ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
ଏବେ ଏଭଳି କିଛି ଖବର ଆସିଛି ରାଜନୀତିକୁ ନେଇ । ରାଜନୀତି ବିଷୟରେ କିଛି ଖବର ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଏହି ଭିଡିଓ ଦେଖିଲେ ଆପଣ ଅନେକ କଥା ଜାଣିପାରିବେ ।

ନୂଆ ସଂସଦରେ ସ୍ଥାପିତ ହେବ ରାଜଦଣ୍ଡ ବା ସେନଗୋଲ । ତାମିଲନାଡୁର ପାରମ୍ପରିକ ବିଦ୍ୱାନ ମୋଦୀଙ୍କୁ କରିବେ ହସ୍ତାନ୍ତର । କ୍ଷମତା ହସ୍ତାନ୍ତର ବେଳେ ଇଂରେଜ ନେହେରୁଙ୍କୁ ଦେଇଥିଲେ ଏହି ଶାସନ ଦଣ୍ଡ ।
ଆହ୍ଲାବାଦ ମ୍ୟୁଜିୟମରେ ରହିଥିଲା ଏହି ଦଣ୍ଡ । ନୂଆ ସଂସଦରେ ଆରମ୍ଭ ହେବ ପୁରୁଣା ପରମ୍ପରା । ଆସନ୍ତା ୨୮ ତାରିଖରେ ସଂସଦରେ ହେଇଥିବା ନୂତନ କୋଠା ଉଦ୍ଭାବନ ହେବ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଉଦଘାଟନ କରିବେ ।

ଏହା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି । ଏହି ଅବସରରେ ତାମିଲନାଡୁରୁ ଆସିଥିବା କିଛି ବିଦ୍ୱାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସୁନା ଦଣ୍ଡ ଦେବେ ଆଉ ଏହାପରେ ଏହା ସଂସଦରେ ରହିବ । ଏହା ପଛରେ ଲମ୍ବା ଇତିହାସ ରହିଛି ।
ଏହା ରାଜାମାନେ ବ୍ୟବହାର କରୁଥିଲେ । ଅମିତ ଶାହା ଏହି ବିଷୟରେ ସବୁ କଥା କହିଛନ୍ତି । ସେ କହିଛନ୍ତି ଏହା ପାରମ୍ପରିକ ସହ ଜଡ଼ିତ ରହିବ । ଆଉ ଏହାସହ ଏହା ବହୁତ ବଡ଼ କଥା ।
ନୂଆ ସଂସଦ ଗୃହକୁ ନେଇ ଏବେବି ରାଜନୀତି ଚାଲିଛି । ଆଉ ଏହାସହ ଏହାକୁ ରାଷ୍ଟ୍ରପତି ଉଦଘାଟନ କରିବା ବଦଳରେ ପ୍ରଧାନମନ୍ତ୍ରୀ କରିବେ । ଏନେଇ ଅନେକ କଥା ମଧ୍ୟ ସାମ୍ନାକୁ ଆସୁଛି ।

ସେନଗୋଲକୁ ସଂସଦରେ ରଖାଯିବ ଆଉ ଏହା ହେଉଛି ନ୍ୟାୟ ଆଉ ଧର୍ମ ଭାବରେ ଶାସନ ଭାର ଗ୍ରହଣ କରାଯିବ । ଏନେଇ ଏବେ ଅନେକ କଥା ସାମ୍ନାକୁ ଆସୁଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏନେଇ ଏବେ ଚର୍ଚ୍ଚା ହେଉଛି ।