Updated: Jan 6, 2024, 12:02 IST

ଶେଷରେ ମୁଁହ ଖୋଲିଲେ ଅନୁଭବ - ଭାରି ଭଲ ଝିଅ ବର୍ଷା ହେଲେ ଏବେ ଯୋଉ ଭଳିଆ ସିନ୍ଦୂର ପିନ୍ଧୁଛନ୍ତି ମୁ ପାଖରେ ଥିଲା ବେଳେ ପିନ୍ଧନ୍ତିନି

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଅନୁଭବ ମହାନ୍ତି ଙ୍କ ମନ ର କଥା ସମ୍ପର୍କରେ ଆପଣ ମାନଙ୍କୁ କହିବାକୁ ଯାଉଛୁ। ସେ ମନେ ମନେ କହୁଥିବେ କି ବର୍ଷା ଙ୍କ ଜୀବନରେ ଆଉ କେବେ ହେଲେ ମଧ୍ୟ ଝଡ଼ ହୋଇ ଆସିବେ ନାହିଁ।
Special Report
ଯଦି ତାଙ୍କର ସ୍ତ୍ରୀ ଥାଉ ଥାଉ ସେ ସ୍ତ୍ରୀ ର ସୁଖ ପାଇ ପାରିଲେ ନାହିଁ ତେବେ ଆଉ ସେ ତାଙ୍କର ସ୍ତ୍ରୀ ବର୍ଷାଙ୍କୁ କାହିଁକି ରଖିବେ। ଯୋଉଠି ଶରୀର କୁ ନେଇ ସମ୍ପର୍କ ନାହିଁ ସେମାନେ ହେଉଛନ୍ତି ଭାଇ ଭଉଣୀ।
ବର୍ଷାଙ୍କ ଭଲ ପାଇବା କେବଳ ସିନେମାର ଗୀତରେ ଗୀତ ରେ ହିଁ ରହିଗଲା। ତାଙ୍କର ସ୍ତ୍ରୀ ପଣିଆ ମଧ୍ଯ ସେହି ଫିଲ୍ମ୍ ରେ ହିଁ ରହି ଯାଇଥିଲା। ସେମାନେ କେବଳ ଫିଲ୍ମ୍ ପାଇଁ ହିଁ ପର୍ଫେକ୍ଟ ଯୋଡ଼ି ହେଲେ ରିୟଲ ଲାଇଫ ରେ
ସେମାନେ ଆଦୌ ହେଲେ ମଧ୍ୟ ଭଲ ଯୋଡି ନୁହନ୍ତି। ସନ୍ଦେହ ହିଁ ଗୋଟେ ଭଲ ସମ୍ପର୍କକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରି ଦେଇଥାଏ।ସେହିଭଳି ଭାବରେ ହିଁ ଅନୁଭବ ଓ ବର୍ଷାଙ୍କ ସମ୍ପର୍କ ଏବେ ନଷ୍ଟ ହୋଇ ସାରିଛି।
Special Report
ବର୍ଷା ଙ୍କୁ କହିବା ପାଇଁ ତାଙ୍କ ମନ ଭିତରେ ଅନେକ କଥା ରହିଛି ହେଲେ ସେ ସବୁ କଥାକୁ ଅନୁଭବ କହି ପାରୁ ନାହାଁନ୍ତି। ବର୍ଷା ଉଚ୍ଚ ଶିକ୍ଷିତା ସହ ଖୁବ ବୁଦ୍ଧିମତୀ ମଧ୍ଯ। ହେଲେ ସ୍ୱାମୀ ସ୍ତ୍ରୀ ର ସେହି ପବିତ୍ର ସମ୍ପର୍କକୁ ସେ ଜାଣିପାରି ନଥିଲେ।
ବର୍ଷା ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ରେ ସ୍ୱାମୀ ସମ୍ମୁଖରେ ସ୍ତ୍ରୀ କୁ କଣ ସମ୍ପର୍ପଣ କରିବାକୁ ହୁଏ ତାହା ମଧ୍ୟ ସେ ଜାଣିପାରି ନଥିଲେ। ସେଥିପାଇଁ ଅନୁଭବ ଯଦି ସ୍ୱାମୀର ସୁଖ ପାଇ ପାରୁ ନାହାଁନ୍ତି ତେବେ ସେ ସ୍ତ୍ରୀ କରି ରଖିବେ କାହିଁକି।
ସ୍ତ୍ରୀ ହୋଇ ମଧ୍ଯ ବର୍ଷା ଅନୁଭବ ଙ୍କୁ ସନ୍ତୁଷ୍ଟ କରି ପାରିଲେନି। ସେଥିପାଇଁ ଆଜି ବୋଧ ହୁଏ ଅନୁଭବ ଓ ବର୍ଷାଙ୍କ ଅବସ୍ଥା ଏଭଳି ପରିସ୍ଥିତି ରେ ଆସି ପହଞ୍ଚିଛି।
ଏହି ଘଟଣା ସଂପର୍କରେ ବୋଧ ହୁଏ ଅନୁଭବ ଏଭଳି ହିଁ କିଛି ମନେ ମନେ ଭାବୁ ଥିବେ। ତେବେ ଏହି ଘଟଣା ପ୍ରତି ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଭୁଲି ଯିବେ ନାହିଁ।

Advertisement