Updated: Oct 13, 2023, 18:00 IST

ଆଜ୍ଞା କି କଥା ଦେଖନି, ସବୁ ଙ୍କୁ ସ୍କୁଟି ଦେଲେ ହେଲେ ମତେ ଦେଲେନି... ମୁଁ ଏବେ କଣ କରିବି

Special report

ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଏସ ଏଚ ଜି ମହିଳା ମାନଙ୍କୁ ଯିବା ଆସିବା କରିବା ପାଇଁ ସ୍କୁଟର ପ୍ରଦାନ କରିଛନ୍ତି।ଅନେକ ମହିଳା ଏହା ଦ୍ଵାରା ଉପକୃତ ହୋଇ ଥିବା ବେଳେ କିଛି ମହିଳା ଙ୍କୁ ସ୍କୁଟର ମିଳି ପାରି ନାହିଁ।
Special report
ଏପରି ଜଣେ ମହିଳା ହେଉଛନ୍ତି ସବିତା ବେହେରା।ସେ ସିଆର ପି ପୋଷ୍ଟ ରେ ଅଛନ୍ତି।ହେଲେ କୌଣସି କାରଣ ପାଇଁ ତାଙ୍କୁ ସ୍କୁଟର ପ୍ରଦାନ କରା ଯାଇ ନାହିଁ।ଯେଉଁଥି ପାଇଁ ସେ ଅନେକ ସମସ୍ୟା ର ସମ୍ମୁଖୀନ ହେଲେଣି।
ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ କାଲି ମିଶନ ଶକ୍ତି ସ୍କୁଟର ଯୋଜନା ପ୍ରଣୟନ କରିଥିଲେ।ଅନେକ ମହିଳା ମାନଙ୍କୁ ସ୍କୁଟର ଯୋଗାଇ ଦେଇଛନ୍ତି।ଏହା ଦ୍ବାରା ମା ଭଉଣୀ ମାନେ ଅନେକ ସୁବିଧା ପାଇ ପାରିବେ ବୋଲି ସେ କହିଛନ୍ତି।
ହେଲେ ଏପରି କିଛି ମହିଳା ମାନେ ଅଛନ୍ତି।ଯାହାକୁ ସ୍କୁଟର ମିଳି ପାରି ନାହିଁ।ସେମାନେ ସମସ୍ତେ ତାଙ୍କର ସବୁ ପ୍ରକାର ଡକ୍ୟୁମେଣ୍ଟ ରେ ବ୍ୟାଙ୍କ ରେ ଦେଇଥିଲେ।ହେଲେ ବ୍ୟାଙ୍କ୍ କର୍ମଚାରୀ ମାନେ ତାଙ୍କୁ କହିଥିଲେ କି ତାଙ୍କ ସିଭିଲ ଖରାପ ରହିଛି।
Special report
ସେଥିପାଇଁ ସେମାନଙ୍କୁ ସ୍କୁଟର ଦିଆ ଯାଇ ନ ଥିଲା।ଏବେ ସେହି ଉକ୍ତ ଚାରି ଜଣ ମହିଳା ଜିଲ୍ଲାପାଳ ଙ୍କ ଅଫିସ ନିକଟ କୁ ଆସିଛନ୍ତି।ଜିଲ୍ଲାପାଳ ଙ୍କୁ ଜଣାଇବେ କି କଣ ପାଇଁ ତାଙ୍କୁ ସ୍କୁଟର ଦିଆ ଗଲା ନାହିଁ।
ମହିଳା ଜଣକ ଆହୁରି ମଧ୍ୟ କହିଛନ୍ତି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଏଭଳି କାର୍ଯ୍ୟ ପ୍ରଶଂସନୀୟ।ଏହା ଦ୍ବାରା ଅନେକ ମହିଳା ଉପକୃତ ହେବେ।ଯେଉଁ ମାନେ ଘର ଠାରୁ ଅଧିକ ଦୂର ରେ ଚାକିରି କରି ଥିଲେ।ସେମାନଙ୍କ ପାଇଁ ଏହା ଭଲ ରୂପେ କାର୍ଯ୍ୟ କରିବ।
ଘରୁ ଯିବା ଆସିବା ପାଇଁ ଆଗରୁ ବହୁ ଅସୁବିଧା ର ସମ୍ମୁଖୀନ ହେଉ ଥିଲୁ।ସ୍କୁଟର ହେବା ଦ୍ବାରା ଏବେ ସେ ସମସ୍ୟା ଦୂରେଇ ଗଲା।ଜିଲ୍ଲା ପାଳ ଙ୍କୁ କହି ଖୁବ୍ ଶୀଘ୍ର ଏ ସମସ୍ୟା ର ସମାଧାନ କରିବାକୁ ଚେଷ୍ଟା କରିବୁ।ଓ ସେହି ମହିଳା ମାନଙ୍କୁ ସ୍କୁଟର ମିଳି ପାରିବ ବୋଲି ଆଶା କରା ଯାଉଛି।

Advertisement