Jan 10, 2024, 13:44 IST

ନବୀନ ବାବୁ ଓଡ଼ିଶା ପାଇଁ ଯାହା କରିଛନ୍ତି ତମେ କଣ କରି ପାରିବ ? ଗରିବ ର ଆକାଉଣ୍ଟ ଯାଇ ଦେଖ ୧୫ ଲକ୍ଷ ମିଳିଛି ନା ନାଇ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ବର୍ତ୍ତମାନ ବିଜେଡ଼ି ମୁଖପାତ୍ର ଇପ୍ସିତା ସାହୁ ଏଭଳି କିଛି କହିଛନ୍ତି ଯାହାକୁ ନେଇ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ସେ କହିଛନ୍ତି କି ଦୀର୍ଘ ୨୫ ବର୍ଷ ପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକ ମାନଙ୍କ ସେବା ପ୍ରତି ଖୁବ ସଜାଗ ରହିଛନ୍ତି।
Special Report
ତାଙ୍କର ଦାୟିତ୍ଵ ଓ କର୍ତ୍ତବ୍ୟ ପ୍ରତି ପ୍ରତିଜ୍ଞା ବୋଧ ଅଛନ୍ତି। କିଛି ବର୍ଷ ତଳେ ଯେତେବେଳେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଆସିଥିଲା,
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ର ସ୍ମାର୍ଟ କାର୍ଡ କରାଯାଇ ଥିଲା। ଏହାର ତୃତୀୟ ପର୍ଯ୍ୟାୟ ବର୍ତ୍ତମାନ୍ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ର ନବୀନ କାର୍ଡ। ଯେଉଁ ମାନଙ୍କ ନିକଟରେ ରାସନ୍ କାର୍ଡ ଥିଲା ସେମାନେ ହିଁ ଏହି କାର୍ଡ ପାଇଁ ଯୋଗ୍ୟ ହେଉଥିଲେ।
ଏହି କାର୍ଡ ମାଧ୍ୟମରେ ମହିଳାଙ୍କ ପାଇଁ ୧୦ ଲକ୍ଷ ଓ ପୁରୁଷ ଙ୍କ ପାଇଁ ୫ ଲକ୍ଷ କରାଯାଇ ଥିଲା। ଯେତେବେଳେ କେନ୍ଦ୍ର ସରକାର ଧନଜନ ଯୋଜନାରେ ୧୫ ଲକ୍ଷ ଟଙ୍କା ବୋଲି କହିଥିଲେ।
Special Report
ମାତ୍ର ଆକାଉଣ୍ଟ ଖୋଲିଲା ପରେ ସେ କରି ନଥିଲେ। ନବୀନ ବାବୁ କିଛି ନକହି BSKY କାର୍ଡ ମାଧ୍ୟମରେ ୧୫ ଲକ୍ଷ ଟଙ୍କା ପ୍ରତି ଗରୀବ ଙ୍କ ଲକର ରେ ଥୋଇଛନ୍ତି ଯେତିକି ଆବଶ୍ୟକତା ସେତିକି ବ୍ଯବହାର କରି ହେବ।
ଏହାକୁ ଯେଉଁମାନେ ଗ୍ରାମୀଣ ଇଲାକାରେ ଥିବେ ସେମାନେ ଟ୍ୟାକ୍ସ କି ସରକାରୀ ଚାକିରିଆ ହୋଇ ନଥିବେ ସେମାନଙ୍କ ନାମରେ ଏହି ନବୀନ କାର୍ଡ ବାହାରି ପାରିବ। ଏହି ନବୀନ କାର୍ଡ ଦ୍ବାରା ଆପଣ ଯେ କୌଣସି ସ୍ଥାନରେ ଚିକିତ୍ସିତ ହୋଇ ପାରିବେ।
ସବୁ ପ୍ରାଇଭେଟ୍ ମେଡିକାଲ ରେ ମଧ୍ୟ ଏହାର ଉପକାରିତା ଗରିବ ଲୋକମାନେ ସଂପୂର୍ଣ୍ଣ ଭାବରେ ପାଇ ପାରିବେ ଏହା ଲୋକ ମାନଙ୍କ ପାଇଁ ମଧ୍ୟ ବେଶ ଉପଯୋଗୀ ହେବ।
ଏହି ଯୋଜନା ମାଧ୍ୟମରେ ଖୁବ ଗରୀବ ଲୋକ ମାନଙ୍କୁ ମଧ୍ୟ ଅନେକ ପ୍ରକାରର ସହାୟତା ମିଳି ପାରୁଛି। ତେବେ ଏହି ଯୋଜନା ସଂପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।

Advertisement