଣ୍ଡ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । 
ଯେଉଁ ଘରେ ସ୍ବାମୀ ସହ ରହୁଥିଲା ସ୍ତ୍ରୀ ଆଉ ସ୍ବାମୀ ହାତରୁ ନିଜ ମଥାରେ ସିନ୍ଦୂର ପିନ୍ଧିଥିଲା ସେହି ଘରେ ନିଜ ସିନ୍ଦୂରକୁ ସବୁଦିନ ପାଇଁ ପୋଛି ଦେଇଥିଲା ଏହି ସ୍ତ୍ରୀ ଜଣକ । ଏହି ସ୍ତ୍ରୀ ଜଣକ ନିଜ ମଥାର ସିନ୍ଦୂର ପୋଛି ଦେଇ ନିଜ ସ୍ବାମୀଙ୍କୁ ସବୁଦିନ ପାଇଁ ମାରି ଦେଇଥିଲା ସ୍ତ୍ରୀ ।
Special report
ନିଜ ସ୍ବାମୀଙ୍କୁ ମାରିଦେଇ ରହୁଥିବା ଘରେ ଗାତ ଖୋଳି ପୋତି ଦେଇଥିଲା । ଏହି ପିଶାଚ ସ୍ତ୍ରୀ ଜଣକ ନିଜ ସ୍ବାମୀଙ୍କୁ ମାରିଦେଇ ଘର ଭିତରେ ୧୦ ଫୁଟ ଗାତ ଖୋଳି ପୋତି ଦେଇଥିଲା । ଆଉ ଏହାପରେ ସେହି ଘରେ ନିଜ ପ୍ରେମିକ ସହ ସମ୍ପର୍କ ରଖୁଥିଲା । 
ମୃ-ତ ସ୍ବାମୀ ଜଣଙ୍କର ନାମ ହେଉଛି ପ୍ରକାଶ ନାଏକ । ଏହି ଗାଁରେ ଶହ ଶହ ଲୋକ ଜମା ହୋଇଥିବାର ଏହି ଭିଡିଓରେ ଆପଣମାନେ ଦେଖିପାରିବେ । ଏହି ଗାଁର ଏହି ଘରେ ଏବେ ପୋଲିସ ପହଞ୍ଚିଛି । ଆଉ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
Special report
ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ପୋଲିସ ପ୍ରାୟ ୫ ଫୁଟରୁ ଅଧିକ ଗାତ ଖୋଳିବା ପରେ ପ୍ରକାଶଙ୍କ ମୃ-ତଦେହ ଉଦ୍ଧାର କରାଯାଇଛି । ମୃ-ତଦେହ ପଚି ଯାଇଥିବାରୁ ଦୁର୍ଗନ୍ଧ ହେଉଥିଲା । 
ଏବେ ପୋଲିସ ଏହି ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହି ଯୁବକ ଜଣକ ୧୧ ବର୍ଷ ହେଲା ବିବାହ କରିଥିଲେ । ଆଉ ତାଙ୍କର ପୁଅ ଆଉ ଝିଅଟିଏ ଥିଲେ । ବାହାଘରର କିଛି ଦିନ ପରେ ପ୍ରକାଶ ଜାଣି ପାରିଥିଲେ ତାଙ୍କ ସ୍ତ୍ରୀ ଜ୍ୟୋସ୍ନା ଅନ୍ୟ ପୁରୁଷ ସହ ସମ୍ପର୍କ ରଖୁଥିଲେ ।
ଆଉ ଏହାପରେ ସେ ତାଙ୍କୁ ମନା କରିଥିଲେ । ଏହି ସବୁ ଘଟଣାକୁ ନେଇ ଜ୍ୟୋସ୍ନା ଆଉ ତାଙ୍କ ମାଆ ଏବଂ ତାଙ୍କ ପ୍ରେମିକ ମିଶି ପ୍ରକାଶଙ୍କୁ ଜୀବନରୁ ମାରି ସେଇ ପୋତି ଦେଇଥିଲେ । ଏବେ ଏହି ଘଟଣାକୁ ନେଇ ତଦନ୍ତ କରୁଛି ପୋଲିସ ।

Advertisement