Feb 3, 2024, 18:08 IST

ନିଶା ମହାରଣାଙ୍କୁ ଧୋଇଦେଲେ ଏହି ମାଉସୀ ଦେଖନ୍ତୁ କହିଲେ ମରମ କଥା - Exclusive Visual

Special report

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଅନେକ କିଛି ଖବର ଆପଣମାନେ ଜାଣି ପାରୁଛନ୍ତି । ଏବେ କିଛି ଖବର ଆସିଛି ଅଭିନେତ୍ରୀଙ୍କୁ ନେଇ ।
Special report
ଏହି ଅଭିନେତ୍ରୀ ଜଣଙ୍କୁ ଜଣେ ମହିଳା କିଛି କଥା କହିଛନ୍ତି । ମହିଳା ଜଣକ କହିଛନ୍ତି କି ଏବେ କଳିଯୁଗ ଚାଲିଛି । ଆଉ ଏହି ସୁନ୍ଦରୀ ଜଣକ ଏବେ ସବୁ ଦେଖେଇ ହେଉଛନ୍ତି । ତାଙ୍କୁ ବାପା ମା ତାଗିଦ୍ କରିବା କଥା ।
କଳିଯୁଗ ଚାଲିଛି ବୋଲି ଲୋକେ କରୁଛନ୍ତି ଆଉ ମରୁଛନ୍ତି । କଳିଯୁଗରେ କାହାକୁ ନିନ୍ଦା କରିବା ଉଚିତ୍ ନୁହେଁ । ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ସମସ୍ତେ ସମ୍ମାନ କରୁଛନ୍ତି । ଆଉ ସେ ବହୁତ ଭଲ ଅଟନ୍ତି । ରାଣୀ ପଣ୍ଡାଙ୍କୁ ଯିଏ ଦେଖୁଛି ସେ କହୁଛି ଭଲ ବୋଲି ।
Special report
ଯେଉଁ ଝିଅମାନେ ଦେଖେଇ ହେଉଛନ୍ତି ତାଙ୍କୁ ବାପା ମା ଟାଇଟ୍ କରିବା କଥା । ସେମାନେ ଭଲ କଥା ଶିଖାଇବା କଥା । ବାପା ମା ତାଗିଦ୍ ନ କରିଲେ ସବୁ କିଛି ହୋଇଥାଏ । ଏହି ମହିଳା ଜଣଙ୍କ କୌଣସି ପୁରୁଷ ସହ କଥା ହୁଅନ୍ତି ନାହିଁ । 
ଏବେ ଯେଉଁ ନାଚ ହେଉଛି ସବୁ ପୁଅଙ୍କ ପାଇଁ । ଏବେ ମାଳିକାରେ ଯାହା ସବୁ ଲେଖା ହୋଇଥିଲା ତାହା ସତ ହେବ । ଏମିତି ନାଚିଲେ ମୋହିନୀ ଭଳି ତାଙ୍କୁ ସମସ୍ତେ ଭଲପାଇବେ ସେଥିପାଇଁ ସେମାନେ ଏଭଳି ନାଚ କରୁଛନ୍ତି ।
Special report
ଏହି ସବୁ ଝିଅ ହେଉଛନ୍ତି ଦେଖେଇ ନାନୀ । ସେତେବେଳେ ଏମିତି ଜାମା ନଥିଲା ଆଉ ଏବେ ସବୁ ଏଭଳି ପୋଷାକ ପିନ୍ଧୁଛନ୍ତି । ଏହି ଝିଅ ଅର୍ଥାତ୍ ଅଭିନେତ୍ରୀ ଜଣକ ହେଉଛନ୍ତି ନିଶା ମହାରଣା । ସେ ହେଉଛି ନିଶା ମଙ୍ଗଳବାର । ଆଉ ଲୋକମାନେ ତାଙ୍କୁ ଏଭଳି ବ୍ୟବହାର କରିବେ । 
ଲୋକମାନେ ତାଙ୍କୁ ସାତ ବେଣ୍ଟିଆ କରି ଛାଡ଼ି ଦେବେ । ଏହି ବୟସ୍କ ମହିଳା ଜଣକ କହିଛନ୍ତି ଝିଅଲୋ ତୁ ଭଲ ହେଇଯା । ତୁ ନାରୀ ଅବସ୍ଥାରେ ରହ । କାହିଁକି ଏଭଳି ହେଉଛୁ । ସିଏ ଯେମିତି ଲୋକ ତାକୁ ସେମିତି ଲୋକ ଯୁଟିବେ । ଯେତେବେଳେ ସେ ଏମିତି କଳାରେ ଜନ୍ମ ହୋଇଛି ସେ ଆଉ ବଦଳିବ ନାହିଁ ।
ଯେତେବେଳେ ପାପ, ଅଧର୍ମ ଚାଲିଥିଲା ସେତେବେଳେ ସେ ଜନ୍ମ ହୋଇଥିଲା । ସେହି ଅଭିନେତ୍ରୀ ଜଣକ ଏଭଳି କରୁଛନ୍ତି ଆଉ ଆଗକୁ କରିବେ । ଏହି ଅଭିନେତ୍ରୀ ଜଣଙ୍କୁ ଏଭଳି ଅନେକ କଥା କହିଛନ୍ତି ଏହି ବୟସ୍କ ମହିଳା ଜଣକ ।

Advertisement