Nov 12, 2023, 13:12 IST

ଦେଖ ରେ ନବୀନ ସରକାର ଆଉ ସମର୍ଥକ ମାନେ, ଓଡ଼ିଶା ରେ ୨୫ ବର୍ଷ ଶାସନ ପରେ ବି ଗର୍ଭବତୀ ବୁହା ହେଉଛନ୍ତି ଖଟ ରେ, ଲଜ୍ୟା ନାହିଁ ସରକାର କୁ

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆମ ରାଜ୍ୟ ରେ ଶିକ୍ଷା ଓ ପ୍ରଯୁକ୍ତି ବିଦ୍ୟାର ଅନେକ ବିକାଶ ହେବାରେ ଲାଗିଛି। ହେଲେ ଆଜି ମଧ୍ୟ ଲୋକମାନେ ଅନେକ ହଇରାଣ ହରକତ ହୋଇ ନିଜର ଜୀବନ ଅତିବାହିତ କରୁଛନ୍ତି।
Special report
ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି। ଆମେ ଏବେ ସେହି ଭିଡିଓ ସମ୍ପର୍କରେ ଆପଣଙ୍କୁ କହିବାକୁ ଯାଉଛୁ।
ସେହି ଭିଡିଓ ରେ ଦେଖିବାକୁ ମିଳିଛି କି ଏବେ ମଧ୍ୟ ଗ-ର୍ଭ-ବ-ତୀ ଖଟିଆ ରେ ବୁହା ହୋଇ ଡାକ୍ତରଖାନା ଯାଉଛନ୍ତି। ବାୟପାଦା ଘାଟିର ଗଙ୍ଗାପଡ଼ା ରୁ ଏଭଳି ଏକ ଦୃଶ୍ୟ ଏବେ ସାମ୍ନା କୁ ଆସିଛି।
ରାସ୍ତା ନଥିବାରୁ ସେଠାକୁ ଆମ୍ବୁଲାନ୍ସ ଆସି ପାରୁ ନାହିଁ। ସେଥିପାଇଁ ଭାରରେ ବୁହା ହୋଇ ଗ-ର୍ଭ-ବ-ତୀ ଜଣକ ଏବେ ମେଡିକାଲ ଯାଉଛନ୍ତି। ମାଲକାନଗିରି ବାସୀ ଏନେଇ ଅଭିଯୋଗ ମଧ୍ୟ ଆଣିଥିବାର ଦେଖିବାକୁ ମିଳିଛି।
Special report
ରାସ୍ତା ନଥିବା କାରଣ ରୁ ସେମାନେ ଏନେଇ ବାରମ୍ବାର ମଧ୍ୟ ଅଭିଯୋଗ କରି ଆସିଛନ୍ତି। ହେଲେ ତାଙ୍କର ଅଭିଯୋଗ କୁ ଆଜି ପର୍ଯ୍ୟନ୍ତ ଶୁଣା ଯାଇ ନାହିଁ। ଯାହା ଦ୍ବାରା କି ସେ ଅନେକ ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉ ଥିବାର ଦେଖିବାକୁ ମିଳିଛି।
ରୋଗାକ୍ରାନ୍ତ ଲୋକ ମାନେ ମଧ୍ୟ ଏହି ରାସ୍ତା ଦେଇ ଯାଇ ପାରୁ ନାହାଁନ୍ତି। ଯାହା ଫଳରେ କି ସେମାନେ ମେଡିକାଲ କୁ ମଧ୍ୟ ସହଜରେ ଯାଇ ପାରୁ ନାହାଁନ୍ତି। ଆଉ ମୃ-ତ୍ୟୁ ମୁଖରେ ମଧ୍ଯ ପଡ଼ୁଛନ୍ତି।
ରାସ୍ତା ର ପରିସ୍ଥିତି ଯେଉଁଭଳି ଭାବରେ ହୋଇଛି ସେହି ରାସ୍ତା ଦେଇ ଚାରି ଚକିଆ ଯାନ ମଧ୍ୟ ଆଦୌ ଯାଇ ପାରୁ ନାହିଁ। ଆଉ ଏହାର ଏବେ ଜଣେ ଗ-ର୍ଭ-ବ-ତୀ ମହିଳା ଶିକାର ହୋଇଛନ୍ତି।
ଏବେ ସୋସିଆଲ ମିଡ଼ିଆରେ ଏହି ଭିଡିଓ ଟି ଖୁବ୍ ଭାଇରାଲ୍ ହେବା ପରେ ସରକାର ଙ୍କ ଏଭଳି ବ୍ୟବସ୍ଥା କୁ ଲୋକମାନେ ନିନ୍ଦା ମଧ୍ୟ କରିଛନ୍ତି। ତେବେ ଏହା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ଭୁଲି ଯିବେ ନାହିଁ।

Advertisement