ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆସିଲା ବଡ ଖବର।ପାକିସ୍ତାନ ରେ ଆଗକୁ ହେବାକୁ ଯାଉଛି ନିର୍ବାଚନ।ଆପଣ ମାନେ ଜାଣି ଥିବେ ଯେ ସେଠାରେ ନୂତନ ଭାବେ ପ୍ରଧାନ ମନ୍ତ୍ରୀ ନିଯୁକ୍ତି ହେବେ।ଏହି ତାଲିକା ରେ ପ୍ରଥମ ରେ ରହିଛନ୍ତି ଶହବାଜ୍ ଶରିଫ।
ବର୍ତ୍ତମାନ ସମୟ ରେ ଦେଶ ରେ ଆର୍ଥିକ ଅବସ୍ଥା ବିପର୍ଯ୍ୟସ୍ତ ହୋଇ ଯାଇଚି।ପାକିସ୍ତାନ କୁ ଏଭଳି ଅବସ୍ଥା ରୁ ବାହାରିବା ପାଇଁ ବହୁତ ସମୟ ଲାଗିବ।ଏହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଛି।ପାକିସ୍ତାନ ରେ ସବୁବେଳେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହେଉଚି ଯାହାକୁ ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ।
ଆପଣ ମାନେ ସମସ୍ତେ ଜାଣି ଥିବେ ଆଗରୁ ପାକିସ୍ତାନ ରେ ଅନେକ ପ୍ରଧାନ ମନ୍ତ୍ରୀ ମାନେ ନିଯୁକ୍ତି ହୋଇ ଛନ୍ତି।ସେମାନେ ଦେଶ କୁ ଆର୍ଥିକ କ୍ଷେତ୍ର ରେ ଉନ୍ନତି କରିବା ବଦଳ ରେ ଖରାପ କରି ଦେଇ ଥିଲେ।ନିର୍ବାଚନ ପରେ ପାକିସ୍ତାନ ରେ ଦର ବୃଦ୍ଧି ହୋଇଛି।ଦେଶ ଆହୁରି ତଳ କୁ ତଳ କୁ ଖସି ଆସିଛି।
ବେପାରୀ ମାନେ ନିଜ ଦେଶ ଛାଡି ଅନ୍ୟ ଦେଶ କୁ ଚାଲି ଯାଉଛନ୍ତି।ବର୍ତ୍ତମାନ ସମୟ ରେ ଖବର ଆସିଛି କି ପାକିସ୍ତାନ ପାଖରେ ଟଙ୍କା ର ଅଭାବ ଦେଖା ଦେବ।ଯେତିକି ବର୍ତ୍ତମାନ ସୁଦ୍ଧା ଟଙ୍କା ରହିଛି ତାହା କେବଳ ୪୫ ଦିନ ପର୍ଯ୍ୟନ୍ତ ସାରା ଦେଶ ଚଳି ପାରିବ।
ଏହା ପରେ ପାକିସ୍ତାନ ଦେବାଳିଆ ହୋଇ ଯିବ।ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା କରା ଯାଉଛି।ଏଭଳି ପରିସ୍ଥିତି ରେ ପାକିସ୍ତାନ ର ଅବସ୍ଥା କଣ ହେବ ବୋଲି ଏବେ ପ୍ରଶ୍ନ ଉଠିଛି।ପାକିସ୍ତାନରେ ଆଗକୁ ନିର୍ବାଚନ ରହିଛି ନୂଆ ପ୍ରଧାନ ମନ୍ତ୍ରୀ ନିର୍ବାଚିତ ହେବେ।
ଏହି ଦୌଡ଼ ରେ ସବୁଠାରୁ ଆଗରେ ଅଛନ୍ତି ଶହବାଜ୍ ସରିଫ।ସେ ଆଗକୁ ପାକିସ୍ତାନ ର ପ୍ରଧାନ ମନ୍ତ୍ରୀ ହୋଇ ପାରନ୍ତି ବୋଲି ଆଶା କରା ଯାଉଚି।ହେଲେ ବର୍ତ୍ତମାନ ସମୟରେ ପାକିସ୍ତାନ ର ଯେଉଁ ଅବସ୍ଥା ରହିଛି ତାହାକୁ ଆଗକୁ ନେବା ମଧ୍ୟ ସମ୍ଭବ ନୁହେଁ।
ଆଉ ମାତ୍ର ୪୫ ଦିନ ପାଇଁ ସେଠାରେ ଖାଦ୍ୟ ରହି ପାରିବ।ବେପାରୀ ମାନେ ନିଜ ଦେଶ ଛାଡି ବାହାର ଦେଶ କୁ ଚାଲି ଗଲେଣି।ସେଠାରେ ବେପାର ବଣିଜ କରୁଛନ୍ତି।
ଦର ଦାମ ରେ ବୃଦ୍ଧି ଘଟିଛି ଏଭଳି ପରିସ୍ଥିତି ରେ ଦେଶ ର ଅବସ୍ଥା କଣ ହେବ ତାହାକୁ ଆପଣ ମାନେ ଭାବନ୍ତୁ।ତେବେ ନୂଆ ପ୍ରଧାନ ମନ୍ତ୍ରୀ ଆସିବା ପରେ ଦେଶ ର କଣ ଉନ୍ନତି ହେଉଚି ତାହା ଦେଖିବାକୁ ବାକି ରହିଲା।