May 31, 2023, 16:17 IST

ମିଳିଲା ସତର୍କ ସୂଚନା ପୁଣି ଆସୁଛି ବାତ୍ୟା ସାବଧାନ ରୁହ ଏହି ଜିଲ୍ଲା ! ଦେଖନ୍ତୁ ଆସିଲା ବହୁତ୍ ବଡ ଖବର

Weather Update

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏଭଳି କିଛି ଖବର ଆସିଛି ଯାହା ଆମେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବା ।
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ ପରିମାଣରେ ଭାଇରାଲ ହେଉଛି । ଆପଣମାନେ ପାଣିପାଗ ବିଷୟରେ ଏବଂ ଅନ୍ୟାନ୍ୟ ସବୁ ସମ୍ବନ୍ଧରେ ଏହି ସୋସିଆଲ ମିଡ଼ିଆ ଦ୍ଵାରା ହିଁ ଖବର ପାଇ ପାରୁଥିବେ । ଏବେ ଏଭଳି କିଛି ଖବର ଆସିଛି । 
Weather
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ପାଣିପାଗ ବିଷୟରେ କିଛି ସୂଚନା ପାଇପାରିବେ । ଯାହା ଦ୍ଵାରା ଆପଣମାନେ ସତର୍କ ହୋଇପାରିବେ । ପୁଣି ବାତ୍ୟା ଆଶଙ୍କା କରାଯାଉଛି । ଏହି ବାତ୍ୟା ଚଳିତ ସପ୍ତାହ ଶେଷ ଆଡ଼କୁ କିମ୍ବା ଆସନ୍ତା ସପ୍ତାହ ପ୍ରଥମରେ ହୋଇପାରେ ବୋଲି ସୂଚନା ମିଳିଛି ।
ପୁଣି ଏକ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି । ଆରବ ସାଗରରେ ସୃଷ୍ଟି ହୋଇପାରେ ଏହି ବାତ୍ୟା । ଏହା ବାତ୍ୟା ବା ଅବପାତର ରୂପ ନେଇପାରେ ବୋଲି ସୂଚନା ମିଳୁଛି ।
ପାଣିପାଗ ବିଜ୍ଞାନୀ ଏହି ଖବର ଦେଇଛନ୍ତି । ଏହାର ପ୍ରଭାବ ପାକିସ୍ତାନ ଦେଶ ଏବଂ ଉତ୍ତର ପଶ୍ଚିମ ରାଷ୍ଟ୍ର ଗୁଡିକରେ ପଡ଼ିବ । ଜୁନ ମାସ ୭ ତାରିଖ ବେଳକୁ ଉଭୟ ଆରବ ସାଗର ଏବଂ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ହୋଇପାରେ ।
ଏନେଇ ପାଣିପାଗ ବିଭାଗ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଚଳିତ ସପ୍ତାହ ଶେଷ କିମ୍ବା ଆଗାମୀ ସପ୍ତାହ ଆରମ୍ଭରେ ଲଘୁଚାପ ହୋଇପାରେ । ଓମାନ ରୁ ପାକିସ୍ତାନ ପର୍ଯ୍ୟନ୍ତ ପ୍ରଭାବ ପଡିପାରେ ।
ଏହିସବୁ ସୂଚନା ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ ଦେଇଛନ୍ତି । ଏହା ଗଭୀର ଅବପାତର ରୂପ ନେଇପାରେ । ଭାରତ ପ୍ରତି ଅଧିକ ବିପଦ ରହୁ ନାହିଁ ବୋଲି ଜଣାପଡିଛି । ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ି ନପାରେ ବୋଲି ବିଜ୍ଞାନୀ କହିଛନ୍ତି ।
VIRAl VIDEO
ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିବାକୁ ପାଇବେ । ଆପଣମାନେ ସୋସିଆଲ ମିଡିଆରେ ଏହି ଖବର ଦେଖି ଅନେକ ଖବର ପାଇପାରିବେ ଏବଂ ସତର୍କ ରହିପାରିବେ । ଏବେ ଏହି ଭିଡିଓ ଭାଇରାଲ ହେଉଛି ।

Advertisement