Dec 3, 2023, 15:04 IST

ମୁଁହ ଖୋଲିଲେ ପାକିସ୍ତାନରୁ ଚାଲି ଆସିଥିବା ସୀମା ହାଇଦରଙ୍କ ସ୍ଵାମୀ ଦେଖନ୍ତୁ କଣ ଦେଲେ ସୀମାଙ୍କ ମୁହଁରେ କଡ଼ା ଜବାବ

Special Report

ନମସ୍କାର ପାଠକ ବନ୍ଧୁ।ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ପାକିସ୍ଥାନୀ ଝିଅ ସୀମା ହାଇଦର।ଆପଣ ମାନେ ସମସ୍ତେ ଜାଣି ଥିବେ ଗତ ମେ ମାସ ଦଶ ତାରିଖ ଦିନ ସୀମା ହାଇଦର ପାକିସ୍ତାନ ରୁ ନିଜ ଚାରି ପିଲା ଙ୍କ ସହିତ ଭାରତ କୁ ଲୁଚି ଚାଲି ଆସିଥିଲେ।
Special Report
ତାଙ୍କ ର ପବଜି ଖେଳ ରେ ଭାରତ ର ଯୁବକ ସଚିନ ଙ୍କ ସହିତ ଦେଖା ହୋଇ ଥିଲା।ପରେ ଉଭୟ ପ୍ରେମ କରିବାକୁ ଲାଗିଲେ।ସୀମା ହାଇଦର ଆଗରୁ ବିବାହିତ ଥିଲେ।ତାଙ୍କର ଚାରିଟି ସନ୍ତାନ ମଧ୍ୟ ରହିଛି।
Special Report
ସେ ନେପାଳ ରାସ୍ତା ଦେଇ ଭାରତ ରେ ଲୁଚି ପ୍ରବେଶ କରିଥିଲେ।ଏହା ପରେ ତାଙ୍କୁ ପୋଲିସ ଗିରଫ କରି କିଛି ଦିନ ଜେଲ ରେ ରଖି ଥିଲେ।ଏବେ ପୁଣି ଥରେ ତାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି।
ଆଗରୁ ତାଙ୍କ ସ୍ବାମୀ ଗୁଲାମ୍ ହାଇଦର କହିଥିଲେ କି ସୀମା ତମେ ପାକିସ୍ତାନ ଫେରି ଆସ।ଏବେ କିନ୍ତୁ ସେ କହୁଛନ୍ତି କି ସୀମା ତମେ ଭାରତ ରେ ରୁହ କି ଯେଉଁ ଠାରେ ରୁହ ମୋତେ କିଛି ବି ଫରକ୍ ପଡୁ ନାହିଁ।ତମେ ମୋର ଚାରି ପିଲା ଙ୍କୁ ଦେଇ ଦିଅ।
Special Report
ସୂଚନା ଅନୁସାରେ ସୀମା ହାଇଦର ଓ ତାଙ୍କ ପୂର୍ବତନ ସ୍ଵାମୀ ଗୁଲାମ ହାଇଦର ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି।ଚାରି ବର୍ଷ ପରେ ଏବେ ଗୁଲାମ୍ ନିଜ ଦେଶ କୁ ଫେରିଛନ୍ତି।ସେ ଆଗରୁ ସାଉଦି ଆରବ ରେ ଚାକିରି କରି ଥିଲେ।
Special Report
ଚାରି ବର୍ଷ ହେଲାଣି ସେ ବାହାରେ ରହି କାମ କରୁଥିଲେ।ନିଜ ପିଲା ଓ ସ୍ତ୍ରୀ ଙ୍କ କଥା ମନେ ପକାଉ ନ ଥିଲେ।ତାଙ୍କୁ ସମୟ ଦେଇ ପାରୁ ନ ଥିଲେ।ଯାହା ଫଳ ରେ ଉଭୟ ଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଥିଲା।
ଶେଷ ରେ ସୀମା ଭାରତୀୟ ଯୁବକ ସଚିନ ଙ୍କ ପ୍ରେମ ରେ ପଡ଼ି ଯାଇଥିଲେ।ତାଙ୍କ ପାଇଁ ସେ ପାକିସ୍ତାନ ରୁ ଭାରତ କୁ ଚାଲି ଆସିଲେ।ଏବେ ଗୁଲାମ ନିଜ ପିଲା ଙ୍କୁ ଫେରାଇ ଦେବା ପାଇଁ ସୀମା ଓ ଭାରତ ସରକାର ଙ୍କ ନିକଟ ରେ ଅନୁରୋଧ କରିଛନ୍ତି।ଏବେ ଦେଖିବାକୁ ବାକି ରହିଲା ଆଗକୁ ଘଟଣା ଟି କେଉଁ ମୋଡ ନେଉଛି।

Advertisement