Jan 30, 2024, 07:46 IST

ମହମ୍ମଦ ଶମୀଙ୍କ ସ୍ତ୍ରୀ କହିଲେ ତାଙ୍କ ଝିଅଙ୍କ ପାଇଁ ଦରକାର ରୋହିତ ଶର୍ମାଙ୍କ ଭଳି ବାପା ଦେଖନ୍ତୁ କାହିଁକି କହିଲେ ଏମିତି

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀ ହସିନ ଜହାନ ଅନେକ ସମୟରେ ବିବାଦରେ ରହିଥାନ୍ତି। ଏହି ସମୟରେ ସେ ଏପରି ଏକ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି।
Special report
ତେବେ ବାସ୍ତବରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କ ଝିଅ ଆଦ୍ରାଙ୍କର ଏକ ଫୋଟ ତାଙ୍କ ଇନଷ୍ଟଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ବେଳେ ସେ ଏକ ବିବାଦୀୟ କ୍ୟାପସନ୍ ଲେଖିଛନ୍ତି। ହସିନ ଭାରତୀୟ ଦଳର ରୋହିତ ଶର୍ମା ଓ ତାଙ୍କ ଝିଅଙ୍କର ଏକ ଫୋଟକୁ ନେଇ ଇନଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି। 
ଆଉ ଏହି ପୋଷ୍ଟରେ ଶାମିଙ୍କୁ ଟାର୍ଗେଟ କରି ହସିନ୍ ତାଙ୍କ ଚରିତ୍ର ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ହସିନଙ୍କର ଏହି ପୋଷ୍ଟରେ ଦେଖିବାକୁ ମିଳିଛି ଯେ କ୍ରିକେଟର ରୋହିତ ଶର୍ମା ତାଙ୍କ ଝିଅକୁ ଶ୍ରଦ୍ଧା କରୁଛନ୍ତି।
Special report
ଏହା ସହ ହସିନ ସେଥିରେ ପୂର୍ବ ସ୍ବାମୀ ତଥା ଭାରତୀୟ ଦଳର ଘାତକ ବଲର ମହମ୍ମଦ ଶାମୀଙ୍କ ଚରିତ୍ରକୁ ମଧ୍ୟ ଆକ୍ଷେପ କରିଛନ୍ତି। ଏହି ପୋଷ୍ଟରେ କ୍ୟାପ୍ସନରେ ହସିନ୍ ଲେଖିଛନ୍ତି ଯେ କିଛି ବାପାଙ୍କୁ ନିଜ ଗେଲ୍ହା ଝିଅ କୋଳରେ ଶୋଇବାକୁ ସୌଭାଗ୍ୟ ମିଳିଥାଏ। 
କିନ୍ତୁ ଆଉ କିଛି ବାପାଙ୍କୁ ଝିଅ ନୁହେଁ କିଛି ଖରାପ ଯୁବତୀଙ୍କ କୋଳରେ ଶୋଇବ ଖୁସି ମିଳିଥାଏ। ଏଥିସହିତ ହସିନ୍ ଲେଖିଛନ୍ତି ଯେ କୌଣସି ବି ଝିଅକୁ ଚରିତ୍ରହୀନ ବାପା ନଦିଅନ୍ତୁ ବୋଲି।
Special report
ଭାରତୀୟ କ୍ରିକେଟ ଦଳର ମହମ୍ମଦ ଶାମୀ ଓ ତାଙ୍କ ପତ୍ନୀ ହସିନ୍ ଜାହାଙ୍କ ମଧ୍ୟରେ ବିବାଦ ଲାଗିରହିଛି। ମହମ୍ମଦ ଶାମୀ ୨୦୧୪ରେ ବିବାହ କରିଥିଲେ। ୨୦୧୮ରେ ଉଭୟ ଅଲଗା ହେଇ ଯାଇଥିଲେ। 
Special report
ଏହି ସମୟରେ ହସିନ୍ ଜାହା ମହମ୍ମଦ ଶାମୀଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ କରିଥିଲେ। ଶାମୀ ତାଙ୍କୁ ମାଡ ମାରୁଥିବା କଥା ଅଭିଯୋଗ କରିଥିଲେ ହସିନ୍। ଯାହାଫଳରେ ସ୍ବାମୀଙ୍କ କ୍ୟାରିୟର ଉପରେ ଏକ ବଡ ବିପଦ ପଡ଼ିଥିଲା।
ପଛକଥାକୁ ଭୁଲି ରୋହିତ କ୍ରିକେଟ ଜଗତରେ ପୁଣିଥରେ ନାଁ କରୁଛନ୍ତି। ଆଉ ସେହି କଥାକୁ ସହି ପାରୁନାହାଁନ୍ତି ପୂର୍ବତନ ପତ୍ନୀ ହସିନ ଜାହା। ଏଥିପାଇଁ ସେ ରୋହିତ ଶର୍ମାଙ୍କ ଏକ ଫୋଟ ସେୟାର କରି ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି।

Advertisement