Updated: Jun 18, 2024, 18:06 IST

ମୁଁହ ଖୋଲିଲେ ମୋନାଲିସା ଦେଖନ୍ତୁ ଖୋଲିଲେ ପୋଲ ସାମ୍ନାକୁ ଆସିଲା ସାଙ୍ଘାତିକ ଖବର

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ବିଜେଡି ଦଳକୁ ନେଇ ଆସିଥିବା ଖବର ଜାଣିପାରିବେ । ଏବେ ଜଣେ ମହିଳା ଯିଏ ହେଉଛନ୍ତି ଜଣେ ସମାଜସେବୀ ସେ ବିଜେଡି ଦଳକୁ ନେଇ ଅନେକ କଥା କହିଛନ୍ତି । ଏହି ମହିଳା ଜଣକ ନାମ ହେଉଛି ମୋନାଲିସା ଗନ୍ତାୟତ । ସେ ଅନେକ କଥା କହିଛନ୍ତି ।
ସେ ବିଜୁ ଜନତା ଦଳରେ ଏକ ବର୍ଷ ହେବ ଥିଲେ । ଆଉ ଅନେକ ନେତା ବିଜୁ ଜନତା ଦଳରେ ଅଛନ୍ତି । ସେ ସବୁବେଳେ ଲୋକଙ୍କ ପାଇଁ କାମ କରିବେ ବୋଲି ଭାବିଥିଲେ । ଦଳରେ ଯେଉଁ ମାନଙ୍କର ଅଭିଜ୍ଞତା ଅଛି ସେମାନଙ୍କୁ ସୁଯୋଗ ଦିଆଯାଉଛି ବା ଯେଉଁମାନେ କିଛି ଜାଣି ନାହାଁନ୍ତି
ତାଙ୍କୁ ସୁଯୋଗ ମିଳୁଛି ଏହା ଉପରେ ଅନେକ କଥା ଆସିଥିଲା । ୨୦୨୪ ମସିହା ନିର୍ବାଚନ ଆପଣ ଦେଖିଲେ ଅନେକ କଥା ଜାଣିପାରିବେ । ନବୀନ ପଟ୍ଟନାୟକଙ୍କ ପାଇଁ ଓଡ଼ିଶାବାସୀଙ୍କ ହୃଦୟରେ ଏକ ସ୍ଥାନ ଅଛି । 
Special report
ଯଦି ୨୦୨୪ ମସିହାରେ ବିଜେଡି ଦଳ ଜିତିଥିଲେ ଏହା ଭି କେ ପାଣ୍ଡିଆନ ସାରଙ୍କ ଦ୍ଵାରା ସମ୍ଭବ ହୋଇଥାନ୍ତା ବୋଲି ଜଣାପଡି ଥାଆନ୍ତା । ଆଉ ଆଜି ହରିଗଲା ପରେ ସବୁ ଦୋଷ ତାଙ୍କ ଉପରେ ଦିଆଯାଉଛି । ଏହି ସବୁ କଥାକୁ ନେଇ ମୋନାଲିସା ଖୁଲାସା କରିଛନ୍ତି ।
ସେ ନିର୍ବାଚନ ପ୍ରାର୍ଥୀ ଭୁଲ କରିଲେ ବୋଲି କହିଛନ୍ତି । ୨୦୨୪ ମସିହା ନିର୍ବାଚନ ପୁରା ଦୁର୍ବଳ ସ୍ଥିତିରେ ହୋଇଥିଲା । ବିଜେଡି ଦଳ ଅପେକ୍ଷା ବିଜେପି ଦଳ ଅଧିକ ଭଲ ଥିଲା । ଆଉ ବିଜେପି ଦଳ ସବୁବେଳେ ଆଗୁଆ ରହୁଥିଲା । 
ଭି କେ ପାଣ୍ଡିଆନ କାହିଁକି ଏଭଳି କରିଲେ । ସେ ଯଦି ଜାଣିଥିଲେ ତାଙ୍କ ଉପରେ ଓଡ଼ିଶାବାସୀଙ୍କ ଭଲପାଇବା ନାହିଁ ସେ କାହିଁକି ଏଭଳି କରିଥିଲେ । ଏବେ ସବୁ କ୍ଷତି ହୋଇଛି । ଯେଉଁ ବିଜେଡି ଦଳ ଏତେ ବର୍ଷ ହେଲା ତିଆରି ହୋଇଥିଲା ସେ ଭାଙ୍ଗି ଯିବା ବହୁତ କଷ୍ଟ ।
ଏବେ ବିଜେପି ଦଳ ଜିତି ଯାଇଛି ଆଉ ବିଜେଡି ଦଳ ହାରି ଯିବା ପଛରେ ଦାୟୀ ହେଉଛି ଭି କେ ପାଣ୍ଡିଆନ ଦାୟୀ ବୋଲି ଜଣାପଡିଛି । ମୋନାଲିସା ଭି କେ ପାଣ୍ଡିଆନଙ୍କୁ କହିଛନ୍ତି ଆସନ୍ତୁ ଆଉ ତାଙ୍କ ସହିତ କଥା ହୁଅନ୍ତୁ ତାଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ । ଏଭଳି ଅନେକ କଥା ମୋନାଲିସା କହିଛନ୍ତି ।

Advertisement