Updated: Mar 7, 2024, 00:05 IST

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲୋକପ୍ରିୟତା ଦେଖି ମୁଣ୍ଡରେ ହାତ ଦେଲେ ମମତା ବାନାର୍ଜୀ ଦେଖନ୍ତୁ କଣ ରହିଲା ପ୍ରତିକ୍ରିୟା

Mamta banarjee

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
Modi
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। 
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି।
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଗରେ ଫିକା ପଡିଯାଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୁରା ପଶ୍ଚିମବଙ୍ଗ ଆଜି ମୋଦୀଙ୍କ ନାରେ ଉଛୁଳି ପଡୁଛି। ପଶ୍ଚିମବଙ୍ଗରେ ହେବାକୁ ଯାଉଛି ବଡ ପରିବର୍ତ୍ତନ। 
Modi
୨୦୨୪ ନିର୍ବାଚନକୁ ନେଇ ମୋଦୀଙ୍କ ମହିଳା କାର୍ଡକୁ ଦେଖି ଚିନ୍ତାରେ ପଡ଼ିଯାଇଥିଲେ ମମତା ବାନାର୍ଜୀ। ତେବେ ପ୍ରଧାନମନ୍ତ୍ରୀ ହଜାର ହଜାର ମହିଳାଙ୍କୁ ସମ୍ବୋଧନ କରିଥିଲେ। ଆଉ ମୋଦୀ ନିଜ ଭାଷଣରେ ମହିଳା ମାନଙ୍କୁ ମା ବୋଲି କହିଥିଲେ।
ମୋଦୀ ପଶ୍ଚିମବଙ୍ଗର ପ୍ରତିଟି ମହିଳାଙ୍କୁ କହିଛନ୍ତି ଯେ, "ପଶ୍ଚିମବଙ୍ଗର ପ୍ରତିଟି ମା ହେଉଛନ୍ତି ମୋ ମା"। ମହିଳା ମାନଙ୍କୁ ବଙ୍ଗଳା ଭାଷାରେ ଏମିତି କହି ସମସ୍ତଙ୍କ ମନ କିଣି ନେଇଛନ୍ତି ମୋଦୀ। ଜୀବନର ପ୍ରତିଟି ସମୟ ଏହି ପରିବାର ପାଇଁ ଦେଶର ମାତୃଶକ୍ତି ପାଇଁ ସମର୍ପିତ ରହିଛି ରହିବ ବୋଲି କହିଛନ୍ତି ମୋଦୀ। 
ମୋଦୀ ଆହୁରି ମଧ୍ୟ କହିଛନ୍ତି କି, ତାଙ୍କର ପରିବାର ନାହିଁ ବୋଲି ବିରୋଧୀ ମାନେ ତାଙ୍କୁ ତାତ୍ସଲ୍ୟ କରୁଛନ୍ତି। ବିରୋଧୀ ମାନେ କହୁଛନ୍ତି ତାଙ୍କ ପାଇଁ ତାଙ୍କ ପରିବାର ବଡ। ହେଲେ ମୋଦୀ କୁହନ୍ତି ତାଙ୍କ ପାଇଁ ପୁରା ଦେଶ ହେଉଛି ତାଙ୍କ ପରିବାର।
ମୋଦୀ ପଶ୍ଚିମବଙ୍ଗ ଯାଇ ଏକାଥରେ କଲିକତା ମେଟ୍ରୋ, ପୁନେ ମେଟ୍ରୋ, ଆଗ୍ରା ମେଟ୍ରୋ ଉଦଘାଟନ କରିଛନ୍ତି। ହୁଗୁଳି ନଦୀ କୂଳରେ ଯାଇଛିମେଟ୍ରୋ ଟ୍ରେନ ସେହି ମେଟ୍ରୋ ଟ୍ରେନ ଭିତରେ ବସି ଯାତ୍ରା କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସହିତ ମେଟ୍ରୋ ଟ୍ରେନରେ ମଧ୍ୟରେ ବସି କଥା ହେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

Advertisement