ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଚାଳ ଛପର ଘରେ ଚାଲିଥିଲା ଦେହ ବେପାର। ଜବରଦସ୍ତି ଝିଅ ମାନଙ୍କୁ ଉଠାଇ ନେଇ କରି ଦେଉଥିଲେ ଦେହଜୀବୀ। ଆଉ ଠିକ ସେତିକି ବେଳେ ହିଁ ଲୋକ ମାନେ ଏହା ଜାଣି ପାରି ସେମାନଙ୍କୁ ମାଡ଼ି ବସିଥିଲେ।
ଏବେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆଉ ଏହି ଭିଡିଓ ରେ ଦେଖିବାକୁ ମିଳିଛି କି ଜଣେ ମହିଳା ତାଙ୍କର ହାତରେ ବିଡା ବିଡା ଟଙ୍କା ଧରିଛନ୍ତି।
ଆଉ ସେ ଏହି ବିଡା ବିଡା ଟଙ୍କା ଧରି ତାଙ୍କର ଚାଳ ଛପର ଘରେ ଚଳାଇଛନ୍ତି ଦେହ ବ୍ୟାପାର। ଆଉ ସେ ଝିଅ ମାନଙ୍କୁ ଜବର ଦସ୍ତି ଟେକି ଆଣି ସେମାନଙ୍କୁ ମଧ୍ୟ ଏହି ଦେହ ବ୍ୟାପାରରେ ଲଗାଇ ଦେଉଛନ୍ତି।
ଝିଅ ମାନଙ୍କୁ ବ୍ୟାପାରରେ ଲଗାଇ ରୋଜଗାର କରିବାରେ ଲାଗି ପଡ଼ିଛନ୍ତି ପୂଳା ପୂଳା ଟଙ୍କା। ଜଣେ ନାରୀ ହୋଇ ସେ ସାମାନ୍ୟ କେତେଟା ଟଙ୍କା ପାଇଁ ନାରୀ ମାନଙ୍କୁ ନର୍କ ମୁହଁ କୁ ମଧ୍ଯ ଠେଲି ଦେଉଛନ୍ତି।
ଛୋଟ ଛୋଟ ଝିଅ ମାନେ ମଧ୍ୟ ତାଙ୍କୁ କାନ୍ଦି କାନ୍ଦି ତାଙ୍କ ସହ ଏଭଳି ନକରିବା ପାଇଁ ବାରଣ ମଧ୍ଯ କରୁଛନ୍ତି। ହେଲେ ଏହି ମହିଳା ଜଣଙ୍କର ସେମାନଙ୍କ ପ୍ରତି ଆଦୌ ମଧ୍ଯ ଦୟା ଆସୁ ନାହିଁ।
ତାଙ୍କର ଯେତେବେଳେ ବି ଇଚ୍ଛା ହେଉଥିଲା ସେମାନେ ଝିଅ ମାନଙ୍କୁ ଦେହ ବେପାର କରାଉ ଥିଲେ। କାହାକୁ ଘଣ୍ଟାକ ରେ ୫୦୦ ତ ଆଉ କାହାକୁ ଘଣ୍ଟାକରେ ୩୦୦ ରେ ବିକୁଛନ୍ତି। ପୁଣି ଆଉ କେତେ ଙ୍କୁ ରାତିକ ପାଇଁ ୫୦ ହଜାର ରେ ବିକୁ ଥିଲେ।
ଏପଟେ ପ୍ରତ୍ୟେକ ଦିନ ଝିଅ ମାନେ ମରି ମରି ବଞ୍ଚୁଥିବା ବେଳେ ସେପଟେ ମହିଳା ଜଣକ ଝିଅ ମାନଙ୍କୁ ଲଗାଇ ଟଙ୍କା ରୋଜଗାର କରି ଅଏସ ଆରାମ କରୁଥିଲେ।
ଝିଅ ମାନଙ୍କୁ ତାଙ୍କର ଝଟି ମାଟି ଘରେ ଦେହ ବେପାରର ଲଗାଇ ଥିବା ବେଳେ ଗୋଟେ ଅସହାୟ ନାବାଳିକା କୁ ମଧ୍ଯ ଦେହ ବ୍ୟବସାୟ କରିବା ପାଇଁ ତାଙ୍କ ଘରେ ବାନ୍ଧି ପକାଇ ଦେଇଛନ୍ତି।ଏହାପରେ ଖବର ପାଇ ଲୋକେ ମାଡି ବସିବା ସହ ନାବାଳିକା ଙ୍କୁ ଉଦ୍ଧାର ମଧ୍ୟ କରିଥିଲେ।