May 2, 2024, 16:35 IST

ମିଟୁ ମିଥୁନଙ୍କୁ ମିଳିଲା ବହୁତ୍ ବଡ ଅଫର ଦେଖନ୍ତୁ ଛାନିଆ ହୋଇଗଲେ ମାନସ ଦେଖନ୍ତୁ ମିଟୁ ମିଥୁନ ଦେଲେ କେଉଁ ଖୁସି ଖବର

Hh

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଓଲିଉଡ, ବଲିଉଡ ଏବଂ ସିନେମା ଜଗତକୁ ନେଇ ଆସୁଥିବା ଖବର ଗୁଡ଼ିକ ଆପଣମାନେ ପାଇ ପାରୁଛନ୍ତି ।
ଆପଣମାନେ ସମସ୍ତେ ଓଲିଉଡ ଜଗତର ଅଭିନେତା ମିଟୁ ମିଥୁନଙ୍କୁ ଜାଣିଥିବେ । ଏହି ଅଭିନେତା ଜଣକ ବହୁତ ସୁନ୍ଦର ଅଭିନୟ କରନ୍ତି । ଅଭିନେତା ମିଟୁ ମିଥୁନ ପୁଷ୍ପା ୨ ଫିଲ୍ମରେ ଅଭିନୟ କରିଥିଲେ ।
Hh
ସେ ସେହି ଫିଲ୍ମରେ କନେଷ୍ଟବଳ ଭୂମିକାରେ ଅଭିନୟ କରିଥିଲେ । ମିଟୁ ମିଥୁନଙ୍କ ପାଖକୁ ଏକ କଲ୍ ଆସିଥିଲା ଆଉ ପୁଷ୍ପା ୨ ଫିଲ୍ମରେ ତାଙ୍କର ସିନ କରାଯାଇଛି ବୋଲି ଖବର ଆସିଥିଲା । ଏହାପରେ ଏହାକୁ ନେଇ ଅନେକ ଚର୍ଚ୍ଚା ଏବେ ହେଉଛି ।
ଏହାସହ ପୁଷ୍ପା ୨ରେ ଆଉ ଜଣେ ଓଡ଼ିଆ ମଧ୍ୟ ଅଭିନୟ କରିଥିଲେ । ସେହି ଓଡ଼ିଆ ଜଣକ ହେଉଛନ୍ତି ମାନସ । ମାନସ ମଧ୍ୟ ପୁଷ୍ପା ୨ ଫିଲ୍ମରେ ଅଭିନୟ କରିଛନ୍ତି । ଏହି ଅଭିନେତା ଜଣକ ଟ୍ରକ୍ ଡ୍ରାଇଭର ହୋଇ କାମ କରୁଥିଲେ । 
ଆପଣମାନେ ତ ଶୁଣିଥିବେ ମିଟୁ ମିଥୁନଙ୍କୁ ମାନସ ଅନେକ କଥା କହିଥିଲେ । ସେ କହିଥିଲେ ମିଟୁ ମିଥୁନ ଦହିବରା ଆଳୁଦମ୍ ଦୋକାନ ଦିଅ ଆଉ ଏହି ଫିଲ୍ମ୍ ତୁମ କାମ ନୁହେଁ । ଆଉ ଏବେ ମାନସଙ୍କୁ କିଛି କହିଛନ୍ତି ମିଟୁ ମିଥୁନ ।
Hh
ମିଟୁ ମିଥୁନ କହିଛନ୍ତି ମାନସ ଯେଉଁ ସୁନା ପିନ୍ଧିଛନ୍ତି ତାହା ସବୁ ନକଲି ଆଉ ଏହାକୁ ଗଣମାଧ୍ୟମ ତାଙ୍କୁ ପିନ୍ଧାଇ ଦେଇଛି । ମିଟୁ ମିଥୁନଙ୍କ ଏକଥା ଶୁଣି ମାନସ କହିଛନ୍ତି ମିଟୁ ମିଥୁନ ଯାହା କହିଛନ୍ତି ମିଛ କଥା ସେ ତାଙ୍କ ନିଜ ପଇସାରେ ସୁନା ପିନ୍ଧିଛନ୍ତି । ମାନସଙ୍କ ୫୦ ଲକ୍ଷର ସୁନା ଠାରୁ ବହୁତ ଅଧିକ ମିଟୁ ମିଥୁନଙ୍କ ହୃଦୟ । 
ସେ ବାଟୋଇମାନଙ୍କୁ ପଣା ପିଇବାକୁ ଦେଉଛନ୍ତି । ସେ କେବେ କାହାର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ । ସେ ମାନସଙ୍କୁ ଭାଇ ଭାବି ତାଙ୍କ ସହିତ ଫଟୋ ଉଠାଇଥିଲେ । ଏପଟେ ମିଟୁ ମିଥୁନ ଆଉ ପୁଷ୍ପା ୨ ଫିଲ୍ମ୍ ପାଇଁ ଚିନ୍ତା କରୁ ନାହାନ୍ତି ତାଙ୍କ ପାଖରେ ତିନି ତିନୋଟି ଫିଲ୍ମ୍ ଅଛି ।
ଆଗକୁ ତିନୋଟି ଓଡ଼ିଆ ଫିଲ୍ମ୍ ଅଛି ମିଟୁ ମିଥୁନଙ୍କ ପାଇଁ । ଆଉ ଏପଟେ ମାନସଙ୍କୁ ମଧ୍ୟ ଓଡ଼ିଆ ଫିଲ୍ମରୁ ଅଫର ମିଳିଛି । ମିଟୁ ମିଥୁନଙ୍କୁ ଏବେ ତିନୋଟି ଫିଲ୍ମ୍ ଅଫର ଆସିଛି । ଏବେ ଓଡ଼ିଆ ଫିଲ୍ମରେ ଅଭିନୟ କରିବେ ଅଭିନେତା ମିଟୁ ମିଥୁନ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।

Advertisement