ଭୂମିକମ୍ପ ସାଧାରଣତଃ ଅନେକ ସ୍ଥାନରେ ଦେଖିବାକୁ ମିଳେ । ୯୫% ଲୋକମାନେ ଭୂମିକମ୍ପ ହେବାର ନିଜ ଆଖିରେ ଦେଖିବା ସହ ଜୀବନରେ ଥରେ ହେଲେବି ଅନୁଭବ କରିଚନ୍ତି ।
ତେବେ ଭୂମିକମ୍ପ ଅତ୍ୟଧିକ ମାତ୍ରାରେ ହେଲେ ଧନ ଜୀବନ କ୍ଷୟକ୍ଷତି ହେବା ସହ ଅନେକ ମାତ୍ରାରେ ପରିବେଶ ମଧ୍ୟ ନଷ୍ଟ ହୁଏ । ତେବେ କିଛି ଏହିପରି ଘଟଣା ବର୍ତ୍ତମାନ ଦେଖିବାକୁ ମିଳିଛି ଭାରତର କେରଳରେ । ଏଠାରେ ଭୟଙ୍କର ଭାବରେ ଭୂମିକମ୍ପ ହେବା ଦେଖିବାକୁ ମିଳିଛି ।
ଲୋକମାନେ ଭୁସ୍କଳନ ଦ୍ଵାରା ଅନେକ ଲୋକେ ପ୍ରାଣ ହରାଇଛନ୍ତି ପ୍ରାୟ ୪୦୦ରୁ ଅଧିକ ଲୋକେ ହେବ ମୃ-ତ୍ୟୁ ବରଣ କରିଛନ୍ତି । ତେବେ ଏଠାରେ ଲୋକମାନେ ଅନେକ ପରିମାଣରେ ଚାପି ହୋଇ ରହିଥିବା ବେଳେ ସବୁଆଡେ ଲୋକଙ୍କ ଚିତ୍କାର ଶୁଭୁଚି ।
ଏହି ଭୟଙ୍କର ଶବ୍ଦ ମାନ ଶୁଣିବା ପରେ ଲୋକମାନେ ଭୟଭୀତ ହେବା ସହ କିପରି ଲୋକମାନେ ଉଦ୍ଧାର ହୋଇପାରିବେ ସେହି ବିଷୟରେ ନେଇ ଚିନ୍ତା କରିବା ସହ ଯେଉଁମାନଙ୍କ ଜୀବନ ବଞ୍ଚି ଯାଇଛି ସେମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ଯୋଜନା କରାଯାଇଛି ।
ଏହିପରି ଘଟଣା ଘଟିବା ଦ୍ଵାରା ଲୋକମାନେ ଖୁବ୍ ଭୟଭୀତ ହୋଇ ଅଛନ୍ତି । ପ୍ରକୃତିର ଏମିତି ତାଣ୍ଡବ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଦୁଃଖିତ ମଧ୍ୟ ଅଛନ୍ତି । ଏକା ଥରେ ଏମିତି ଭୟଙ୍କର ଭୂମିକମ୍ପ ହେବାର କେହି ମଧ୍ୟ ଆକଳନ କରି ନଥିଲେ ।
ତେବେ ଏହି ଘଟଣା ସାରା ଭାରତ ତଥା ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛି ଏହି ଘଟଣା ପାଇଁ ସମସ୍ତେ ଦୁଃଖ କରିବା ସହ କିପରି ଫସି ରହିଥିବା ଲୋକଙ୍କୁ ସୁରୁଖରେ ଉଦ୍ଧାର କରାଯିବ ଯୋଜନା କରୁଛନ୍ତି ।
ତେବେ ଏହି ଭୁସ୍କଳନ ଘଟଣାରେ କିଛି ସ୍ଥାନିତ ଲୋକେ ମାଟି ତଳୁ ରହସ୍ୟମୟ ଶବ୍ଦ ବାହାରୁଛି ବୋଲି ନିଜର ମତାମତ ରଖିଛନ୍ତି । ତେବେ ଏହା ସମସ୍ତଙ୍କୁ ଆଶ୍ଚର୍ୟ୍ଯ ଚକିତ କରିବା ସହ ଏହା କେଉଁ ଶବ୍ଦ ବୋଲି ସମସ୍ତେ ଅନୁମାନ କରୁଛନ୍ତି ।
ବର୍ତ୍ତମାନ ସୁଦ୍ଧା ଏହି ରହସ୍ୟମୟ ଶବ୍ଦ ସମ୍ପର୍କରେ କୌଣସି ପ୍ରକୃତ ସତ ଆସିନାହିଁ । ଲୋକମାନେ କିନ୍ତୁ ଭୟଭୀତ ଅଛନ୍ତି ଏହି ଶବ୍ଦ ଶୁଣି ଏବଂ ଜାଣିବାକୁ ଚେଷ୍ଟା କରିଛନ୍ତି ଏହି ରହସ୍ୟମୟ ଶବ୍ଦଟି କାହାର ଅଟେ ବୋଲି ।