Jan 28, 2024, 19:51 IST

ମିଳିଲା ସ୍ପଷ୍ଟ ପ୍ରମାଣ ନିଶ୍ଚିନ୍ତ ହେଇକି ହିଁ ରହିବ !! ଦେଖନ୍ତୁ ଏହି ୨୦୨୪ ରେ କଣ କଣ ହେବାକୁ ଯାଉଛି ସାଙ୍ଘାତିକ ଘଟଣା

Special report

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଦୁନିଆରେ ଅନେକ ଭବିଷ୍ୟ‌ବକ୍ତା ଏବଂ ଦାର୍ଶନିକ ଅଛନ୍ତି, ଯାହାଙ୍କ ଭବିଷ୍ୟବାଣୀ କିଛି କିଛି ସଠିକ୍ ପ୍ରମାଣିତ ହୋଇଛି। ଫରାସୀ ଦାର୍ଶନିକ ନୋଷ୍ଟ୍ରାଡାମସ୍ ମଧ୍ୟ ଏହି ଲୋକମାନଙ୍କ ମଧ୍ୟରୁ ଅନ୍ୟତମ।
Special report
୨୦୨୪ ବର୍ଷ ପାଇଁ ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଫରାସୀ ଜ୍ୟୋତିର୍ବିଦ୍‌ ମାଇକେଲ୍‌ ଡି ନୋଷ୍ଟ୍ରିଡେମ୍‌ କରିଥିବା ଭବିଷ୍ୟବାଣୀ ବିଷୟରେ ଜାଣିବା। ଶହ ଶହ ବର୍ଷ ପୂର୍ବେ ୨୦୨୪ ବର୍ଷ ପାଇଁ ନୋଷ୍ଟ୍ରାଡାମସ୍ ପୂର୍ବାନୁମାନ କରିଥିଲେ। 
ଯଦି ତାଙ୍କର କଥା ସତ୍ୟ ବୋଲି ପ୍ରମାଣିତ ହୁଏ ତେବେ ଆଗାମୀ ବର୍ଷ ବିଶ୍ୱ ପାଇଁ ଭଲ ହେବ ନାହିଁ। ତାଙ୍କ ଦ୍ବାରା ରଚିତ ପୁସ୍ତକ ‘ଲେସ ପ୍ରୋଫେଟିଜ୍‌’ରେ ସେ ଉଲ୍ଲେଖ କରିଛନ୍ତି, ୨୦୨୪ରେ ଏକ ଭୟଙ୍କର ନୌଯୁଦ୍ଧ ସଂଘଟିତ ହେବ।
Special report
ତାଙ୍କ କହିବାନୁସାରେ, ଲାଲ୍‌ର ଶତ୍ରୁ ଭୟରେ ଫିକା ପଡ଼ିଯିବ ଏବଂ ସମଗ୍ର ମହାସାଗର ଭୟଭୀତ ହୋଇଯିବ। ସାମ୍ପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରି ବିଶ୍ଳେଷକମାନେ ଏହାର ଅର୍ଥ ବୁଝାଇ କହିଛନ୍ତି- ଲାଲ୍‌ ରଙ୍ଗର ଜାତୀୟ ପତାକା ଥିବା ଚୀନ୍‌ ତାଇଵାନ୍‌ ଉପରେ ଆକ୍ରମଣ କରିବ। 
ଏବଂ ସମଗ୍ର ମହାସାଗରୀୟ ଅଞ୍ଚଳ ଆତଙ୍କିତ ହୋଇପଡ଼ିବ। ୨୦୨୪ ପାଇଁ ନୋଷ୍ଟ୍ରାଡାମସ ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତାର କାରଣ ପାଲଟିଛି। ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ୨୦୨୪ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନରେ ଅସ୍ଥିରତା ହେଇପାରେ ଏବଂ ସେଠାରେ ଗୃହଯୁଦ୍ଧ ପରି ପରିସ୍ଥିତି ଉପୁଜିପାରେ।
Special report
ନୋଷ୍ଟ୍ରାଡାମସଙ୍କ ଅନୁଯାୟୀ ନୂଆ ବର୍ଷରେ ଆମେରିକା ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ହୋଇପାରେ। ସେ ତାଙ୍କ କବିତାରେ କହିଛନ୍ତି ଯେ ‘ଲାଲ ଶତ୍ରୁ ଭୟରେ ହଳଦିଆ ହୋଇଯିବ, ମହାସାଗରରେ ଭୟ ଆସିବ।’ 
Special report
ଅନେକ ଲୋକ ଲାଲ ଶତ୍ରୁକୁ କମ୍ୟୁନିଷ୍ଟ ଚୀନ୍ ବୋଲି ଭାବୁଛନ୍ତି। ନୋଷ୍ଟ୍ରାଡାମସ୍ ତାଙ୍କ ପୁସ୍ତକରେ ଲେଖି ଚେତାବନୀ ଦେଇଛନ୍ତି ଯେ ୨୦୨୪ ମସିହାରେ ପରମାଣୁ ବିସ୍ଫୋରଣ ହେବ। ଯାହା ଜଳବାୟୁ ଉପରେ ଗଭୀର ପ୍ରଭାବ ପକାଇବ।
ନୋଷ୍ଟ୍ରାଡାମସ୍ କହିଛନ୍ତି ଯେ ୨୦୨୪ ମସିହାରେ ଅନେକ ଜଳବାୟୁ ପରିବର୍ତ୍ତନ ହେବ ଏବଂ ପୃଥିବୀ ପୂର୍ବ ଅପେକ୍ଷା ଅଧିକ ଉତ୍ତପ୍ତ ହେବ। ଚଳିତ ବର୍ଷ ହିଟ ୱେଭ ଅଧିକ ଗୁରୁତର ହୋଇପାରେ।

Advertisement