ନମସ୍କାର ପାଠକ ବନ୍ଧୁ।ଆପଣ ମାନେ ସମସ୍ତେ ଜାଣି ଥିବେ ଯେ ଗୋଟେ ମା ନିଜ ପିଲା ପାଇଁ ସବୁ କିଛି କରି ପାରେ।ହେଲେ କେବେ ହେଲେ ନିଜ ପିଲା କୁ ନିଜ ଠାରୁ ଅଲଗା କରେ ନାହି।ସବୁ ବିପଦ ରୁ ତାକୁ ରକ୍ଷା କରେ।
ହେଲେ ଆମେ ଆଜି ଏଭଳି ଜଣେ ମା ଙ୍କ ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ।ପିଲା ଦୁଇ ଟି ଙ୍କୁ ମଝି ରାସ୍ତା ରେ ଛାଡି ଦେଇ ତାର ମାଆ କୁଆଡେ ଚାଲି ଯାଇଛନ୍ତି।ଦୁଇ ଜଣ ପିଲା ରାସ୍ତା ରେ ମା ମା କହି କାନ୍ଦୁଛନ୍ତି।
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହରିୟାଣା ର ପଞ୍ଚାକୋଲା ଅଞ୍ଚଳ ରେ।ଜଣେ ମହିଳା ନିଜ ପିଲା ଙ୍କୁ ନେଇ ମେଳା ବୁଲିବା ପାଇଁ ଆସିଥିଲେ।ପିଲା ମାନେ ମା ଙ୍କ ସହିତ ଆସି ଥିବାରୁ ବହୁତ ଖୁସି ହୋଇ ଯାଇଥିଲେ।କେତେ ଆଶା ନେଇ ଘରୁ ଗୋଡ କାଢି ଥିଲେ।
ହେଲେ ସେମାନେ କେବେ ବି ଭାବି ନ ଥିଲେ ତାଙ୍କ ମାଆ ତାଙ୍କୁ ଅଧା ବାଟ ରେ ଛାଡି ଚାଲି ଯିବ।ସେଠାକାର ଲୋକ ମାନେ ତାଙ୍କ ମା ଙ୍କୁ ଖୋଜିବା ପାଇଁ ବହୁତ ଚେଷ୍ଟା କଲେ।ହେଲେ କେଉଁ ଠାରେ ବି ପାଇଲେ ନାହିଁ।
ସୂଚନା ଅନୁସାରେ ଜଣେ ମହିଳା ନିଜ ପିଲା ଙ୍କୁ ନେଇ ମେଳା ବୁଲିବା ପାଇଁ ଆସି ଥିଲେ।ହେଲେ ତାଙ୍କ ହାତ ଛାଡି କେଉଁ ଆଡ଼େ ଚାଲି ଯାଇଛନ୍ତି।ପିଲା ଦୁଇ ଟି ରାସ୍ତା ମଝିରେ ଜୋର୍ ରେ ଚିତ୍କାର କରି କାନ୍ଦି ପକାଉ ଥିଲେ।
ଏହାକୁ ଦେଖି ସେଠାକାର ଲୋକ ମାନେ ତାଙ୍କୁ ଉଦ୍ଧାର କରିଥିଲେ।ସେମାନେ ପୋଲିସ କୁ ଖବର ଦେଇଥିଲେ।ପୋଲିସ ପିଲା ଦୁଇ ଟି ଙ୍କୁ ଉଦ୍ଧାର କରିଥିଲା।ଓ ତାଙ୍କୁ ନେଇ ଏକ ଆଶ୍ରମ ରେ ଛାଡି ଦେଇ ଥିଲେ।
ବର୍ତ୍ତମାନ ପୋଲିସ ଘଟଣା ର ତଦନ୍ତ କରିବା ଆରମ୍ଭ କରି ଦେଇଛି।ଖୁବ୍ ଶୀଘ୍ର ପିଲା ଦୁଇ ଟି ର ମା ଓ ବାପା ଙ୍କୁ ଧରା ଯିବ।ଓ ତାଙ୍କ ବାପା ମା ଙ୍କୁ ହସ୍ତାନ୍ତର କରା ଯିବ ବୋଲି ପୋଲିସ ମାନେ କହିଛନ୍ତି।