Jan 30, 2024, 12:14 IST

ମୋଦୀ ଙ୍କ ପାଇଁ ଦିନେ ନା ଦିନେ ଭାଙ୍ଗିଯିବ ଆପ, ଏହାକୁ ଭାବି ସବୁ ବେଳେ ଚିନ୍ତା ରେ ରହୁଛନ୍ତି କେଜରିୱାଲ

Special report

ନମସ୍କାର ପାଠକ ବନ୍ଧୁ।ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣି ଥିବେ ଆଗାମୀ ସାଧାରଣ ନିର୍ବାଚନ ରେ ସବୁ ଦଳ ବିଜୟ ହାସଲ କରିବା ପାଇଁ ତାଙ୍କ ରଣ ନୀତି ପ୍ରସ୍ତୁତ କରି ସାରିଲେଣି।ଭାରତୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କିଭଳି ନିଜ ଦଳ କୁ ଜିତାଇବେ ସେ ନେଇ ଏବେ ଠାରୁ ଚିନ୍ତା କଲେଣି।
Special report
ଏବେ ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଜେପି ଦଳ କୁ ନେଇ ଏଭଳି କିଛି କହି ଦେଇଛନ୍ତି ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା କରା ଯାଉଚି।ସେ ଗତ କାଲି ଗଣ ମାଧ୍ୟମ ଆଗରେ କହିଚନ୍ତି କି ବିଜେପି ଧୀରେ ଧୀରେ ତାହାର ପ୍ରଭାବ ବିସ୍ତାର କରିବାକୁ ଲାଗିଚି।
ଆପଣ ମାନେ ଜାଣି ଥିବେ ପାଞ୍ଚ ଶହ ବର୍ଷ ପରେ ଅଯୋଧ୍ୟା ରେ ରାମ ମନ୍ଦିର ପ୍ରତିଷ୍ଠା ହୋଇଚି।ଏହାର ସମସ୍ତ ଶ୍ରେୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ଦିଆ ଯାଉଚି।ଏଥିପାଇଁ ଲୋକ ମାନେ ମୋଦି ଙ୍କ ଉପରେ ଏବେ ବହୁତ ଖୁସି ଅଛନ୍ତି।
ତେବେ ଅମିତ ଶାହା ମଧ୍ୟ ଆଗୁଆ ଏ ନେଇ ନିଜ ମତ ପ୍ରକାଶ କରିଛନ୍ତି।ଏବେ ଅରବିନ୍ଦ କେଜ୍ରିୱାଲ କହିଛନ୍ତି କି ଦିଲ୍ଲୀ ରେ ଅମିତ ଶାହା ବିଧାୟକ ମାନଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଇ କିଣି ନେଉଛନ୍ତି।ଯେପରି ସମସ୍ତ ବିଧ୍ୟାୟକ ତାଙ୍କ ଦଳ କୁ ସମର୍ଥନ କରିବେ।
Special report
ବିହାର ରେ ସରକାର ଭାଙ୍ଗି ବିଜେପି ଦଳ ନୀତିଶ କୁମାରଙ୍କୁ ଆଣି ପୁଣି ସରକାର ଗଢ଼ିବା ପାଇଁ ଯାଉଚି।ଏବେ ସବୁ ଦଳ କୁ ଭାଙ୍ଗି ଦେବାକୁ ଚାହୁଁଛି ବିଜେପି।ନିଜେ ଏକଛତ୍ରବାଦି ଶାସନ ପ୍ରତିଷ୍ଠା କରିବ ବିଜେପି।
ବିଧାୟକ ମାନଙ୍କୁ କିଣି ଆଣି ଏବେ ଆପ ସରକାର ଙ୍କୁ ଭାଙ୍ଗିବାକୁ ଚେଷ୍ଟା କରୁଛି ବିଜେପି।ତେବେ ଏହାକୁ କେବେ ହେଲେ ଆମେ ସହି ପାରିବୁ ନାହିଁ।ଏହାର କଡା ଜବାବ ଦିଆ ଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟ ମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।
ବିଜେପି ତାଙ୍କ ଦଳ ର ସାତ ଜଣ ବିଧାୟକ ଙ୍କୁ ନିଜ ଦଳ କୁ ନେବାକୁ ଚାହୁଁଛି।ବିଜେପି ଏବେ ୨୫ କୋଟି ଟଙ୍କା ଲାଞ୍ଚ ଯାଚୁଛନ୍ତି।ଏବେ ସେହି ବିଧାୟକ ମାନଙ୍କୁ କହିଛନ୍ତି ତାଙ୍କ ଦଳ କୁ ଚାଲି ଆସନ୍ତୁ।ତେବେ ଅରବିନ୍ଦ କେଜ୍ରିୱାଲ ଙ୍କ ଏଭଳି ମନ୍ତବ୍ୟ ପରେ ତାକୁ ନେଇ ସାରା ଦେଶ ରେ ଖୁବ୍ ଚର୍ଚ୍ଚା କରା ଯାଉଚି।

Advertisement