Jan 28, 2024, 11:36 IST

୨୦୨୪ ହେଉ ହେଉ ନବୀନ ପୁଣି ଆଣିଲେ ନୂଆ ଯୋଜନା, ଗରିବ ମାନଙ୍କ ପାଇଁ ଏହି ଯେମିତି ଗୋଟେ ବରଦାନ..

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ଜାଣି ଥିବେ ଆଗକୁ ନିର୍ବାଚନ ରହିଛି।ତେଣୁ ସରକାର ଲୋକ ମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି।ଆଜି ଆମେ ଓଡ଼ିଶା ର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସେଭଳି ଏକ ଯୋଜନା ବିଷୟ ରେ ଆପଣ ମାନଙ୍କୁ କହିବାକୁ ଯାଉଛୁ।
Special report
ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଲକ୍ଷ୍ମୀ ବସ୍ ସେବା ମାଧ୍ୟମ ରେ ସାରା ଓଡ଼ିଶା ବାସୀ ଙ୍କୁ ଖୁସି କରି ଦେଇଛନ୍ତି।ଏହା ପରେ ସେ ଜଗନ୍ନାଥ ଏକ୍ସପ୍ରେସ ବସ୍ ମଧ୍ୟ ସେବା ମଧ୍ୟ ପ୍ରଚଳନ କରି ଥିଲେ।ଏହା ପ୍ରଥମେ କିଛି ଜିଲ୍ଲା ପାଇଁ କରା ଯାଇଚି।
ଏହା ପରେ ସମସ୍ତ ୩୦ ଟି ଜିଲ୍ଲା ପାଇଁ ବ୍ୟବସ୍ଥା କରା ଯିବ।ଏଥିରେ ଲୋକ ମାନଙ୍କୁ ଆଉ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବା ପାଇଁ ଅସୁବିଧା ହେବ ନାହିଁ।ଏହି ଯୋଜନା ର ଶୁଭାରମ୍ଭ କରି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି କି
ଏହି ଯୋଜନା ରେ ମହିଳା ଙ୍କ ପାଇଁ ସାଧାରଣ ବସ୍ ଭଡା ଠାରୁ କମ୍ ବସ୍ ଭଡ଼ା ଆଦାୟ କରା ଯିବ।ଏଥିରେ ମହିଳା ମାନଙ୍କ ପାଇଁ ଯେପରି କୌଣସି ଅସୁବିଧା ନ ହୁଏ।ସେଥିପ୍ରତି ଦୃଷ୍ଟି ଦିଆ ଯିବ।ସ୍ଵତନ୍ତ୍ର ବସ ଭଡା ର ଫାଇଦା ଉଠାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ କୁହା ଯାଇଛି।
Special report
ଜଗନ୍ନାଥ ଙ୍କ ଦର୍ଶନ ପାଇଁ ପୁରୀ ରୁ ୮୦ ଟି ବସ୍ ବିଭିନ୍ନ ଜିଲ୍ଲାକୁ ବିଳାସପୂର୍ଣ୍ଣ ବସ୍ ଚାଲିବ।ପ୍ରଥମ ପର୍ଯ୍ୟାୟ ରେ ବଲାଙ୍ଗୀର, କେନ୍ଦୁଝର,କଳାହାଣ୍ଡି,ବରଗଡ଼,ଝାରସୁଗୁଡ଼ା ଗଞ୍ଜାମ,କୋରାପୁଟ, ମାଲକାନଗିରି,ନୂଆପଡ଼ା,ରାୟଗଡ଼ା ସମ୍ବଲପୁର,ଓ ସୁନ୍ଦରଗଡ଼ ଭଳି ଜିଲ୍ଲା କୁ ବସ୍ ଚାଲିବ।
ଏହା ପରେ ଅନ୍ୟ ଜିଲ୍ଲା କୁ ବସ ଚଳାଚଳ ପାଇଁ ବ୍ୟବସ୍ଥା କରା ଯିବ।ଏହି ସମସ୍ତ ବସ୍ ଗୁଡ଼ିକ ପ୍ରଥମେ ଆସି ଭୁବନେଶ୍ୱର ରେ ରହିବ।ଏହା ପରେ ସେଠାରୁ ସେଗୁଡିକ ବିଭିନ୍ନ ଜିଲ୍ଲାକୁ ଯିବ।ଏଭଳି ସୁବିଧା ପାଇଁ ସାଧାରଣ ଲୋକ ମାନେ ବହୁତ ଖୁସି ହୋଇ ଯାଇଛନ୍ତି।
ମହାପ୍ରଭୁ ଙ୍କ ଦର୍ଶନ ଏଥର ଓଡ଼ିଶା ର ଲୋକ ମାନେ ଆରାମଦାୟକ ଭାବେ କରି ପାରିବେ।ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି ନିଷ୍ପତି କୁ ସମସ୍ତେ ଶୁଣି ଖୁବ୍ ପ୍ରଶଂସା କରି ଥିଲେ।ମହାପ୍ରଭୁ ଙ୍କ ଆଶ୍ରୀର୍ବାଦ ରେ ଓଡ଼ିଶା ର ଆହୁରି ଆଗକୁ ଉନ୍ନତି ହେଉ ବୋଲି ଏବେ ସମସ୍ତେ କହିଛନ୍ତି।

Advertisement