Nov 3, 2023, 16:19 IST

୧୫ ବର୍ଷର ନାବାଳିକା ସହ ଦୁଷ୍କର୍ମ ଦେଖିବା ପରେ ମା କଲା ଏମିତି ଦେଖନ୍ତୁ ସାମ୍ନାକୁ ଆସିଲା ହୃଦୟ ବିଦାରକ ଘଟଣା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦେଶରେ ସରୁକ୍ଷିତ ନାହାନ୍ତି ନାରୀମାନେ। ସେ କୌଣସି କାର୍ଯ୍ୟସ୍ଥଳି ବା ନିଜ ଘର , ଏବେ ସବୁଠି ହିଂ-ସା , ଅ-ତ୍ୟା-ଚା-ର, ରାଗର ଶିକାର ପାଲଟୁଛି ଜଣେ ନାରୀ।
Special report
ତେବେ ତାର କୌଣସି ଦୋଷ ଥାଉ କି ନଥାଉ ଶେଷରେ କିନ୍ତୁ ବଳିପଡୁଛି ଜଣେ ନାରୀ। ପ୍ରତିବର୍ଷ ବଢିବାରେ ଲାଗିଛି ନାରୀମାନଙ୍କ ପ୍ରତି ହିଂ-ସା। ତେବେ ବନ୍ଧୁଗଣ ଅଧରାତିରେ ଘରେ ପସି ନାବାଳିକାଙ୍କୁ ମନଇଚ୍ଛା ଦୁ-ଷ୍କ-ର୍ମ କରୁଥିଲା ଜଣେ ଜଣକ। 
ନାବାଳିକା ଜଣକ କଷ୍ଟ ସହି ନପାରି ଚିତ୍କାର କରୁଥିଲା ହେଲେ ପାଟି ବନ୍ଦ କରି ଦୁ-ଷ୍କ-ର୍ମ କରିଚାଲିଥିଲା ଯୁବକ ଜଣକ। ହେଲେ ୧୫ର ବର୍ଷର ନାବାଳିକାଙ୍କୁ ଦୁ-ଷ୍କ-ର୍ମ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।
Special report
୧୫ ବର୍ଷର ନାବାଳିକାଙ୍କୁ ଝିଅଙ୍କୁ ଗନ୍ଧିଆ ଥାନା ତଣ୍ଡାଇ ବେରିନୀ ଗାଁର ୨୧ ବର୍ଷୀୟ ଯୁବକ ଶ୍ରୀରାମ ବାଙ୍କାରି ଦୁ-ଷ୍କ-ର୍ମ କରି ଗିରଫ ହୋଇଛନ୍ତି। ନାବାଳିକାଙ୍କ ବାପା କହିଛନ୍ତି ପରିବାର ଲୋକେ ରାତିରେ ସମସ୍ତେ ଶୋଇଯାଇଥିଲେ। 
Special report
ଏହାପରେ ବିଳମ୍ବିତ ରାତିରେ ଶ୍ରୀରାମ ବାଙ୍କାରି ତାଙ୍କ ଘରେ ପସି ନାବାଳିକାଙ୍କ ପାଟି ବନ୍ଦ କରି ଦୁ-ଷ୍କ-ର୍ମ ପରେ ଦୁ-ଷ୍କ-ର୍ମ କରିଚାଲିଥିଲେ। ଠିକ୍ ସମୟରେ ନାବାଳିକାଙ୍କ ମା'ଙ୍କ ନିଦ ଭାଙ୍ଗିଯିବା ପରେ ସେ ଦେଖିଥିଲେ ତାଙ୍କ ଝିଅକୁ ଜଣେ ଯୁବକ ଜୋରଜବରଦସ୍ତ ଦୁ-ଷ୍କ-ର୍ମ କରୁଛି।
ନାବାଳିକାଙ୍କ ମା ସମସ୍ତ ଘଟଣା ଦେଖିବା ପରେ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ ପରିବାର ଲୋକେ ଦୁ-ଷ୍କ-ର୍ମକାରୀଙ୍କୁ କାବୁ କରି ନାବାଳିକାଙ୍କୁ ଉଦ୍ଧାର କରିଥିଲେ। 
Special report
ଏନେଇ ପରିବାର ଲୋକେ ସୁକିନ୍ଦା ଥାନାରେ ଅଭିଯୋଗ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ଏନେଇ ପୋଲିସ ତଦନ୍ତ କରିବା ସହ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିଲା।
ଜାମିନ ନା ମଞ୍ଜୁର ହେବାରୁ ଦୁ-ଷ୍କ-ର୍ମକାରୀ ଅଭିଯୁକ୍ତଙ୍କୁ ଜେଲ ହାଜତକୁ ପଠାଇଥିବା ସୂଚନା ମିଳିଛି। ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି।

Advertisement