ନମସ୍କାର ପାଠ୍ୟକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।

ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ।
ବନ୍ଧୁଗଣ ଅନୁଭବ ମହାନ୍ତି ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, "ଗତବର୍ଷ ତାଙ୍କ ଜନ୍ମ ଦିନରେ ବାପା ତାଙ୍କ ସହିତ ପରିବାରର ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ।" ତାଙ୍କ ବାପା କହିଥିଲେ- "ମୋର ଯଦି କିଛି ହୋଇଯାଏ ବିଚାରାଧୀନ ଚଳଚିତ୍ର ପ୍ରୋଜେକ୍ଟ ଗୁଡ଼ିକ ସମାପ୍ତ କରିବା ଏବଂ ଲୋକଙ୍କ ସେବା କରିବା କିମ୍ୱା

ଜୀବନର ସମସ୍ତ କ୍ଷେତ୍ରରେ ଆଗକୁ ବଢ଼ିବାରୁ ନିଜକୁ ନରୋକିବା ଅନୁଭବଙ୍କ ଠାରୁ ତାଙ୍କ ବାପା ପ୍ରତିଶ୍ରୁତି ନେଇଥିଲେ। ଅନୁଭବ ତାଙ୍କ ବାପାଙ୍କୁ କଥା ମଧ୍ୟ ଦେଇଥିଲେ।" ଅନୁଭବଙ୍କ ଠାରୁ ତାଙ୍କ ବାପା ଏଥିପାଇଁ ପ୍ରତିଶୃତି ନେଇଥିଲେ କି ସେ ଜାଣିଥିଲେ ଯେ ତାଙ୍କ ପୁଅ ଏମିତି କିଛି ପରିସ୍ଥିତିକୁ ସାମ୍ନା କରିବେ ବୋଲି।
ଅନୁଭବ ମଧ୍ୟ ତାଙ୍କ ବାପାଙ୍କ ଖୁସି ପାଇଁ ସେ ତାଙ୍କ ବାପାଙ୍କ କଥା ମାନିଛନ୍ତି। ଏବଂ ଅନୁଭବଙ୍କ ପରିବାର ମଧ୍ୟ ତାଙ୍କ ସହିତ ଅଛନ୍ତି। ଅନୁଭବ ମହାନ୍ତି ଏହିସବୁ କଥା ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଅନୁଭବ ତାଙ୍କ ବାପା ମୃ-ତ୍ୟୁ ପରେ ସେ ଲଣ୍ଡା ହୋଇନଥିଲେ।

ଯେଉଁଥିପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା ହୋଇଥିଲା। ଯାହାପରେଅନୁଭବ ମହାନ୍ତି ପୋଷ୍ଟରେ ଏଭଳି କିଛି ଲେଖିଛନ୍ତି। ଅନୁଭବ ମହାନ୍ତି ମଧ୍ୟ ଆହୁରି ଲେଖିଛନ୍ତି କି, "ବାପା ତୁମର ସମସ୍ତ ଆଇନଗତ ଅଧିକାର ଯେଉଁଥିରୁ ତୁମକୁ ଉଦ୍ଦେଶ୍ୟମୂଳକ ଭାବରେ ବଞ୍ଚିତ ଓ ବାରମ୍ଵାର ଅପମାନିତ କରାଯାଉଛି।

ଅନୁଭବ ତାଙ୍କ ବାପାଙ୍କୁ କହିଛନ୍ତି ତମେ ସେସବୁ ସମ୍ମାନ ଫେରି ପାଇବ ବାପା। ତୁମ ବିରୁଦ୍ଧରେ ପ୍ରତ୍ୟେକ ମିଥ୍ୟା ତଥ୍ୟ ଭୁଲ ପ୍ରମାଣିତ ହେବ ବୋଲି ଲେଖିଛନ୍ତି ଅନୁଭବ। ଆଉ ଯେଉଁ ମାନେ ଏହି ଷଡ଼ଯନ୍ତ୍ର ପଛରେ ଅଛନ୍ତି ସେମାନେ ତୁମକୁ କ୍ଷମା ମାଗିବେ ବୋଲି ଲେଖିଛନ୍ତି ଅନୁଭବ।"
ସୋସିଆଲ ମିଡିଆରେ ବାପାଙ୍କୁ ନେଇ ଏମିତି କିଛି କହିଦେଇଛନ୍ତି ଅନୁଭବ ମହାନ୍ତି। ବାପାଙ୍କ ମୃ-ତ୍ୟୁର ୧୫ ଦିନ ପରେ ସୋସିଆଲ ମିଡିଆରେ ନିଜର ମନର ଦୁଃଖ ପୋଷ୍ଟ କରିଛନ୍ତି ଅନୁଭବ। ଅନୁଭବ ତାଙ୍କ ବାପା ବହୁତ ଭଲ ପାଆନ୍ତି ବୋଲି ଏହି ପୋଷ୍ଟରୁ ହିଁ ଜଣା ପଡିଯାଉଛି।