Updated: Dec 19, 2023, 10:24 IST

ମୁମ୍ବାଇ ରୁ ଅଧିନାୟକ ପଦ ରୁ ବାହାରିଲା ପରେ ତାତିଲେ ରୋହିତ, ଏବେ ଅମ୍ବାନୀ ତୋ ଟିମ୍ କୁ ମୁଁ ହରେଇବି

Special Report

ନମସ୍କାର ପାଠକ ବନ୍ଧୁ।ଆପଣ ମାଂସ ସମସ୍ତେ ଭାରତୀୟ କ୍ରିକେଟ ଦଳ ରେ ଆଗ ଧାଡ଼ି ର ବ୍ୟାଟସ ମ୍ୟାନ ରୋହିତ ଶର୍ମା ଙ୍କୁ ଭଲ ଭାବେ ଜାଣି ଥିବେ।ତାଙ୍କ ଖେଳ କୁ ଲୋକମାନେ ଖୁବ୍ ପସନ୍ଦ କରନ୍ତି।ହେଲେ ଏବେ ତାଙ୍କ ବିଷୟରେ ଅନେକ କଥା ଶୁଣିବାକୁ ମିଳୁଚି।
Special Report
ଏବେ ସେ ବହୁତ ଚିନ୍ତା ରେ ଅଛନ୍ତି।ମାନସିକ ସ୍ତର ରେ ଏବେ ସେ ଚାପ ଗ୍ରସ୍ତ ଅଛନ୍ତି।ଏହାର କାରଣ ହେଉଛି ବିଶ୍ୱକପ୍ ଫାଇନାଲ ମ୍ୟାଚ।ସେ ଭାରତୀୟ ଦଳ ର ଅଧିନାୟକ।ତାଙ୍କ ଅଧିନାୟକତ୍ଵ ରେ ଭାରତ ଅନେକ ଥର ମ୍ୟାଚ୍ ଜିତିଛି।
ହେଲେ ବିଶ୍ୱକପ ଫାଇନାଲ ମ୍ୟାଚ ହାରିବା ପରେ ତାଙ୍କ ମନ ବହୁତ ଦୁଃଖ ହୋଇ ଯାଇଥିଲା।ସେ ଆଉ ନିଜକୁ ସମ୍ଭାଳି ପାରି ନ ଥିଲେ।ପଡିଆ ମଝିରେ କାନ୍ଦି ପକାଇ ଥିଲେ।ସେହି ଦିନ ଠାରୁ ସେ ମାନସିକ ସ୍ତର ରେ ଠିକ୍ ନାହାନ୍ତି।
ଏହି ସମୟ ରେ ମୁମ୍ବାଇ ଇଣ୍ଡିଆନସ ଦଳ ର ମାଲିକ ତାଙ୍କ ସହିତ ଏପରି କିଛି କରିଛନ୍ତି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।ସେ ଅନେକ ବର୍ଷ ଧରି ମୁମ୍ବାଇ ଦଳ ର ଅଧିନାୟିକ ଅଛନ୍ତି।ସେ ପାଞ୍ଚ ଥରେ ମୁମ୍ବାଇ କୁ ବିଜୟ ଭେଟି ଦେଇଛନ୍ତି।
ହେଲେ ଏବେ ମୁମ୍ବାଇ ଦଳ ର ମାଲିକ ମୁକେଶ ଅମ୍ବାନୀ ତାଙ୍କୁ ଏବେ ଦଳ ର ଅଧିନାୟିକ ପଦ ରୁ ବାହାର କରି ଦେଇଛନ୍ତି।ତାଙ୍କ ସ୍ଥାନ ରେ ଗୁଜୁରାଟ ଦଳ ର ଅଧିନାୟକ ଥିବା ହାର୍ଦିକ ପାଣ୍ଡ୍ୟା ଙ୍କୁ ରଖିଛନ୍ତି।ତାଙ୍କ ର ଏଭଳି କାର୍ଯ୍ୟ କୁ ସମସ୍ତେ ଘୃଣା କରିଛନ୍ତି।
Special Report
ରୋହିତ ଶର୍ମା ଙ୍କ ପ୍ରଶଂସକ ମାନେ ମୁମ୍ବାଇ ଦଳ ର ଜର୍ସି କୁ ରାସ୍ତା କଡ ରେ ଫୋପାଡି ଦେଇଥିଲେ।ଏହା ପରେ ସେଠାରେ ନିଆଁ ଲଗାଇ ଦେଇଥିଲେ। ଏହା ପରେ ତାଙ୍କ ଟୋପି କୁ ମଧ୍ୟ ନିଆଁ ଲଗାଇ ଦେଇଥିଲେ।
ମୁକେଶ ଅମ୍ବାନୀ ରୋହିତ ଶର୍ମା ଙ୍କ ଅଧିନାୟକ ପଦ କାହିଁକି ଛଡାଇ ଦେଲେ ବୋଲି ଏବେ ପ୍ରଶଂସକ ମାନେ ପ୍ରଶ୍ନ କରିଛନ୍ତି।ରୋହିତ ଶର୍ମା ଜଣେ ଭଲ ଖେଳାଳି।
ଏହି ବର୍ଷ ବିଶ୍ୱକପ୍ ରେ ମଧ୍ୟ ସେ ବହୁତ ଭଲ ଖେଳି ଥିଲେ।ତାଙ୍କ ଖେଳ ବଳ ରେ ଭାରତୀୟ ଦଳ ବିଶ୍ୱକପ୍ ଫାଇନାଲ ରେ ପ୍ରବେଶ କରିଥିଲା।କିନ୍ତୁ ସେ ତାଙ୍କ ପଦ ରୁ ବାହାରିବା ପରେ ଲୋକ ଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

Advertisement