Updated: Dec 26, 2023, 23:20 IST

ମୁଁହ ଖୋଲିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ!! ଦେଖନ୍ତୁ କଣ କହିଲେ ମିଡିଆରେ ସିଧା ସିଧା ଟାର୍ଗେଟ କରି

Special Report

ନମସ୍କାର ପାଠକ ବନ୍ଧୁ।ମୁହଁ ଖୋଲିଲେ ବର୍ଷା ପ୍ରିୟଦର୍ଶିନୀ।ଦୀର୍ଘ ଦିନ ର ଅପେକ୍ଷା ର ଅନ୍ତ ଘଟାଇ ପୁଣି ଥରେ ମୁହଁ ଖୋଲିଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଙ୍କ ସହିତ ଛାଡ ପତ୍ର କୁ ନେଇ ଗତ ତିନି ବର୍ଷ ହେଲାଣି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଚର୍ଚ୍ଚା ରେ ଥିଲେ।
Special Report
ଏହି କିଛି ଦିନ ତଳେ କଟକ ପାରିବାରିକ କୋର୍ଟ ତାଙ୍କ ଛାଡ ପତ୍ର ମାମଲା କୁ ଖାରଜ କରି ଦେଇ ଥିଲେ।ଯାହାକୁ ନେଇ ବର୍ଷା ପ୍ରିୟଦର୍ଶିନୀ ବହୁତ ଖୁସି ହୋଇ ଯାଇଥିଲେ।
ଏହା ପରେ ସେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଭଗବାନ ଙ୍କୁ ଦର୍ଶନ କରିଥିଲେ।ନିଜ ସୋସିଆଲ ମିଡ଼ିଆ ରେ ଗୋଟିଏ ଲେଖା ପୋଷ୍ଟ କରିଥିଲେ।ସେଥିରେ ସେ ଲେଖିଥିଲେ କି ଗତ ତିନି ବର୍ଷ ଭିତରେ ମୋ ଚରିତ୍ର କୁ ନେଇ ଅନେକ କଥା କୁହା ଯାଇଛି।
ଏବେ ମଧ୍ୟ କୁହା ଯାଇଛି।ମୋ ପରିବାର ନାମ ରେ ମୋ ନାମ ରେ ଗଣ ମାଧ୍ୟମ ଆଗରେ ଖରାପ କଥା କୁହା ଯାଇଛି।ମୁଁ ଏ ସବୁ ସହି ଯାଇ ଥିଲି।କେବଳ ଧର୍ମ କୁ ଅପେକ୍ଷା କରି ରହିଥିଲି।ମୁଁ ଜାଣି ଥିଲି ମୋ ଭଗବାନ ମୋ ସହିତ ଅଛନ୍ତି।
Special Report
ମୋ ପରିବାର ଓ ମୋ ମା ଏଥିରେ ବହୁତ ସାହାର୍ଯ୍ୟ କରିଛନ୍ତି।ସେ ମୋ ପାଖରେ ସବୁବେଳେ ରହିଛନ୍ତି।ଏହି ସମୟ ଗୁଡ଼ିକ ମୋତେ ବହୁତ କଷ୍ଟ ଦେଇଥିଲା।ହେଲେ ଏବେ ମୋତେ ନ୍ୟାୟ ମିଳିଛି।ସତ୍ୟ ର ବିଜୟ ହୋଇଛି।
ଆମେ ଏଠାରେ କହି ଦେବାକୁ ଚାହୁଁଚୁ କି ଏହି ପୋଷ୍ଟ ଟି ହେଉଛି ଯେତେବେଳେ ବର୍ଷା ପ୍ରିୟଦର୍ଶିନୀ କଟକ ପାରିବାରିକ କୋର୍ଟ ରୁ ନ୍ୟାୟ ପାଇ ଥିଲେ।ତାଙ୍କ ଅଭିଯୋଗ କୁ ଖାରଜ ହୋଇଥିଲା।ସେଥିରେ ସେ ବହୁତ ଖୁସି ହୋଇ ଯାଇଥିଲେ।
Special report
ହେଲେ ଏବେ ଉଭୟ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ଙ୍କ ବିବାହ ବିଚ୍ଛେଦ ପାଇଁ କଟକ ହାଇ କୋର୍ଟ ଅନୁମତି ଦେଇ ସାରିଛନ୍ତି।କିନ୍ତୁ ଏ ଯାଏଁ ବର୍ଷା ପ୍ରିୟଦର୍ଶିନୀ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ କୌଣସି ପୋଷ୍ଟ କରା ଯାଇ ନାହିଁ।
ବର୍ଷା ଙ୍କ ର ପ୍ରତିଟି ପ୍ରଶଂସକ ମାନେ ତାଙ୍କ କଥା କୁ ଏବେ ଅପେକ୍ଷା କରି ରହିଛନ୍ତି।ଏବେ ଦେଖିବାକୁ ବାକି ରହିଲା କେବେ ବର୍ଷା ପ୍ରିୟଦର୍ଶିନୀ ଗଣ ମାଧ୍ୟମ ଆଗରେ ମୁହଁ ଖୋଲୁ ଛନ୍ତି।

Advertisement