Dec 2, 2023, 23:54 IST

ଗାଧେଇଲା ବେଳେ ପାଣି ମିସ୍ତ୍ରୀ ସହ ଶାରୀରିକ ସଂପର୍କ ରଖୁଥିଲା ସ୍ତ୍ରୀ, ଦେଖିଲା ସ୍ଵାମୀ.. ଶେଷ ରେ ମିସ୍ତ୍ରୀ ସହ ପ୍ଲାନ୍ କରି ସ୍ଵାମୀ କୁ ମାରିଦେଲା ସ୍ତ୍ରୀ..

Special Report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆମେ ଏବେ ଆପଣଙ୍କୁ ଏଭଳି ଏକ ଘଟଣା ସମ୍ପର୍କରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ।
Special Report
ଜଣେ କୋଟିପତି ବ୍ୟକ୍ତି ରାଜେଶ୍ ଗୌତମ ଙ୍କ କାର ଦୁର୍ଘଟଣାରେ ଅଚାନକ ମୃ-ତ୍ୟୁ ହୋଇ ଯାଇଥିଲା। ପୋଲିସ ମଧ୍ଯ ଏହାର ତଦନ୍ତ କରିଥିଲା। ସ୍ୱାମୀ ର ଏଭଳି ଖବର ଶୁଣିବା ପରେ ସ୍ତ୍ରୀ ଉର୍ମିଳା ଙ୍କ ଅବସ୍ଥା ମଧ୍ୟ କାନ୍ଦି କାନ୍ଦି ବେହାଲ ହୋଇ ଯାଇଥିଲା।
ହେଲେ ଆପଣ ମାନେ ଏହା ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ପୋଲିସ୍ ୨୬ ଦିନ ପରେ ଜାଣିବାକୁ ପାଇଥିଲା କି ତାହା ଏକ ଦୁର୍ଘଟଣା ନଥିଲା ବରଂ ତାହା ଥିଲା ଏକ ସୁଚିନ୍ତିତ ହ-ତ୍ୟା । ଏହା ଆଉ କେହି ନୁହେଁ ବରଂ ବ୍ୟକ୍ତି ଜଣକ ସ୍ତ୍ରୀ ଉର୍ମିଳା ହିଁ କରିଥିଲେ।
ଆଉ ଏହାକୁ ଯିଏ ଶୁଣିଥିଲା ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା। କାରଣ ନିଜ ସ୍ୱାମୀ କୁ ଏତେ ଭଲ ପାଉଥିବା ସ୍ତ୍ରୀ ନିଜ ସ୍ୱାମୀ ସହ ଏଭଳି କରିବ ବୋଲି ତାହା କେହି ହେଲେ ମଧ୍ୟ ବିଶ୍ଵାସ କରି ନଥିଲେ।
Special Report
୨୦୧୨ ରେ ଦୁହେଁ ବିବାହ କରିଥିବା ବେଳେ ତାଙ୍କର ବୈବାହିକ ଜୀବନ ମଧ୍ଯ ବେଶ ଭଲ ଚାଲିଥିଲା। ରାଜେଶ୍ ମଧ୍ୟ ଜଣେ ସରକାରୀ ଶିକ୍ଷକ ଥିଲେ କାନପୁର ରେ। ଆଉ ତାଙ୍କର ଅଚଳାଚଳ ସମ୍ପତ୍ତି ମଧ୍ଯ ରହିଛି।
ଏହାପରେ ସେ ଏକ ଜମିରେ ଘର ବନେଇବା କୁ ଚାହୁଁ ଥିଲେ ଏହି ମୁହୂର୍ତ୍ତ ରେ ସେ ଏକ ମିସ୍ତ୍ରୀ ଙ୍କ ସହ ଦେଖା ହୋଇଥିଲେ ଆଉ ଆଲୋଚନା କରୁଥିଲେ କି ସେ କେମିତି ଜମିର ଘର ବନେଇବେ। ଏହାପରେ ସୈଳେନ୍ଦ୍ର ନାମକ ଜଣେ ମିସ୍ତ୍ରୀ ଲଗାତାର ତାଙ୍କର ଘରକୁ ଆସିବା ଆରମ୍ଭ କରି ଦେଇଥିଲେ।
ଏହାପରେ ଉର୍ମିଳା ଓ ସୈଳେନ୍ଦ୍ର ଙ୍କ ଭିତରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଆଉ ଉର୍ମିଳା ତାଙ୍କ ରାସ୍ତାରୁ ତାଙ୍କ ସ୍ୱାମୀ ଙ୍କୁ ହଟାଇବାକୁ ଚାହୁଁ ଥିଲେ। ସେଥିପାଇଁ ମାରିବା ପାଇଁ ଅନେକ ଯୋଜନା କରି ସେ ବିଫଳ ହୋଇଥିଲେ।
ଶେଷରେ ସେ ନିଜ ସ୍ୱାମୀ ଙ୍କୁ ଯୋଜନା ବଦ୍ଧ ଭାବରେ ଗାଡ଼ି ଚଢାଇ ଦେଇଥିଲେ। ଆଉ ତାଙ୍କର ଗାଡ଼ି ଏଭଳି ଭାବରେ ଧକ୍କା ହୋଇଥିଲା କି ସେ ଆଉ ଜୀବିତ ରହି ପାରି ନଥିଲେ। ଆଉ ଏକଥା ଘଟଣାର ୨୬ ଦିନ ପରେ ଜଣାପଡି ଥିଲା

Advertisement