Dec 18, 2023, 21:07 IST

ନାବାଳିକା ଝିଅର ଡ୍ରେସ ଖୋଲି ବଳାତ୍କାର କଲେ ବିଧାୟକ ଦେଖନ୍ତୁ ସାମ୍ନାକୁ ଆସିଲା ଲଜ୍ୟା ଜନକ ଖବର

Special Report

ନମସ୍କାର ପାଠକ ବନ୍ଧୁ।ବିଧାୟକ ନାମ ରେ ଆସିଲା ଏକ ବଡ ଅଭିଯୋଗ।ସରକାରୀ କ୍ୱାଟର ଭିତରେ ଜଣେ ନା-ବା-ଳି-କା ଙ୍କୁ ଦୁ-ଷ୍କ-ର୍ମ କରା ଯାଇଛି।ଜଣେ ବିଧାୟକ ନିଜ ବାସ ଭବନ ରେ ଛୋଟ ଝିଅ ଟି କୁ ଦୁ-ଷ୍କ-ର୍ମ କରି ଦେଇଛନ୍ତି।
Special Report
ତାଙ୍କୁ ଏବେ ପୋଲିସ ଗିରଫ କରି ହାଜତ କୁ ନେଇ ଯାଇଛନ୍ତି।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଆଗକୁ ୨୦୨୪ ନିର୍ବାଚନ ରହିଛି।ଏହି ନିର୍ବାଚନ ପୂର୍ବରୁ ବିଧାୟକ ଙ୍କ ଏଭଳି କାର୍ଯ୍ୟ ପାଇଁ ସମସ୍ତଙ୍କ ମୁଣ୍ଡ ତଳ କୁ ହୋଇ ଯାଇଛି।
ପ୍ରଥମେ ତାଙ୍କୁ ଦଳ ରୁ ବିଦା କରା ଯାଇଛି ।ଏହା ପରେ ତାଙ୍କୁ ପୋଲିସ ତାଙ୍କ ବାସ ଭବନ ରୁ ଗିରଫ କରିଛନ୍ତି।ସୂଚନା ଅନୁସାରେ କିଛି ବର୍ଷ ତଳେ ସେହି ବିଧାୟକ ଜଣକ ଜଣେ ଯୁବତୀ ଙ୍କୁ ଦୁ-ଷ୍କ-ର୍ମ କରିଥିଲେ।
Special Report
ଏହା ପରେ ନିଜ ଭୁଲ କୁ ଲୁଚାଇବାକୁ ଯାଇ ଯୁବତୀ ଙ୍କୁ ଡରାଇ ଧମକାଇ ଥିଲେ।ସେ ଯଦି ଏ କଥା କାହାରି ଆଗରେ ପ୍ରକାଶ କରେ ତେବେ ତାକୁ ମାରିଦେବେ ବୋଲି କହିଥିଲେ।ପ୍ରଥମେ ଝିଅ ଟି ଏ କଥା କାହାରି ଆଗରେ ପ୍ରକାଶ କରି ନ ଥିଲେ।
କିନ୍ତୁ ପରେ ଏ ବିଷୟ ରେ ସମସ୍ତଙ୍କୁ କହିଥିଲେ।ଏହା ପରେ ଝିଅ ର ପରିବାର ଲୋକେ ଥାନା ରେ ଅଭିଯୋଗ କରିଥିଲେ।କିନ୍ତୁ ଅଭିଯୁକ୍ତ ଜଣକ ଜଣେ ବିଧାୟକ ହୋଇ ଥିବାରୁ ତାଙ୍କୁ ଗିରଫ କରିବା ସମ୍ଭବ ହୋଇ ନ ଥିଲା।
Special Report
ଦୀର୍ଘ ୨୫ ବର୍ଷ ଧରି ଏହି କେସ ଟି ଚାଲି ଥିଲା।ହେଲେ ତାହାର ସମାଧାନ ହୋଇ ପାରି ନ ଥିଲା।ଏହି ସମୟ ଭିତରେ ଯୁବତୀ ଙ୍କ ପରିବାର କୁ ଅନେକ କଷ୍ଟ ସହିବାକୁ ପଡ଼ିଛି।
ହେଲେ ସେମାନେ ହାର ମାନି ନାହାନ୍ତି।ତାଙ୍କ ଭାଇ ଭଉଣୀ କୁ ନ୍ୟାୟ ଦେବା ପାଇଁ ବହୁତ କଷ୍ଟ କରିଥିଲେ।ଶେଷ ରେ ତାଙ୍କୁ ନ୍ୟାୟ ମିଳିଛି।ବିଧାୟକ ଙ୍କୁ ଗିରଫ କରା ଯାଇଛି।
ତାଙ୍କୁ କଠିନ ରୁ କଠିନ ଦଣ୍ଡ ଦେବା ପାଇଁ କୁହା ଯାଇଛି।ଏଭଳି ଲୋକ ଆମର ଶାସକ ହୋଇ ଆମ ସମସ୍ତ ଙ୍କ ମୁଣ୍ଡ କୁ ତଳକୁ କରିଛନ୍ତି ବୋଲି ଲୋକ ମାନେ କହିଛନ୍ତି।

Advertisement