ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଓଡ଼ିଶା ର ଲୋକ ମାନେ ପୂର୍ବ ରୁ କିଭଳି ଭାବେ ରହୁଥିଲେ।ଦିନ କୁ ଦି ଓଳି ଦି ମୁଠା ଖାଇବାକୁ ପାଉ ନ ଥିଲେ।ସାରା ଦେଶ ରେ ଓଡ଼ିଶା ଏକ ଗରିବ ରାଷ୍ଟ୍ର ରୂପେ ପରିଚିତ ଥିଲେ।
କିନ୍ତୁ ବର୍ତ୍ତମାନ ସମୟ ରେ ଏକ ରିପୋର୍ଟ ଅନୁଯାୟୀ ଓଡ଼ିଶା ର ଉନ୍ନତି ହେଉଛି।ଓଡ଼ିଶା ରେ ଦରିଦ୍ର ମାନଙ୍କ ର ସଂଖ୍ୟା କମିବାରେ ଲାଗିଛି।ଯାହାକି ଓଡ଼ିଶା ର ଲୋକ ମାନଙ୍କ ପାଇଁ ବହୁତ ବଡ କଥା।ଏହା କେବଳ ସମ୍ଭବ ହୋଇ ପାରିଛି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ।
ଏକ ରିପୋର୍ଟ ଅନୁଯାୟୀ ଓଡ଼ିଶା ରେ ଦାରିଦ୍ର୍ୟତା କମିବାରେ ଲାଗିଛି।ଆଗରୁ ଲୋକ ମାନଙ୍କୁ ଖାଇବାକୁ ମିଳୁ ନ ଥିଲା।ରହିବ ପାଇଁ ଘର ନ ଥିଲା।କିନ୍ତୁ ଏବେ ସରକାର ସେମାନଙ୍କ ପାଇଁ ପାଞ୍ଚ ଟଙ୍କିଆ ଖାଇବା ଠାରୁ ଆରମ୍ଭ କରି ରହିବା ପାଇଁ ବିଜୁ ପକ୍କା ଘର ଯୋଗାଇ ଦେଉଛନ୍ତି।
ଉତ୍କଟ ଦାରିଦ୍ର୍ୟ ହ୍ରାସ ପାଇବାରେ ଲାଗିଛି।ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ହେବା ପର ଠାରୁ ରାଜ୍ୟ ର ଏତେ ସବୁ ଉନ୍ନତି ହୋଇଛି।ତାଙ୍କ ବିନା ରାଜ୍ୟ ର ଉନ୍ନତି ହୋଇ ପାରି ନ ଥାଆନ୍ତା।ଏହା ପୂର୍ବ ରୁ ତାଙ୍କ ବାପା ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶା ର ଦାରିଦ୍ର୍ୟତା କୁ ଦୂର କରି ପାରି ନ ଥିଲେ।
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବର୍ଷ ଲୋକ ଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।ଏହି ଯୋଜନା ରେ ପ୍ରତ୍ୟେକ ଲୋକ ଅଂଶ ଗ୍ରହଣ କରୁଛନ୍ତି।ଏହା ଯୋଗୁଁ ଆଜି ଆମ ରାଜ୍ୟ ର ଉନ୍ନତି ହୋଇଚି।ଉତ୍କଟ ଦାରିଦ୍ର୍ୟ ଦୃତ ଗତି ରେ ହ୍ରାସ ପାଇଛି।
ଆମେ ଏବେ ସଫଳତା ର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛୁ।ନବୀନ ବାବୁ ଙ୍କ ସରକାର ରେ ସବୁ ବର୍ଗ ର ଲୋକ ମାନଙ୍କ ଉପରେ ଗୁରୁତ୍ବ ଦିଆ ଯାଉଚି।ସେ ଆଦିବାସୀ ହୁଅନ୍ତୁ କି ସାଧାରଣ ବର୍ଗ ର ଲୋକ ମାନେ ହୁଅନ୍ତୁ।ତାଙ୍କ ପାଖରେ ସମସ୍ତେ ସମାନ।
ତାଙ୍କର ଏଭଳି ଭାବନା ଯୋଗୁଁ ଓଡିଶା ଆଜି ବିକାଶ ଆଡ଼କୁ ଗତି କରିଛି।ଦରିଦ୍ର ଲୋକ ମାନଙ୍କ ଉତ୍ଥାନ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।ଅର୍ଥନୈତିକ କ୍ଷେତ୍ର ରେ ଓଡ଼ିଶା ର ଉନ୍ନତି ହୋଇଚି।
ଯୁବ ବର୍ଗ ମାନଙ୍କୁ ସରକାର କାମ ଯୋଗାଇ ଦେଉଛନ୍ତି।ଯାହା ଫଳ ରେ ଆଜି ଓଡ଼ିଶା ଏକ ଆଗୁଆ ରାଜ୍ୟ ରୂପେ ପରିଚିତ ହେଉଛି।ଏ ନେଇ ଅନେକ ଲୋକ ମାନେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା କରିଛନ୍ତି।