Updated: May 3, 2024, 07:58 IST

କାନ୍ଦି କାନ୍ଦି କହୁଥିଲା ନବ ବଧୁ ସୀମା... ଛାଡ଼ ମତେ ଦୀପକ, ଆଉ ସହି ପାରୁନି ମ-ରି-ଯି-ବି...

Bb

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଝିଅ ଟି ଏ ଜନ୍ମ ହେଲେ ବାପା ମା କେବଳ ତାକୁ କିଭଳି ପର ଘର କୁ ବିଦା କରିବେ ସେହି କଥା ଭାବି ଥାଆନ୍ତି।ସେହି ଝିଅ ର ମନ ର କଥା କେହି ବୁଝିବାକୁ ଚେଷ୍ଟା ମଧ୍ୟ କରନ୍ତି।ଶେଷ ରେ ଯୌତୁକ ଜୁଇ ରେ ପଡ଼ି ଯାଏ ଝିଅ ର ଜୀବନ।
ଏଭଳି ଏକ ଘଟଣା ବିଷୟ ରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ।ଝିଅ ର ନାମ ସୀମା।ସେ ଗତ ଏକ ମାସ ତଳେ ବିବାହ କରି ଥିଲେ।ତେବେ ଏବେ ତାଙ୍କ ସହିତ ଯାହା ଘଟି ଯାଇଚି ତାହାକୁ ଶୁଣିଲେ ଆପଣ ମାନେ ବିଶ୍ଵାସ କରିବେ ନାହିଁ।
Jj
ସୂଚନା ଅନୁସାରେ ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରେ।ସେଠାରେ ଗତ କିଛି ମାସ ତଳେ ସୀମା ଓ ମୁନା ଙ୍କ ର ବିବାହ ହୋଇ ଥିଲା।ମୁନା ଙ୍କ ଘର ମାଳ ଅଞ୍ଚଳ ରେ ବୋଲି ସୂଚନା ରହିଛି।ତେବେ ବିବାହ ର ଏକ ମାସ ହୋଇ ନ ଥିଲା।
ସୀମା ଙ୍କ ଶାଶୁ ଘର ପକ୍ଷ ରୁ ଆରମ୍ଭ ହୋଇ ଯାଇ ଥିଲା ଅ-ତ୍ୟା-ଚା-ର।ଯୌତୁକ ପାଇଁ ସେମାନେ ନିଜ ବୋହୂ ର ଜୀବନ କୁ ନେଇ ଯାଇ ଥିଲେ।ସେମାନେ ସୀମା ଙ୍କୁ କହିଥିଲେ କି ତୁ ତୋ ବାପଘରୁ ଆଉ ଅଧିକ ଟଙ୍କା ସୁନା ଆଣିବାକୁ।ହେଲେ ସୀମା ରାଜି ହୋଇ ନ ଥିଲେ।
Nn
ତାଙ୍କୁ ନିଜ ବାପଘର କୁ ଫୋନ୍ କରିବାକୁ ମଧ୍ୟ ଦେଉ ନ ଥିଲେ।ଏଥିପାଇଁ ସୀମା ଓ ତାଙ୍କ ସ୍ଵାମୀ ଙ୍କ ମଧ୍ୟରେ ଜୋର୍ ରେ ଝଗଡ଼ା ହେଉ ଥିଲା। ହଟାତ ଦିନେ ଶାଶୁ ଘର ପକ୍ଷ ରୁ ଖବର ଆସି ଥିଲା ସୀମା ଙ୍କ ଦେହ ଅସୁସ୍ଥ ଅଛି।
ଯେତେବେଳେ ସୀମା ଙ୍କ ଭାଇ ତାଙ୍କୁ ଯାଇ ଥିଲେ ଦେଖିବାକୁ ସେତେବେଳେ ତାଙ୍କ ମୃ-ତ ଦେହ ବାହାରେ ପଡ଼ି ଥିଲା।ସେ ଦଉଡ଼ି ଲଗାଇ ଆ-ତ୍ମ-ହ-ତ୍ୟା କରିଛନ୍ତି ବୋଲି ସମସ୍ତେ କହିଲେ।ହେଲେ ତାଙ୍କ ଶରୀର ରେ ମା-ଡ ପଡ଼ିବାର ଦାଗ ସବୁ ରହିଥିଲା।
ଏହା ଦେଖି ତାଙ୍କ ଭାଇ ନିଜ କୁ ଅଟକାଇ ପାରି ନ ଥିଲେ।ସେ ସାଙ୍ଗେ ସାଙ୍ଗେ ଯାଇ ଏ ନେଇ ଥାନା ରେ ଅଭିଯୋଗ କରି ଥିଲେ।କିଛି ଭୁଲ ନ ଥାଇ ତାଙ୍କ ଭଉଣୀ ଙ୍କ ସହ ଏପରି କଲେ ସେହି ନି-ଷ୍ଠୁ-ର ଲୋକ ମାନେ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement