Dec 2, 2023, 17:16 IST

ମୁଁହ ଖୋଲିଲେ ଅଭିନେତ୍ରୀ ରାଣୀ ପଣ୍ଡା ଦେଖନ୍ତୁ କହିଲେ ନିଜ ମନର କଥା ଦେଖନ୍ତୁ କାହାକୁ ସିଧା ସଳଖ କଲେ ଟାର୍ଗେଟ

Special Report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ସୋସିଆଲ ମିଡିଆ ଦ୍ଵାରା ଜାଣି ପାରୁଛନ୍ତି । ଯାତ୍ରା ଜଗତର ଖବର ଏବଂ ଯାତ୍ରା ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ମଧ୍ୟ ଆସୁଥିବା ଖବର ଏହି ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଥିବେ ।
Special Report
ଆପଣମାନେ ସମସ୍ତେ ଅଭିନେତ୍ରୀ ରାନୀ ପଣ୍ଡାଙ୍କୁ ତ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି । ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା ପ୍ରେମକୁ ନେଇ କିଛି କହିଛନ୍ତି ।
ଏହି ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ଏବେ ପ୍ରେମକୁ ନେଇ କିଛି କଥା କହିଥିବାର ନଜର ଆସିଛନ୍ତି । ସେ କହିଛନ୍ତି, ତାଙ୍କ ଜୀବନରେ ପ୍ରେମ କରିବାକୁ ଜଣେ କେହି ଆସିଥିଲେ ।
Special Report
ଯିଏ ତାଙ୍କୁ ପ୍ରେମ କରିବାକୁ ଆସିଥିଲେ ସେ ତାଙ୍କୁ ବରବାଦ କରି ଦେଇଛନ୍ତି । ଅଭିନେତ୍ରୀ ରାନୀ ପଣ୍ଡା ତାଙ୍କ ଜୀବନର କିଛି ଅକୁହା କଥା ଆଜି ଏହି ଭିଡିଓ ମାଧ୍ୟମରେ କହିଛନ୍ତି । ପ୍ରେମକୁ ନେଇ ରାନୀ ପଣ୍ଡା ନ କହି ନ କହି ଅନେକ କଥା କହି ଦେଇଛନ୍ତି । 
ସେ କହିଛନ୍ତି, ବର୍ଷ ବର୍ଷ କାଳ ପୁଅମାନେ ଭଲ ପାଆନ୍ତି ଆଉ ଯେତେବେଳେ ବିବାହ କଥା କହିବ ସେମାନେ ସେତେବେଳେ ବାହାନା ଖୋଜିବେ କେଉଁଭଳି ଭାବରେ ଦୂରେଇ ଯିବେ ।
Special Report
ସେମାନେ ଭଲପାଆନ୍ତି କିନ୍ତୁ ଜୀବନସାଥି କରିବାକୁ କେବେ ସେମାନେ ଭାବନ୍ତି ନାହିଁ । ପୁଅମାନେ ଭଲ ପାଇବେ ଆଉ ଜୀବନକୁ ନଷ୍ଟ କରିଦେବେ । ଆଉ ଏକା କରି ଚାଲିଯିବେ । ବିବାହ ନାଁ କହିଲା ମାତ୍ରକେ ସେମାନେ ଅଲଗା ହେବାକୁ ଚାହାନ୍ତି । ସେମାନେ ଅନେକ କଥା କହି ଦୂରେଇ ଯିବେ ।
ଆଉ ଝିଅମାନେ ଏ ଆଖି ଆଉ ସେ ଆଖି ଲୁହ ଭିଜେଇ ଭିଜେଇ ରହିବ । ତକିଆ ଦେଇ କାନ୍ଦିବ । କିଛି କ୍ଷତି ତ ପ୍ରେମିକର କରିପାରିବ ନାହିଁ ସେ ଯେଉଁଠି ବାହା ହେଉ ଭଲରେ ରହୁ । ଆଜିକାଲି ଯୁଗରେ ପୁଅମାନେ ଝିଅମାନଙ୍କୁ ଭଲପାଇ ଏଭଳି ସବୁ କରୁଛନ୍ତି । ପୁଅମାନେ ଝିଅଙ୍କ ଜୀବନକୁ ଆସି ବରବାଦ୍ କରି ଦିଅନ୍ତି।
ଝିଅମାନଙ୍କୁ ଏଭଳି କଷ୍ଟ ଦେଇ ପୁଅମାନେ ଅଲଗା କରି ଦେଉଛନ୍ତି ଯାହାକୁ ନେଇ ଏବେ ଅଭିନେତ୍ରୀ ରାନୀ ପଣ୍ଡା କହିଛନ୍ତି । ତାଙ୍କ ଜୀବନର ଅନେକ ଅକୁଆ କଥା ସେ କହି ଦେଇଛନ୍ତି । ଆଉ ଏହାସହ କହିଛନ୍ତି ଯେଉଁ ପୁଅ ଆପଣଙ୍କ ଜୀବନ ବରବାଦ୍ କରିବାକୁ ଆସୁଛି ସେହି ପୁଅଙ୍କ ଠାରୁ ଦୂରେଇ ରୁହନ୍ତୁ ।

Advertisement