Updated: Jan 19, 2024, 12:08 IST

ନବୀନ ଙ୍କ ସପକ୍ଷ ରେ ଯୁକ୍ତି ବାଢିଲେ ଦେବୀ : ନବୀନ ବାବୁ ଙ୍କ ପାଇଁ ଓଡ଼ିଶା ରେ ଦାରିଦ୍ର୍ୟ କମିଛି

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଓଡ଼ିଶା ର ଲୋକ ମାନେ ପୂର୍ବ ରୁ କିଭଳି ଭାବେ ରହୁଥିଲେ।ଦିନ କୁ ଦି ଓଳି ଦି ମୁଠା ଖାଇବାକୁ ପାଉ ନ ଥିଲେ।ସାରା ଦେଶ ରେ ଓଡ଼ିଶା ଏକ ଗରିବ ରାଷ୍ଟ୍ର ରୂପେ ପରିଚିତ ଥିଲେ।
Special Report
କିନ୍ତୁ ବର୍ତ୍ତମାନ ସମୟ ରେ ଏକ ରିପୋର୍ଟ ଅନୁଯାୟୀ ଓଡ଼ିଶା ର ଉନ୍ନତି ହେଉଛି।ଓଡ଼ିଶା ରେ ଦରିଦ୍ର ମାନଙ୍କ ର ସଂଖ୍ୟା କମିବାରେ ଲାଗିଛି।ଯାହାକି ଓଡ଼ିଶା ର ଲୋକ ମାନଙ୍କ ପାଇଁ ବହୁତ ବଡ କଥା।ଏହା କେବଳ ସମ୍ଭବ ହୋଇ ପାରିଛି ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପାଇଁ।
ଏକ ରିପୋର୍ଟ ଅନୁଯାୟୀ ଓଡ଼ିଶା ରେ ଦାରିଦ୍ର୍ୟତା କମିବାରେ ଲାଗିଛି।ଆଗରୁ ଲୋକ ମାନଙ୍କୁ ଖାଇବାକୁ ମିଳୁ ନ ଥିଲା।ରହିବ ପାଇଁ ଘର ନ ଥିଲା।କିନ୍ତୁ ଏବେ ସରକାର ସେମାନଙ୍କ ପାଇଁ ପାଞ୍ଚ ଟଙ୍କିଆ ଖାଇବା ଠାରୁ ଆରମ୍ଭ କରି ରହିବା ପାଇଁ ବିଜୁ ପକ୍କା ଘର ଯୋଗାଇ ଦେଉଛନ୍ତି।
ଉତ୍କଟ ଦାରିଦ୍ର୍ୟ ହ୍ରାସ ପାଇବାରେ ଲାଗିଛି।ନବୀନ ପଟ୍ଟନାୟକ ମୁଖ୍ୟ ମନ୍ତ୍ରୀ ହେବା ପର ଠାରୁ ରାଜ୍ୟ ର ଏତେ ସବୁ ଉନ୍ନତି ହୋଇଛି।ତାଙ୍କ ବିନା ରାଜ୍ୟ ର ଉନ୍ନତି ହୋଇ ପାରି ନ ଥାଆନ୍ତା।ଏହା ପୂର୍ବ ରୁ ତାଙ୍କ ବାପା ବିଜୁ ପଟ୍ଟନାୟକ ମଧ୍ୟ ଓଡ଼ିଶା ର ଦାରିଦ୍ର୍ୟତା କୁ ଦୂର କରି ପାରି ନ ଥିଲେ।
Special Report
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିବର୍ଷ ଲୋକ ଙ୍କ ପାଇଁ ନୂଆ ନୂଆ ଯୋଜନା ପ୍ରସ୍ତୁତ କରିଛନ୍ତି।ଏହି ଯୋଜନା ରେ ପ୍ରତ୍ୟେକ ଲୋକ ଅଂଶ ଗ୍ରହଣ କରୁଛନ୍ତି।ଏହା ଯୋଗୁଁ ଆଜି ଆମ ରାଜ୍ୟ ର ଉନ୍ନତି ହୋଇଚି।ଉତ୍କଟ ଦାରିଦ୍ର୍ୟ ଦୃତ ଗତି ରେ ହ୍ରାସ ପାଇଛି।
ଆମେ ଏବେ ସଫଳତା ର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଚାଲିଛୁ।ନବୀନ ବାବୁ ଙ୍କ ସରକାର ରେ ସବୁ ବର୍ଗ ର ଲୋକ ମାନଙ୍କ ଉପରେ ଗୁରୁତ୍ବ ଦିଆ ଯାଉଚି।ସେ ଆଦିବାସୀ ହୁଅନ୍ତୁ କି ସାଧାରଣ ବର୍ଗ ର ଲୋକ ମାନେ ହୁଅନ୍ତୁ।ତାଙ୍କ ପାଖରେ ସମସ୍ତେ ସମାନ।
ତାଙ୍କର ଏଭଳି ଭାବନା ଯୋଗୁଁ ଓଡିଶା ଆଜି ବିକାଶ ଆଡ଼କୁ ଗତି କରିଛି।ଦରିଦ୍ର ଲୋକ ମାନଙ୍କ ଉତ୍ଥାନ ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି।ଅର୍ଥନୈତିକ କ୍ଷେତ୍ର ରେ ଓଡ଼ିଶା ର ଉନ୍ନତି ହୋଇଚି।
ଯୁବ ବର୍ଗ ମାନଙ୍କୁ ସରକାର କାମ ଯୋଗାଇ ଦେଉଛନ୍ତି।ଯାହା ଫଳ ରେ ଆଜି ଓଡ଼ିଶା ଏକ ଆଗୁଆ ରାଜ୍ୟ ରୂପେ ପରିଚିତ ହେଉଛି।ଏ ନେଇ ଅନେକ ଲୋକ ମାନେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପ୍ରଶଂସା କରିଛନ୍ତି।

Advertisement