Updated: Apr 26, 2024, 16:34 IST

ଓଡ଼ିଶାରେ Puspa 2 ପାଇଁ ଫେମସ ହେଲେ ବୋଲି ଦେଖନ୍ତୁ କାଟିଦେଲେ ସିନ ମୁଁହ ଖୋଲିଲେ ମିଟୁ ମିଥୁନ

Tt

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ଓଲିଉଡ, ବଲିଉଡ, ଏବଂ ସିନେମା
ଜଗତକୁ ନେଇ ଆସୁଥିବା ଖବର ସବୁ ସୋସିଆଲ ମିଡ଼ିଆ ଦ୍ଵାରା ଜାଣି ପାରୁଛନ୍ତି । ଆପଣମାନେ ସମସ୍ତେ ଅଭିନେତା ଆଉ ଅଭିନେତ୍ରୀଙ୍କ ବିଷୟରେ ଆସୁଥିବା ଖବର ମଧ୍ୟ ପାଇ ପାରୁଛନ୍ତି । ଆପଣମାନେ ସମସ୍ତେ ଓଲିଉଡ ଜଗତର କଳାକାରମାନଙ୍କୁ ଜାଣିଥିବେ ।
Hh
ଓଲିଉଡ ଜଗତର କଳାକାରମାନଙ୍କ ମଧ୍ୟରୁ ହାସ୍ୟ ଅଭିନେତା ମିଟୁ ମିଥୁନଙ୍କୁ ଆପଣମାନେ ଜାଣିଥିବେ । ଏହି ଅଭିନେତା ଜଣକ ତାଙ୍କ ଅଭିନୟ ମାଧ୍ୟମରେ ଲୋକଙ୍କୁ ହସାଇ ଥାଆନ୍ତି । ଏହି ଅଭିନେତା ଜଣଙ୍କୁ ନେଇ ଏବେ କିଛି ଖବର ଆସିଛି ।
ଏହି ହାସ୍ୟ ଅଭିନେତା ଜଣକ ପୁଷ୍ପା 2 ଫିଲ୍ମରେ ଅଭିନୟ କରିଥିଲେ । ଆଉ ଏହି ସିନ ଏବେ କରାଯାଇଛି । ଏହି ଅଭିନେତା ଜଣକ କରିଥିବା ଅଭିନୟକୁ କଟା ଯାଇଥିବା ନେଇ ସେ ଭାବିଥିଲେ । ଆଉ ସତରେ ମଧ୍ୟ ତାହା ଘଟିଲା । ତାଙ୍କର ସିନ କଟା ଯାଇଛି ବୋଲି ଫୋନ ଆସିଥିଲା । 
ଆଉ ଏହି କଥା ମିଟୁ ମିଥୁନ କହିଛନ୍ତି । ପୁଷ୍ପା ୨ ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସିନ ରହିଲା କିନ୍ତୁ ମିଟୁ ମିଥୁନଙ୍କ ସିନ କାହିଁକି କାଟିଦେଲେ ? ଯାହାଙ୍କ ପାଖରେ ୨୫ ବର୍ଷର ଅଭିଜ୍ଞତା ରହିଛି ତାଙ୍କ ସହିତ ଏଭଳି କେମିତି ହୋଇଗଲା ।
Bn
ସୁଟିଂ କରିଲେ ଆଉ ଏହାପରେ ତାଙ୍କୁ ମିଳିଥିବା ଟଙ୍କାରେ ସେ କିଛି କାମ କରିଲେ । ପୁଷ୍ପା ୨ ଫିଲ୍ମ୍ ରିଲିଜ୍ ହେଲା ବେଳକୁ ଅଭିନେତା ମିଟୁ ମିଥୁନଙ୍କ ଅଭିନୟ କାଟି ଦେଲେ । ସମସ୍ତେ କେତେ ଖୁସି ଥିଲେ ପୁଷ୍ପା ୨ ଫିଲ୍ମରେ ଅଭିନେତା ମିଟୁ ମିଥୁନଙ୍କ ଅଭିନୟ ଦେଖିବା ପାଇଁ ।
କିନ୍ତୁ ଏଭଳି ହୋଇଯିବ ଏକଥା କିଏ ବା ଜାଣିଥିଲା । ତେଲୁଗୁ ଇଣ୍ଡଷ୍ଟ୍ରିରୁ ଏହି ଖବର ଆସିଛି ବୋଲି ସେ କହିଛନ୍ତି । ପୁଷ୍ପା ୨ ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ଧରିବା ପାଇଁ ମିଟୁ ମିଥୁନ ଜଙ୍ଗଲରେ ଖୋଜି ବୁଲୁଥିଲେ ଆଉ ତାଙ୍କର ଅଭିନୟ ବହୁତ ଭଲ ହୋଇଥିଲା ।
ତାଙ୍କୁ ଦେଖିବାକୁ ଦର୍ଶକମାନେ ଅପେକ୍ଷା କରିଥିଲେ କିନ୍ତୁ ଏବେ ଖବର ଆସିଛି କି ଏହି ଅଭିନେତା ଜଣଙ୍କର ଅଭିନୟ କାଟି ଦିଆଯାଇଛି । ବହୁତ କଷ୍ଟରେ ମିଟୁ ମିଥୁନଙ୍କୁ ପୁଷ୍ପା ୨ ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳିଥିଲା କିନ୍ତୁ ରୋଲ୍ କଟି ଯାଇଛି ବୋଲି ସେ ଅନୁମାନ କରିଥିଲେ ।

Advertisement