ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଅନେକ ଅଞ୍ଚଳର ଭିଡିଓ ଦେଖିବାକୁ ମିଳିଥାଏ ।
ଆକାଶ, ମହାକାଶ, ଚନ୍ଦ୍ର ପୃଷ୍ଠ, ମଙ୍ଗଳ ଗ୍ରହ ଏବଂ ସବୁ ପ୍ରକାରର ଖବର ଆପଣମାନେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ପାଇପାରିବେ । ଆପଣମାନେ ସମସ୍ତେ ତ ଚନ୍ଦ୍ର ପୃଷ୍ଠକୁ ନେଇ ଯେଉଁସବୁ ଖବର ଆସିଥାଏ ତାହା ଜାଣିଥିବେ । ଆଉ ଚନ୍ଦ୍ର ପୃଷ୍ଠର ସବୁ ଖବର ଏବେ ସାମ୍ନାକୁ ଆସୁଛି ।
ଆଉ ଲୋକମାନେ ଅନେକ ତଥ୍ୟ ପାଇ ପାରୁଛନ୍ତି । ସମସ୍ତେ ଏହି ଚନ୍ଦ୍ର ପୃଷ୍ଠ ଖବର ଶୁଣି ମନରେ ଅନେକ ପ୍ରଶ୍ନ ଆଣୁଛନ୍ତି । ସତରେ କଣ ଚନ୍ଦ୍ର ପୃଷ୍ଠରେ ହୋଇପାରିବ ଘର ? ଏନେଇ ଆମେରିକାର ସ୍ପେସ ରିସର୍ଚ୍ଚ ସେଣ୍ଟର ନାସା ଦେଲା ବଡ ସୂଚନା ।
ନାସା ଏବେ ସୂଚନା ଦେଇଛି କି ୨୦୪୦ ମସିହାରେ ଚନ୍ଦ୍ର ପୃଷ୍ଠରେ ଘର ତିଆରି କରିହେବ । ଆଉ ଚନ୍ଦ୍ରପୃଷ୍ଠରେ କେବଳ ମହାକାଶଚାରୀ ନୁହେଁ ବରଂ ସାଧାରଣ ଲୋକ ମଧ୍ଯ ଘର କରିପାରିବେ ବୋଲି ସୂଚନା ମିଳିଛି ।
ଏବେ ଅପେକ୍ଷାର ଅନ୍ତ ଘଟିଛି । ଆଉ ବହୁତ ଜଲଦି ସାଧାରଣ ଲୋକ ଚନ୍ଦ୍ର ପୃଷ୍ଠରେ ଘର କରି ରହିବେ ବୋଲି ସୂଚନା ମିଳିଛି । ଚନ୍ଦ୍ରଯାନ ୩ ର ସଫଳତା ଖବର ତ ଆପଣମାନେ ସମସ୍ତେ ଜାଣିଥିବେ । ଆଉ ଏହି ଚନ୍ଦ୍ରଯାନ ୩ ଇସ୍ରୋକୁ ଅନେକ ତଥ୍ୟ ଦେଇଛି ।
ଚନ୍ଦ୍ରଯାନ ୩ ପରେ ଏବେ ନାସା ଅନେକ ତଥ୍ୟ ଦେଇଛି । ପୃଥିବୀରେ ଯେଉଁ ସୁବିଧା ମିଳୁଛି ତାହା ଚନ୍ଦ୍ରରେ ମିଳିବ ବୋଲି ଜଣାପଡିଛି । ଆଉ ନାସା ଏହି ସୂଚନା ଦେଇଛି । ଗୋଟିଏ ସାଧାରଣ ଲୋକ ମଧ୍ୟ ଚନ୍ଦ୍ରକୁ ଯାଇ ଘର ତିଆରି କରିପାରିବ ।
ଚନ୍ଦ୍ର ପୃଷ୍ଠରେ କେବଳ ସାଧାରଣ ଘର ନୁହେଁ ବରଂ 3D ଘର ତିଆରି କରିହେବ । ପଥର ଆଉ ଖଣିଜପଦାର୍ଥ ସବୁ ଚନ୍ଦ୍ରରେ ମିଳିବ । କିଛି ବର୍ଷ ପୂର୍ବରୁ ଯାହା ଭାବନା ଥିଲା ତାହା ଏବେ ସତ ହୋଇଛି । ଚନ୍ଦ୍ରଯାନର ସଫଳତା ପରେ ଏବେ ଅନେକ ତଥ୍ୟ ସାମ୍ନାକୁ ଆସିଛି ।
ନୂଆ ଟେକ୍ନୋଲୋଜି ମାଧ୍ୟମରେ ଘର ତିଆରି ହେବ । ୨୦୪୦ ମସିହାରେ ଏହିସବୁ କଥା ପୂରଣ ହେବାକୁ ଯାଉଛି । ପୃଥିବୀ ପୃଷ୍ଠ ପରି ଚନ୍ଦ୍ର ପୃଷ୍ଠରେ ମଧ୍ୟ ଘର ତିଆରି ହୋଇପାରିବ । ସେଠାରେ ପ୍ରାକୃତିକ ଦୁର୍ବିପାକ ହେବ ନାହିଁ । ଆଉ ଏହା ୨୦୪୦ ମସିହାରେ ପୂରଣ ହେବ ।