ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରୀରେ ଅନେକ କଳାକାର ମାନେ ନିଜର ଦମଦାର ଅଭିନୟ ଜରିଆରେ ଲୋକ ମାନଙ୍କ ହୃଦୟରେ ଘର କରି ବସିଲେଣି, କିନ୍ତୁ ସେହି ସେଲିବ୍ରେଟି ମାନଙ୍କ ମଧ୍ୟରୁ କିଛି ବିଶେଷ ଅଭିନେତା ତଥା ଅଭିନେତ୍ରୀ ମାନେ ଦର୍ଶକ ମାନଙ୍କ ଗହଣରେ ସୋସିଆଲ ମିଡିଆ ମାଧ୍ୟମରେ ଚର୍ଚ୍ଚାରେ ରହି ଆସନ୍ତି।
ତେବେ ରାଣୀ ପଣ୍ଡାକୁ ନେଇ ବର୍ତ୍ତମାନ ଦୁନିଆରେ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଆପଣ ମାନେ ଅନେକ ସମୟରେ ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ସବୁବେଳେ ବିବାଦ ଘେର ଭିତରେ ଦେଖି ଆସୁଥିବେ।
କିଛି ନା କିଛି କାରଣ ନିମନ୍ତେ ଲୋକେ ତାଙ୍କୁ ପସନ୍ଦ କରିବା ସହିତ କିଛି ଲୋକେ ତାଙ୍କୁ ନାନା ପ୍ରକାରର କଥା କହିଥାନ୍ତି। କିନ୍ତୁ ରାଣୀ ପଣ୍ଡା କାହାକୁ ଖାତିର କରନ୍ତି ନାହିଁ।
ତେବେ ବନ୍ଧୁଗଣ ବର୍ତ୍ତମାନ ରାଣୀ ପଣ୍ଡା ଗଣମାଧ୍ୟମ ସାକ୍ଷାତକାରରେ କହିଛନ୍ତି, ସେ ତାଙ୍କ ଜୀବନରେ ଅନେକ ପିଲାଙ୍କୁ ପ୍ରେମ କରିଥିଲେ। କିନ୍ତୁ ସେ ହୃଦୟରୁ ଭଲ ପାଉଥିଲେ କେବଳ ଜଣଙ୍କୁ। ତାଙ୍କ ସହିତ ରାଣୀ ପଣ୍ଡାଙ୍କ ୫ ବର୍ଷର ସଂପର୍କ ଥିଲା।
ଏହାପରେ ସେହି ପୁଅ ଜଣଙ୍କ କେହି ଘରେ ରାଜି ହେଲେ ନାହିଁ। ଘର କଥାରେ ଲୁଚୁକି ବାହା ହେଇଯାଇଥିଲେ। ଏହାପରେ ରାଣୀ ପଣ୍ଡା ଦ୍ୱିତୀୟ ଥର ଆଉ ଜଣେ ପୁଅ ସହ ୭ ବର୍ଷ ପ୍ରେମ ସମ୍ପର୍କରେ ରହିଥିଲେ।
କିନ୍ତୁ ସେହି ପିଲା ଜଣଙ୍କ ରାଣୀ ପଣ୍ଡାଙ୍କୁ କହିଥିଲେ ଯେ ସମାଜ ସେବା ନ କରିବା ପାଇଁ। ବାହାଘର ପରେ ଘରୁ ବାହାରକୁ ମଧ୍ୟ ନବାହାରିବା ପାଇଁ ରାଣୀ ପଣ୍ଡାଙ୍କ ଦ୍ୱିତୀୟ ପ୍ରେମିକ କହିଥିଲେ।
ହେଲେ ପ୍ରେମ ପାଇଁ ପରିବର୍ତ୍ତନ ହୋଇଥିଲେ ରାଣୀ ପଣ୍ଡା କିନ୍ତୁ ପ୍ରେମ ତାଙ୍କୁ ଛାଡ଼ି ଚାଲିଗଲା। ତେବେ ରାଣୀ ପଣ୍ଡା ସମୟକୁ ଅପେକ୍ଷା କରୁଛନ୍ତି। ଯାହାକି ସେହି ପିଲାର ଉନ୍ନତି ନା ଅବନ୍ନତି ହେଉଛି।
ତେଣୁ ବାହାଘରକୁ ନେଇ ରାଣୀ ପଣ୍ଡା କୌଣସି ସ୍ବପ୍ନ ଦେଖି ନାହାନ୍ତି। ଯଦି ଉପର ବାଲାଙ୍କ ଅଶ୍ରିବାଦ ଥିବ ତାହାଲେ ରାଣୀ ପଣ୍ଡା ବିବାହ କରି ପାରିବେ। ନହେଲେ ରାଣୀ ପଣ୍ଡା ସେହି ପିଲାକୁ ହୃଦୟରେ ମନେ ରଖି ରହିଯିବେ ବୋଲି କହିଛନ୍ତି।